Tag Archives: Home Middle

ଗାଙ୍ଗୁଲିଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛି ଭାଜପା, ଶାହାଙ୍କୁ ଘେରିଲା ଟିଏମସି…

କୋଲକାତା,୧୨।୧୦ : ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଗାଙ୍ଗୁଲି ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଖବର ଜାରି ରହିଛି। ଏନେଇ ପଶ୍ଚିମବଙ୍ଗରେ ଶାସକ...

ଏଏପି ସମ୍ମୁଖରେ ଭାଜପାର ମାଷ୍ଟର ଷ୍ଟ୍ରୋକ, ଆଦିବାସୀ ଭୋଟରଙ୍କୁ ହାତେଇବା ପାଇଁ ‘ଗୌରବ ଯାତ୍ରା’…

ଅହମଦାବାଦ,୧୨।୧୦ : ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟି (ଏଏପି) ର କଡ଼ା ପ୍ରତିଦ୍ୱନ୍ଦ୍ୱିତା ସମ୍ମୁଖୀନ ହୋଇଛି। ଏଏପି ନେତାଙ୍କ ସାଧାରଣ ସଭାରେ ଲୋକଙ୍କ...

କଂଗ୍ରେସର ୮ ବିଧାୟକ ସାମ୍ବିଧାନିକ ନିୟମ ଅନୁଯାୟୀ ଭାଜପାରେ ହୋଇଛନ୍ତି ସାମିଲ: ଗୋଆ ବାଚସ୍ପତି…

ପଣଜୀ,୧୨।୧୦ : ନିକଟରେ ଗୋଆରେ ଆଠ ଜଣ କଂଗ୍ରେସ ବିଧାୟକଙ୍କ ଭାଜପାରେ ଯୋଗଦାନ ସମ୍ପର୍କରେ ଗୋଆ ବିଧାନସଭା ବାଚସ୍ପତି ରମେଶ ତାଭଡକର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସାମ୍ବିଧାନିକ ନିୟମ ଅନୁଯାୟୀ ସମସ୍ତ କଂଗ୍ରେସ ନେତା...

ସ୍ୟୁ ଚୀ ପୁଣି ଦୁଇ ମାମଲାରେ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡାଦେଶ ବୃଦ୍ଧି ପାଇ ହେଲା ୨୬ ବର୍ଷ…

ନାପିଦ୍ୱ,୧୨।୧୦ : ମ୍ୟାନମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ ପୁଣି ଆଉ ଦୁଇଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ସହିତ ତାଙ୍କ ଜେଲ ଦଣ୍ଡାଦେଶ ୨୬ ବର୍ଷକୁ ବୃଦ୍ଧି କରାଯାଇଛି। ମ୍ୟାନମାର ଆଇନ ଅଧିକାରୀମାନେ...

ନ୍ୟୁଜର୍ସିରେ ଗାନ୍ଧୀ ସଂଗ୍ରହାଳୟ …

ଓ୍ବାଶିଂଟନ,୧୨।୧୦ : ଆମେରିକାର ନ୍ୟୁ ଜର୍ସି, ଆଟଲାଣ୍ଟିକ ସିଟିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ବାର୍ତ୍ତା ପାଇଁ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଲୋକାର୍ପିତ କରାଯାଇଛି। ଏନେଇ ଆୟୋଜିତ ଏକ ଉତ୍ସବରେ ନ୍ୟୁୟର୍କର କନସୁଲ ଜେନେରାଲ ଅଫ ଇଣ୍ଡିଆ ରଣଧୀର ଜୟସ୍ବାଲଙ୍କ...

କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ଆସନ୍ତା ବର୍ଷ, ତାରିଖ ହେଲା ଘୋଷଣା…

ଲଣ୍ଡନ,୧୨।୧୦ : ଆସନ୍ତା ବର୍ଷ ବ୍ରିଟେନର ମହାରାଜା ଚାଲର୍‌ସ ତୃତୀୟ ମୁକୁଟ ପିନ୍ଧିବେ। ଏଥିପାଇଁ ୬ ମଇ ୨୦୨୩ ତାରିଖ ସ୍ଥିର କରାଯାଇଛି। ୱେଷ୍ଟମିନିଷ୍ଟର ଆବେରେ ଏହି ସମାରୋହ ଅନୁଷ୍ଠିତ ହେବ। ମଙ୍ଗଳବାର ବକିଙ୍ଗହମ ପ୍ୟାଲେସ ଏହି ଘୋଷଣା କରିଛି।...

ରୁପେକୁ ଦୁଇ ଦେଶରେ ମାନ୍ୟତା, ଅନ୍ୟ ଦେଶଙ୍କ ସହ ଯୋଗାଯୋଗରେ ଅଛି ଭାରତ, କହିଲେ ସୀତାରମଣ…

ୱାଶିଂଟନ /ନୂଆଦିଲ୍ଲୀ,୧୨।୧୦ : ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତର ଗ୍ରହଣୀୟତା ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତର ରୁପେ ପେମେଣ୍ଟ ସିଷ୍ଟମ (ରୁପେ)କୁ ବର୍ତ୍ତମାନ ସିଙ୍ଗାପୁର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)...

ସିଙ୍ଗାପୁରରେ କରୋନାର ଏକ୍ସବିବି ଭାରିଆଣ୍ଟ୍‌ ଚିହ୍ନଟ…

ସିଙ୍ଗାପୁର ସିଟି,୧୨।୧୦ : ଚାଇନା ପରେ, ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସବିବି ଯୋଗୁ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି ହୋଇଛି। ସିଙ୍ଗାପୁର ସରକାର ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ବୋଲି କହିଛନ୍ତି। କରୋନାର ଏହି ନୂତନ ସବ୍‌-ଭାରିଆଣ୍ଟକୁ ଅଧିକ ସାଂଘାତିକ...

ଜି-୭ ଦେଶର ଶରଣ ନେଲେ ଜେଲେନସ୍କି…

କ୍ୱିଭ୍‌,୧୨।୧୦ : ରୁଷିଆର ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗ୍ରୁପ ଅଫ ସେଭେନ ଅର୍ଥାତ୍‌ ଜି -୭ ଦେଶର ନେତାଙ୍କ ଶରଣ ନେଇଛନ୍ତି। ସେ ଏହି ସମସ୍ତ ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ...

ଆମେରିକାରେ ଦୀପାବଳି: ବାଇଡେନଙ୍କ ପୂର୍ବରୁ ଟ୍ରମ୍ପ୍‌ କରିବେ ପାଳନ…

ଓ୍ବାଶିଂଟନ,୧୨।୧୦ : ଦୀପାବଳି ଉତ୍ସବ ପାଇଁ ଭାରତ ତଥା ସମଗ୍ର ବିଶ୍ୱରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଆମେରିକୀୟ ନେତାମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

୨୭ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ...

ସଂସଦରେ ପ୍ରଥମ ଥର ପାଇଁ ମହିଳା ରୋବୋଟଙ୍କ ଭାଷଣ…

ଲଣ୍ଡନ,୧୨।୧୦ : ବ୍ରିଟେନ ସଂସଦରେ ମଙ୍ଗଳବାର ଏକ ବିଶେଷ ଦିନ ଥିଲା। ପ୍ରକୃତରେ, ପ୍ରଥମ ଥର ପାଇଁ ହ୍ୟୁମାନୋଇଡ ମହିଳା ରୋବୋଟ ସଂସଦକୁ ସମ୍ବୋଧିତ କରିଥିଲେ। ଏହି ଭାଷଣ ଶୁଣି ସମସ୍ତ ସାଂସଦ ଆନନ୍ଦିତ ହୋଇଥିଲେ। କିଛି ସମୟ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri