Tag Archives: Home Middle

ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ ଏଜେନ୍ସିରେ ମଧ୍ୟ ଯୋଗ ଦେଇଛି ଯେଉଁମାନେ ଭାରତର ଜିଡିପି ହାରର ପୂର୍ବାନୁମାନକୁ ହ୍ରାସ...

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କଲେ ଜୟଶଙ୍କର…

ମେଲବୋର୍ନ,୧୧।୧୦ : ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁକ୍ରେନ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ରୁଷିଆର ଏହି କାର୍ଯ୍ୟକଳାପକୁ ନେଇ ସେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ୟୁକ୍ରେନ ବିବାଦ...

ମେଟାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ରୁଷିଆ…

ମସ୍କୋ,୧୧।୧୦ : ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ବିରୋଧରେ ରୁଷିଆ କଠୋର ପଦକ୍ଷେପ ନେଇଛି । ରୁଷିଆ ଏହାକୁ ଆତଙ୍କବାଦୀ ତଥା ଉଗ୍ରବାଦୀ ସଂଗଠନ ତାଲିକାଭୁକ୍ତ କରିଛି। ମେଟା ହେଉଛି ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଚଳିତ ବର୍ଷ...

ବନ୍ୟା ପରେ ବ୍ୟାପିଲା ମେଲେରିଆ, ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରୀ କିଣିବ ପାକିସ୍ତାନ…

ଇସଲାମାବାଦ,୧୧।୧୦ : ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଅଟକି ରହିବାରୁ ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ଜଳ ବାହିତ ରୋଗରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରାକୁ ଚାଲିଯାଇଛି। ବନ୍ୟା ପ୍ରଭାବିତ...

ଓଡ଼ିଶାକୁ ବଢ଼ୁଛି ବାତ୍ୟା ଭୟ: ପୁରୀ ନଚେତ ପାରାଦୀପଠାରେ ପିଟି ହେବା ନେଇ ଆଶଙ୍କା

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଢ଼ିବାରେ ଲାଗିଛି ବାତ୍ୟା ଭୟ। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ବାତ୍ୟା ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ପିଟି ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ପାଣିପାଗ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍‌(ଜିଏଫ୍‌ଏସ୍‌) ସୂଚନା ଅନୁଯାୟୀ...

ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ପ୍ରଭୁ ମହାକାଳଙ୍କୁ...

ସିରିଜ ଜିତିଲା ଟିମ୍‌ ଇଣ୍ଡିଆ…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜକୁ ଟିମ୍‌ ଇଣ୍ଡିଆ ୨-୧ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳ ୧୯.୧ ଓଭରରେ ୩...

ଶିନ୍ଦେଙ୍କ ନିର୍ବାଚନୀ ଚିହ୍ନ ଦୁଇଟି ଖଣ୍ଡା ସହ ଢାଲ …

ମୁମ୍ବାଇ,୧୧।୧୦ : ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ବାଲାସାହେବଚି ଶିବସେନା ନାମ ଦେଇଥିଲେ। ମଙ୍ଗଳବାର ଦଳର ନିର୍ବାଚନୀ ଚିହ୍ନ ଭାବେ ଦୁଇଟି ଖଣ୍ଡା ସହ ଢାଲ ପ୍ରଦାନ କରିଛନ୍ତି। ମହାରାଷ୍ଟ୍ରର ଅନ୍ଧେରୀ ଉପନିର୍ବାଚନରେ ଶିନ୍ଦେ ଏବଂ ଉଦ୍ଧବ...

ଜମ୍ମୁ-କଶ୍ମୀରରେ ବିୟର ବିକ୍ରି ନେଇ ଉପରାଜ୍ୟପାଳଙ୍କୁ ଘେରିଲା ଭାଜପା…

ଶ୍ରୀନଗର,୧୧।୧୦ : ଜମ୍ମୁ-କଶ୍ମୀରରେ ଡିପାର୍ଟମେଣ୍ଟାଲ ଷ୍ଟୋରରେ ବିୟର ବିକ୍ରିକୁ ନେଇ ଭାଜପା ପକ୍ଷରୁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଘେରିବା ଆରମ୍ଭ ହୋଇଛି। ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା କହିଛନ୍ତି ସରକାରଙ୍କୁ ହିନ୍ଦୁଙ୍କର ଧାର୍ମିକ ଭାବନା...

ମହନ୍ତ କରଶନ ଦାସ ବାପୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ୨୦୨୩-୨୪ରେ ଆସିବ ଅନାହାର ମୃତ୍ୟୁ, କରିଛନ୍ତି ଭବିଷ୍ୟବାଣୀ…

ରାଜକୋଟ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତର ତୃତୀୟ ଦିନରେ ରାଜକୋଟର ଜମକନ୍ଦୋରାନାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହନ୍ତ କରଶନ ଦାସ ବାପୁଙ୍କୁ ମଧ୍ୟ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଭୈସନରେ ପରବ ଧାମ...

ଭୂପେଶ ବଘେଲା ସୋନିଆଙ୍କ ଏଟିଏମ୍‌ କାର୍ଡ, ରମଣ ସିଂଙ୍କ କଟାକ୍ଷ…

ରାୟପୁର,୧୧।୧୦ : ମଙ୍ଗଳବାର ସକାଳୁ ଛତିଶଗଡ଼ରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହାକୁ ନେଇ ଛତିଶଗଡରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଏହାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବୋଲି କହିଛନ୍ତି। ଏହାର ଜବାବରେ...

୨୭.୧ ଓଭରରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ, ଟିମ୍‌ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୦୦…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ବର୍ତ୍ତମାନ ସିରିଜରେ ୧-୧ରେ ବିଜୟୀ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri