Tag Archives: Home Middle

୫୦ ଦେଶ ମିଳିତ ଭାବେ ୟୁକ୍ରେନର ବାୟୁସେନାକୁ କରିବେ ସୁଦୃଢ଼

ବ୍ରୁସଲେସ୍‌,୧୨ା୧୦: ବେଲଜିୟମର ରାଜଧାନୀ ବ୍ରୁସଲେସ୍‌ରେ ୫୦ରୁ ଅଧିକ ଦେଶର ପ୍ରତିନିଧିମାନେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ। ବୁଧବାର ଅନୁଷ୍ଠିତ ଏକ ସମାବେଶରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୁକ୍ରେନ ଯୁଦ୍ଧର ସଦ୍ୟତମ ପରିସ୍ଥିତି...

ବିଜେଡି ଖେଳିଲା ମହିଳା କାର୍ଡ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବୁଧବାର ମହିଳା କାର୍ଡ ଖେଳିଛି ବିଜେଡି। ଦଳ ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଅବନ୍ତୀ ତିହିଡି...

କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣା: ୮ ଗିରଫ

ମସ୍କୋ,୧୨ା୧୦: କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ରୁଷିଆର ସଂଘୀୟ ସୁରକ୍ଷା ସେବା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍‌ଏସ୍‌ବି) ୮ ଜଣଙ୍କୁ ଗିରଫ କରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁପ୍ତଚର ବିଭାଗ ଏହି ଆକ୍ରମଣ କରିଛି। ରୁଷିଆର ସରକାରୀ ଏଜେନ୍ସି...

ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷାରେ ଲକ୍ଷ୍ମଣ ରେଖା ନେଇ କୋର୍ଟ ଅବଗତ, ବିମୁଦ୍ରୀକରଣ ନେଇ କହିଲେ ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୧୨।୧୦ : ବୁଧବାର ସୁପ୍ରିମକୋର୍ଟ ବିମୁଦ୍ରୀକରଣ ମାମଲାରେ କହିଛନ୍ତି ଯେ ସରକାରଙ୍କ ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ଲକ୍ଷ୍ମଣ ରେଖା ନେଇ କୋର୍ଟ ଅବଗତ ଅଛନ୍ତି। କିନ୍ତୁ ଏହି ପ୍ରସଙ୍ଗଟି କେବଳ ଏକାଡେମିକ ଅଭ୍ୟାସରେ ପରିଣତ ହୋଇଛି କି...

ଚା’ ବଗିଚା ମହିଳା କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନଛ କି ନାହିଁ ?…

ଅଗରତାଲା,୧୨।୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ତାଙ୍କର ପ୍ରଥମ ଦୁଇ ଦିନିଆ ଗସ୍ତରେ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ପହଞ୍ଚିବା ପରେ ପଶ୍ଚିମ ତ୍ରିପୁରା ଜିଲାର ନରସିଂହଗଡରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କରିଛନ୍ତି। ଏହା ପରେ ସେ ଜିଲାର...

ଆଣବିକ ଆକ୍ରମଣ କଲେ ପେଣ୍ଟାଗନ ଦେବ ଜବାବ: ପୁଟିନଙ୍କୁ ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୧୨।୧୦ : ପାଖାପାଖି ୮ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ନେଇ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ ଦ୍ୱାରା ଆଣବିକ ଆକ୍ରମଣର ଭୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ...

କଫ ସିରପ ଉତ୍ପାଦନ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ ଉପରେ ରୋକ ଲଗାଇଲେ ହରିୟାଣା ସରକାର…

ଚଣ୍ଡିଗଡ଼,୧୨।୧୦ : ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସର ୩ଟି କଫ ସିରପ ବିରୋଧରେ ଡାକ୍ତରୀ...

ଜମ୍ମୁ-କଶ୍ମୀରକୁ ଧର୍ମ-ଅଞ୍ଚଳ ଆଧାରରେ ବିଭାଜନ କରୁଛି ଭାଜପା: ମେହବୁବାଙ୍କ କଡ଼ା ସମାଲୋଚନା…

ଶ୍ରୀନଗର,୧୨।୧୦ : ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ନୂତନ ଭୋଟର ପଞ୍ଜୀକରଣ ଉପରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଧର୍ମ ଓ ଅଞ୍ଚଳ ଆଧାରରେ ଜମ୍ମୁ-କଶ୍ମୀରକୁ...

ଶକ୍ତିର ଆକଳନ ନକରି ୟୁକ୍ରେନ୍‌ ଯୁଦ୍ଧକୁ ଡେଇଁଛନ୍ତି ପୁଟିନ୍‌, ଏବେ ସେନା ପ୍ରତ୍ୟାହାର କରିବା ଉଚିତ: ବାଇଡେନଙ୍କ କଟାକ୍ଷ…

ଓ୍ବାଶିଂଟନ,୧୨।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୁଟିନ୍‌ ୟୁକ୍ରେନର ଶକ୍ତିର ଆକଳନ ନକରି ଯୁଦ୍ଧକୁ ଡେଇଁ ପଡ଼ିଛନ୍ତି। ଏବେ ପୁଟିନ ଫଶି ଯାଇଛନ୍ତି। ବାଇଡେନ କହିଛନ୍ତି...

ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ…

ପଣଜୀ,୧୨।୧୦ : ଗୋଆରେ ଏକ ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆ ଉପକୂଳରେ ନିୟମିତ ବିମାନ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ ବାହାରକୁ ଆସିବାରେ...

ମାଇକୋପ୍ଲାଜମା ଜେନିଟାଲିୟମ ସୁପରବଗ୍‌ ଜାଲରେ ପୃଥିବୀ, ଅଧାରୁ ଅଧିକ ଜନସଂଖ୍ୟା ହରାଉଛନ୍ତି ପ୍ରଜନନ କ୍ଷମତା…

ନୂଆଦିଲ୍ଲୀ,୧୨।୧୦ : ସୁପରବଗ ଯଥା ବ୍ୟାକ୍ଟେରିଆର ଏକ ରୂପ, ଯାହା ବେଳେବେଳେ ଏତେ ବିପଜ୍ଜନକ ହୋଇଯାଇଥାଏ ଯେ ଏହା ମନୁଷ୍ୟର ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଏପରି ଏକ ସୁପରବଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ ଅନେକ ବୈଜ୍ଞାନିକ...

ପାଣିପାଗ ବିଭାଗର ପୂର୍ବାନୁମାନରେ ତ୍ରୁଟି, ମୌସୁମୀ ଫେରିଯାଇଥିବା ସୂଚନା ପରେ ବି ଦେଶରେ ୭୦୦ ପ୍ରତିଶତ ଅଧିକ ବର୍ଷା…

ନୂଆଦିଲ୍ଲୀ,୧୨।୧୦ : ସେପ୍ଟେମ୍ବର ୩୦ରେ ପାଣିପାଗ ବିଭାଗ ଦ୍ୱାରା ମୌସୁମୀ ଫେରିଯାଇଥିବା ଘୋଷଣା କରାଯାଇଥିଲା। କିନ୍ତୁ ଏହା ପରେ ଉତ୍ତର ଭାରତର ଅନେକ ରାଜ୍ୟରେ ଅକ୍ଟୋବର ୧୦ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଯଦିଓ ପାଣିପାଗ ବିଭାଗ ଏହାକୁ ମୌସୁମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri