Tag Archives: Home Middle

କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ

ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ । ରୁଷିଆ ଏହାର ଜବାବରେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ମିଶାଇଲ ମାଡ କରିଛି ।...

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୧୦ : ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ଆବେଦନକାରୀ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୟ...

ଗେହଲଟ ସମର୍ଥକ ୩ ନେତାଙ୍କୁ ଚେତାବନୀ, ୪୮ ଘଣ୍ଟାରେ ଜବାବ ନଦେଲେ କାର୍ଯ୍ୟାନୁଷ୍ଠାନ…

ଜୟପୁର,୧୦।୧୦ : କଂଗ୍ରେସ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ତିନି ନେତାଙ୍କୁ ୪୮ ଘଣ୍ଟାର ଚେତାବନୀ ଦେଇଛି ଏବଂ ତୁରନ୍ତ ଏହାର ଜବାବ ଦେବାକୁ କହିଛି। ଯଦି ସେମାନେ ସେମାନଙ୍କର ଉତ୍ତର ଦାଖଲ ନ କରନ୍ତି ତେବେ ଦଳର...

କ୍ରିମିୟା ବିଜ୍‌ ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କଲା ରୁଷିଆ, କହିଲା ଏହା ଆତଙ୍କବାଦୀ କାର୍ଯ୍ୟ…

ମସ୍କୋ,୧୦।୧୦ : ରୁଷିଆ-କ୍ରିମିୟାକୁ ସଂଯୋଗ କରୁଥିବା କର୍ଚ ରେଳ-ରୋଡ ବ୍ରିଜ ବିସ୍ଫୋରଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନୁସନ୍ଧାନକାରୀ ଦଳଙ୍କ ସହ ଏକ ବୈଠକ କରିଛନ୍ତି। ପୁଟିନ ଏହି ଆକ୍ରମଣର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ...

ଯୁଦ୍ଧ ପୁଣି ଜୋରଦାର: କ୍ୱିଭ୍‌ରେ କ୍ଷେପଣାସ୍ତ୍ର ପକାଇଲା ରୁଷିଆ…

କ୍ୱିଭ୍‌,୧୦।୧୦ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପୁଣି ଜୋରଦାର ହୋଇଛି। ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଠାରେ ପ୍ରଚଣ୍ଡ ଶବ୍ଦ ସହିତ ଉଚ୍ଚ ବିସ୍ଫୋରଣ ଶୁଣାଯିବାର କୁହାଯାଉଛି। ଏହି ବିସ୍ଫୋରଣ ପରେ...

ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥିଲେ ବି ଶେଷରେ ହୋଇଥିଲେ ନିରାଶ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ ବହୁ ସଂଘର୍ଷ ଦେଇଗତି କରିଥିଲା। ୧୯୯୬ ରେ, ମୁଲାୟମ ସିଂ ଯାଦବ ମେନପୁରୀ ଆସନରୁ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ କେନ୍ଦ୍ରରେ ୟୁନାଇଟେଡ ଫ୍ରଣ୍ଟ ସରକାର ଗଠନ...

୨୫ ବର୍ଷରେ ୬ ଥର ଦଳ ବଦଳ ପରେ ନିଜର ପାର୍ଟି ଗଠନ କରିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବ ନିଜ ରାଜନୈତିକ ଜୀବନରେ ୨୫ ବର୍ଷରେ ୬ ଥର ଦଳ ବଦଳ କରିବପରେ ନିଜର ପାର୍ଟି ଗଠନ କରିଥିଲେ। ୧୯୬୭ ମସିହାରେ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ଟିକେଟରେ ମୁଲାୟମ ସିଂ ଯାଦବ ପ୍ରଥମ...

ପହିଲମାନ୍‌ ହେବାକୁ ଆସି ରାଜନେତା ପାଲଟିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ଦେଶର ବଡ ରାଜନୈତିକ ପରିବାର ଆରମ୍ଭ କରିଥିବା ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ ରେ ଏଟାୱା ଜିଲାର ସୈଫାଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଏଟାୱା, ଫତେହାବାଦ ଏବଂ ଆଗ୍ରାଠାରେ ହୋଇଥିଲା। ଅଧ୍ୟୟନ ସମାପ୍ତ...

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ) ୫ ନେଟୱାର୍କ ଉପଲବ୍ଧ କରାଯାଇଛି। ଏହି ରୋଲ ଆଉଟ ସହିତ ୫ ଜି...

ମୁଲାୟମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…

ନୂଆଦିଲ୍ଲୀ,୧୦।୧୦ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋମବାର ପରଲୋକ ଘଟିଛି। ଅଖିଳେଶ ଯାଦବ ଏକ ଟୁଇଟ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମୁଲାୟମଙ୍କ ପରଲୋକ…

ନୂଆଦିଲ୍ଲୀ/ଗୁରୁଗ୍ରାମ,୧୦।୧୦ : ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସୋମବାର ପୂର୍ବାହ୍ନ ୮ଟା ୨୦ରେ ସେ...

ଶିନ୍ଦେଙ୍କ ସହ ୪୦ ବିଧାୟକ ଦିଲ୍ଲୀର ଚାକର, ସେଭଳି ଧୃର୍ତ୍ତଙ୍କୁ ବିଶ୍ୱାସ ନାହିଁ: ସାମନାରେ କଡ଼ା ସମାଲୋଚନା…

ମୁମ୍ବାଇ,୧୦।୧୦ : ଶିବସେନାର ନିର୍ବାଚନ ଚିହ୍ନ ଫ୍ରିଜ ହୋଇଯିବାପରେ ବର୍ତ୍ତମାନ ନିର୍ବାଚନ ଆୟୋଗ ଉଭୟ ଦଳକୁ ପୃଥକ ନିର୍ବାଚନ ଚିହ୍ନ ଦେବେ। କାରଣ ନଭେମ୍ବର ୩ ରେ ମୁମ୍ବାଇର ଏକ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ନିର୍ବାଚନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri