Tag Archives: Home Middle

ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ…

ମୁମ୍ବାଇ,୮।୧୦ : ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ କିଏ ଅସଲି ଶିବସେନା ନେଇ ବିବାଦ ଲାଗି ରହିଛି। ଏପରିସ୍ଥଳେ ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇଛନ୍ତି। ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି...

୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରିବା ଟାର୍ଗେଟ, ଏଏପି ମନ୍ତ୍ରୀଙ୍କ ଭିଡ଼ିଓ ଶେୟାର କଲା ଭାଜପା…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ଦିଲ୍ଲୀର ଏଏପି ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ହିନ୍ଦୁ ଦେବଦେବୀଙ୍କ ଅପମାନ କରିଥିବା ନେଇ ଅଭିଯୋଗ ଅଣାଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମର ଭିଡ଼ିଓ ଶେୟାର କରି...

ପାଓ୍ବାର ଖେଳିବା ଆରମ୍ଭ କଲେ ସଂଖ୍ୟାଲଘୁ କାର୍ଡ, କହିଲେ ବଲିଉଡ୍‌ରେ ମୁସଲମାନଙ୍କ ଯୋଗଦାନ ଅଧିକ…

ମୁମ୍ବାଇ,୮।୧୦ : ମହାରାଷ୍ଟ୍ରରେ ଅସଲି ଶିବସେନା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥଳେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସଂଖ୍ୟାଲଘୁ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ସେ...

କଂସ ବଂଶଜଙ୍କୁ ଧ୍ୱଂସ କରିବା ପାଇଁ ମତେ ପଠାଇଛନ୍ତି ଭଗବାନ: କେଜରିଓ୍ବାଲ…

ବଡୋଦରା,୮।୧୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ପାଲ ଗୁଜରାଟରେ ତାଙ୍କ ବିରୋଧରେ ଲଗାଯାଇଥିବା ହିନ୍ଦୁ ବିରୋଧୀ ପୋଷ୍ଟରର ଜବାବ ଦେଇଛନ୍ତି। ବଡୋଦରାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ,ମୋର ଜନ୍ମ କୃଷ୍ଣ ଜନ୍ମାଷ୍ଟମୀରେ ହୋଇଥିଲା। ମତେ କଂସ ବଂଶଜଙ୍କୁ...

କରୋନା ଟିକା ଯୋଗୁ ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷଙ୍କଠାରେ ବୃଦ୍ଧି ପାଉଛି ହାର୍ଟ ଆଟାକ୍‌ ସମସ୍ୟା: ସର୍ଭେ ରିପୋର୍ଟ…

ଫ୍ଲୋରିଡା/ନୂଆଦିଲ୍ଲୀ,୮।୧୦ : କରୋନା ଏଆରଏନଏ ଟିକା ହାର୍ଟ ସମସ୍ୟା ବଢ଼ାଇବା ସହିତ ଏଥି ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ। ବିଶେଷ ଭାବରେ ୧୮ ରୁ ୩୯ ବର୍ଷ ବୟସ୍କ ପୁରୁଷମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ...

ମଥୁରାର ମୀନା ମସଜିଦ୍‌ ନେଇ ବିବାଦ…

ମଥୁରା,୮।୧୦ : ମଥୁରାର ଶାହି ଇଦଗହା ମସଜିଦ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମିମସଜିଦାନେଇ ବିବାଦ କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା କୋର୍ଟରେ ବିଚାର କରାଯାଉଛି। ଶାହୀ ଇଦଗାହା ମସଜିଦ ପ୍ରକୃତରେ ଶ୍ରୀକୃଷ୍ଣ ଜନ୍ମଭୂମି ଭାଙ୍ଗି ନିର୍ମିତ ହୋଇଛି କି?...

କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…

ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏହା ଅପପ୍ରଚାର। ସେ କହିଛନ୍ତି ଯେ ଅଧ୍ୟକ୍ଷ...

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା,ପଦବୀ ଯିବା ପରେ ଏବେ ସତ୍ୟପାଲଙ୍କୁ ସିବିଆଇର ପଚରାଉଚରା…

ନୂଆଦିଲ୍ଲୀ,୮।୧୦ : ପଦବୀ ଯିବାପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପୂର୍ବତନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ପଚରାଉଚରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁଥର ବିରୋଧ କରିବା ସତ୍ୟପାଲଙ୍କ ପାଇଁ ମହଙ୍ଗା ପଡିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା...

ଗୁଜରାଟର ବହୁ ସହରରେ କେଜରିଓ୍ବାଲଙ୍କ ବିବାଦୀୟ ପୋଷ୍ଟର, ଫେରିଯାଅ କେଜରିଓ୍ବାଲ…

ଅହମଦାବାଦ,୮।୧୦ : ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜରାଟରେ ମଧ୍ୟ ଦଳ ଜିତିବାକୁ ଚେଷ୍ଟା କରୁଛି।...

୫୯ ରନ୍‌ରେ ଭାରତର ବିଜୟ …

ସିଆଲହଟ,୮।୧୦ : ମହିଳା ଏସିଆ କପରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଭାରତ ପଞ୍ଚମ ମ୍ୟାଚରେ ବାଂଲାଦେଶକୁ ୫୯ ରନରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି...

‘ବର୍ତ୍ତମାନ ସ୍ଥିତି ବଦଳାଇବା ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ’

ଇସଲାମାବାଦ,୮ା୧୦: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା ଶନିବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସ୍ଥିତି ବଦଳାଇବା ଖର୍ଚ୍ଚ ଆମ ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ ହେବ। ଏହା ସହିତ ବାଜୱା ଆଞ୍ଚଳିକ ଶାନ୍ତିର ଆବଶ୍ୟକତା...

କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନ ପୂର୍ବରୁ ଚାଇନାରେ ଜାତୀୟତାବାଦୀ ଭାବନା ବୃଦ୍ଧି…

ବେଜିଂ,୮।୧୦ : ଚାଇନାରେ ଶାସକ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସ ପୂର୍ବରୁ ଦେଶରେ ଜାତୀୟତାବାଦୀ ଭାବନା ବୃଦ୍ଧି ପାଉଥିବା ଦେଖାଯାଉଛି। କମ୍ୟୁନିଷ୍ଟ ପାର୍ଟି ନିଜେ ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସହିତ କରୁଛି। ନିକଟ ଅତୀତରେ, ସରକାରୀ ସମର୍ଥକ ଗଣମାଧ୍ୟମ ଏହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri