Tag Archives: Home Middle

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପିଏଫ୍‌ଆଇ ସମେତ ୯ ସଂଗଠନ ଉପରେ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା…

ନୂଆଦିଲ୍ଲୀ, ୨୮।୯ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ଲାଗି ମୌଳବାଦୀ ଇସଲାମିକ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ପାଞ୍ଚ ବର୍ଷ ଧରି ଭାରତରେ ନିଷିଦ୍ଧ ଘୋଷଣା କରାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ...

ସକ୍ରିୟ ମାମଲା ୪୧ ହଜାରରୁ କମ…

ନୂଆଦିଲ୍ଲୀ, ୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୧ ହଜାର ତଳେ ରହିଛି। ଗତ...

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ ତେଜସ୍ବୀ ଯାଦବଙ୍କୁ ହସ୍ତାନ୍ତର କରିବେ ବୋଲି ଆଲୋଚନା ହୋଇଥିଲା। ଏହା ପଛର କାରଣ...

ଲଖିମପୁର ଖେରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ…

ଲଖିମପୁର,୨୮।୯ : ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି...

ଭାରତ ପ୍ରଥମେ ସ୍ପେନ୍‌କୁ ଭେଟିବ

ଭୁବନେଶ୍ୱର, ୨୮।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାରେ ଏହି ପ୍ରତିଯୋଗିତା ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ...

ଆଜି ବେଙ୍ଗାଲୁରୁ ଇନ୍‌ଭେଷ୍ଟର୍ସ ମିଟ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦିଲ୍ଲୀ, ମୁମ୍ବାଇ ପରେ ବେଙ୍ଗାଲୁରୁଠାରେ ବୁଧବାର ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକ ପ୍ରତିନିଧି ଦଳ ସହ ମଙ୍ଗଳବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବୁଧବାର ସନ୍ଧ୍ୟାରେ ଓଡ଼ିଶା ସରକାର ଏବଂ ଫେଡେରେଶନ ଅଫ୍‌...

ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାକୁ ଭାରତ ସକ୍ଷମ, ଅନ୍ୟଦେଶକୁ ରପ୍ତାନୀ ୨୦୨୫ ସୁଦ୍ଧା ଟପିବ ୩୫ ହଜାର କୋଟି…

ନୂଆଦିଲ୍ଲୀ, ୨୭।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଆଧୁନିକ ତଥା ବ୍ୟୟବହୁଳ ଉତ୍ପାଦ ପ୍ରସ୍ତୁତ କରିବାକୁ କହିଛନ୍ତି। ଯାହା ଦ୍ୱାରା ସରକାରଙ୍କ ନୂତନ ଭାରତ ଗଠନର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି।...

ଚାଇନାକୁ ମିଳିବ କଡ଼ା ଜବାବ, ଏଲଏସିରେ ମୁତୟନ ହେବ ୧୦୦ଟି କେ-୯ ବଜ୍ର ତୋପ…

ନୂଆଦିଲ୍ଲୀ, ୨୭।୯ : ମେ ୨୦୨୦ ରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ଯୋଗୁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। କୋର କମାଣ୍ଡର...

ସୁଷମା ସ୍ବରାଜଙ୍କ ପରେ ଏସ୍‌.ଜୟଶଙ୍କର: ବୈଦେଶିକ ମନ୍ତ୍ରୀ ଭାବେ ଯିଏ ବଦଳାଇଛନ୍ତି ଭାରତର ଭାବମୂର୍ତ୍ତି…

ନୂଆଦିଲ୍ଲୀ,୨୭।୯: ୨୦୧୯ ଡିସେମ୍ବର ୩୧ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ ମନ୍ତ୍ରୀଙ୍କ ତାଲିକାରେ ଏକ ଆଶ୍ଚର୍ଯ୍ୟ କଲାଭଳି ନାମ ରହିଥିଲା। ସେ ଥିଲେ ଏସ୍‌.ଜୟଶଙ୍କର, ଯାହାଙ୍କୁ ବୈଦେଶିକ ମନ୍ତ୍ରୀ...

ମାଗଣା ରାଶନ ଯୋଜନା ପୁଣି ବଢ଼ିପାରେ ୩ ମାସ…

ନୂଆଦିଲ୍ଲୀ, ୨୭।୯ : ମାଗଣା ରାଶନ ଯୋଜନା ପୁଣି ୩ ମାସ ବଢ଼ିପାରେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି। ଏହି ଯୋଜନା ଦ୍ୱାରା ବାର୍ଷିକ ସରକାରଙ୍କ ଉପରେ ୧୮ ବିଲିୟନ ଡଲାରରୁ ଅଧିକ ବୋଝ ପଡୁଛି। ସରକାର...

ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ଆଇନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୭।୯ : ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ହରିୟାଣାର ଏକ ଆଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଅନୁସାରେ ଏଣିକି ୧୫ରୁ ୧୮ ବର୍ଷ ବୟସ୍କ ପୁଅ ଝିଅଙ୍କ ବିବାହକୁ ବେଆଇନ ବିବେଚନା...

ପାକିସ୍ତାନରେ ୩ ବର୍ଷରେ ୨୩ ହଜାରରୁ ଅଧିକ ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ହୋଇଛନ୍ତି ମହିଳା…

ଇସଲାମାବାଦ, ୨୭।୯ : କିନ୍ନର ସମ୍ପ୍ରଦାୟରଙ୍କୁ ଆଇନଗତ ସ୍ବୀକୃତି ପ୍ରଦାନ କରିବା ପାଇଁ ପାକିସ୍ତାନରେ ଅଣାଯାଇଥିବା ଟ୍ରାନ୍ସଜେଣ୍ଡର ଆଇନକୁ ଅନେକ ଇସଲାମ ସଂଗଠନ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଇସଲାମିକ ସଂଗଠନଗୁଡ଼ିକ ଏହାକୁ ନିରନ୍ତର ବିରୋଧ କରୁଛନ୍ତି। ୨୦୧୮ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri