Tag Archives: Home Middle

କୋର୍ଟଙ୍କ ନୋଟିସକୁ ନେଇ ଇମ୍ରାନ ଖପ୍ପା

ଇସଲାମାବାଦ,୫ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଫଓ୍ବାଦ ଚୌଧୁରୀଙ୍କ ବିରୋଧରେ ଅବମାନନା ନୋଟିସ ଜାରି...

ଭସାଣିକୁ ନେଇ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ...

ୟୁକ୍ରେନର ୪ ସହର ଦଖଲ କଲା ରୁଷିଆ, ସରକାରୀସ୍ତରରେ ଦସ୍ତଖତ କଲେ ପୁଟିନ

କ୍ୱିଭ୍‌,୫ା୧୦: ଶେଷରେ ରୁଷିଆ ୟୁକ୍ରେନର ୪ଟି ସହରକୁ କାବୁ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର ସରକାରୀ ଦସ୍ତାବିଜରେ ଦସ୍ତଖତ କରିଛନ୍ତି। ଏହି ଡକ୍ୟୁମେଣ୍ଟଗୁଡ଼ିକ ଅନ୍ତର୍ଜାତୀୟ ନିୟମକୁ ସୂଚିତ କରେ ଯାହା ରୁଷିଆର ୟୁକ୍ରେନ ଅଞ୍ଚଳକୁ ଦଖଲ କରିବ।...

ଇମ୍ରାନ ଜଣେ ମିଛୁଆ, ଦେଶର ଲୋକଙ୍କ ମନରେ ଭରିଛନ୍ତି ଜହର: ଶାହବାଜ ସରିଫ…

ଇସଲାମାବାଦ,୫।୧୦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଶର ଅର୍ଥନୀତିକୁ ନଷ୍ଟ କରିଥିବା ଅଭିଯୋଗ କରି ତାଙ୍କୁ ପୃଥିବୀର ସବୁଠାରୁ ବଡ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭୋଟରଙ୍କୁ ଧ୍ରୁବୀକରଣ କରିବା...

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟୋକ୍‌ହୋମ୍‌,୫।୧୦: ବୁଧବାର ରୟାଲ ସ୍ବିଡିଶ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ରସାୟନ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ କାରୋଲାଇନ୍‌ ଆର. ବେର୍ଟୋଜି ମୋର୍ଟେନ ମେଲଡାଲ ଏବଂ କେ ବାରି ସାର୍ପଲେସ୍‌ଙ୍କୁ ନୋବେଲ ପୁରସ୍କାର...

ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…

ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ ମନୋନୀତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ହ୍ବାଇଟ...

ନିର୍ବାଚନ ଆୟୋଗଙ୍କର ମଧ୍ୟ ଆବଶ୍ୟକତା ରହିଛି ଆଦର୍ଶ ଆଚାର ସଂହିତା: କପିଲ ସିବଲ…

ନୂଆଦିଲ୍ଲୀ,୫।୧୦ : ନିର୍ବାଚନ ପ୍ରତିଶ୍ରୁତିର ଆର୍ଥିକ ଦକ୍ଷତା ବିଷୟରେ ଭୋଟରଙ୍କୁ ପ୍ରାମାଣିକ ସୂଚନା ପ୍ରଦାନ କରିବା ପାଇଁ ମଡେଲ ଆଚରଣ ବିଧିରେ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳର ମତାମତ ଲୋଡିଥିବା ପ୍ରସଙ୍ଗରେ ରାଜ୍ୟସଭା ସଦସ୍ୟ କପିଲ ସିବଲ ନିର୍ବାଚନ ଆୟୋଗରେ...

ଚାଇନା-ତାଇଓ୍ବାନ ଅବସ୍ଥା ବିଗୁଡୁଛି

ତାଇପେଇ,୫ା୧୦: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଅବସ୍ଥା ବିଗଡ଼ିବାରେ ଲାଗିଛି। ଏହି ସମୟରେ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ ଚାଇନା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କହିଛନ୍ତି, ତାଇଓ୍ବାନ ଷ୍ଟ୍ରାଇଟ୍‌ରେ ଚାଇନା ଏକ...

ଆଉ ଏକ ବିବାଦରେ ଛନ୍ଦି ହେଲା ପାକିସ୍ତାନ

ବ୍ରୁସେଲ୍‌ସ,୫ା୧୦: ପାକିସ୍ତାନ ଆଉ ଏକ ବିବାଦରେ ଛନ୍ଦି ହୋଇପଡ଼ଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଇସଲାମାବାଦ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଖିବାକୁ ମିଳିଛି। ଏହା ପରେ ପାକିସ୍ତାନର ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ...

ନୁର ଖାନ ଏୟାର ବେସ୍‌ରୁ କ୍ୱିଭ୍‌ ଯାଉଛି ଗୋଳା ବାରୁଦ…

ଇସଲାମାବାଦ,୫।୧୦ : ପାକିସ୍ତାନ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ। ଏହା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଯୋଗାଉଛି। ୟୁରୋପ ଭିତ୍ତିକ ପ୍ରକାଶନ ଜିଓ-ପଲିଟିକ ଦ୍ୱାରା...

ଏୟାର ଫୋର୍ସ ଡେ ରେ ୮୦ ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ…

ନୂଆଦିଲ୍ଲୀ,୫।୧୦ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ କରାଯିବ। ଏୟାର ଫୋର୍ସର ୯୦ତମ ବାର୍ଷିକୀ ପାଳନ ଅବସରରେ ଚଣ୍ଡିଗଡ଼ର ସୁଖନା ଲେକ୍‌...

ପୂର୍ବରୁ ଥିଲା ଆତଙ୍କବାଦ କେନ୍ଦ୍ର, ଏବେ ପାଲଟିଛି ପର୍ଯ୍ୟଟନସ୍ଥଳୀ…

ଶ୍ରୀନଗର,୫।୧୦ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦୀର୍ଘବର୍ଷ ଧରି ଜମ୍ମୁ-କଶ୍ମୀରର ଅନେକ ସହର ଆତଙ୍କବାଦର କେନ୍ଦ୍ର ପାଲଟିଥିଲା।, କିନ୍ତୁ ଧୀରେ ଧୀରେ ବର୍ତ୍ତମାନ ସେସବୁ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ଶାହା କହିଛନ୍ତି ଯେ ଆତଙ୍କବାଦ ବିରୋଧରେ କେନ୍ଦ୍ରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri