Tag Archives: Home Middle

ଆଇସିଏଓ-ଆଇଏସଏ ଚୁକ୍ତି…

ନୂଆଦିଲ୍ଲୀ, ୨୭।୯ : ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଏବଂ ଅନ୍ତର୍ଜାତୀୟ ସୌର ଆଲାଇନ୍ସ (ଆଇଏସଏ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଏହି ସୂଚନା...

ଗେହଲଟଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି, କହିଲେ ଶାନ୍ତି କୁମାର…

ଜୟପୁର, ୨୭।୯ : ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଥିବା ଛକାପଞ୍ଛା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟଙ୍କ ନାମ ଆସିବା ମାତ୍ରେ ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହୀ...

ପୋର୍ଟେବୁଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ ବାଲେଶ୍ୱର, ୨୭।୯ : ଡିଆରଡିଓ ପକ୍ଷରୁ ସଫଳତାର ସହିତ ୟଏକ ପୋର୍ଟେବଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ଭାରତୀୟ ସେନା ଦୀର୍ଘ ସମୟ ଧରି ଗବେଷଣା କରୁଥିଲା। ଏହି କ୍ଷେପଣାସ୍ତ୍ର ଶର୍ଟ ରେଞ୍ଚ ବିଶିଷ୍ଟ। ଏହା ଉଡ଼ୁଥିବା...

ଉଦ୍ଧବ ସମର୍ଥକଙ୍କୁ ଝଟ୍‌କା, ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ଅସଲି ଶିବସେନା କିଏ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୭।୯ : ଶିବସେନାଙ୍କ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ମିଳିଛି। ଦଳର ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟ ବନ୍ଦ କରିବାକୁ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମନା କରି ଦେଇଛନ୍ତି। ଉଦ୍ଧବଙ୍କ...

ଭାରତର ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ…

କଲମ୍ବୋ, ୨୭।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଭାରତ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଘେ କହିଛନ୍ତି। ସେ ଏବଂ ତାଙ୍କ ସରକାର ଏହାକୁ ସମର୍ଥନ କରିବେ ବୋଲି ସେ ପ୍ରକାଶ...

ଧାର୍ମିକ ଉତ୍ତେଜନା ସୃଷ୍ଟି କରୁଥିବା ୟୁଟ୍ୟୁବ ଚ୍ୟାନେଲ-ଭିଡ଼ିଓ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ, ୨୭।୯ : ଭାରତରେ ମିଥ୍ୟା ଖବର ମାଧ୍ୟମରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ୟୁଟ୍ୟୁବ ଚ୍ୟାନେଲ-ଭିଡ଼ିଓ ଉପରେ କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି। ଏହା ଅନ୍ତର୍ଗତ ୧୦ଟି ୟୁଟ୍ୟୁବ ଚ୍ୟାନେଲକୁ ସରକାର ବ୍ଲକ୍‌ କରିଛନ୍ତି।ଏହା...

ଇଡବ୍ଲୁଏସ୍‌ ମାମଲାର ରାୟ ସଂରକ୍ଷିତ…

ନୂଆଦିଲ୍ଲୀ, ୨୭।୯ : ଆର୍ଥିକ ସ୍ଥିତିକୁ ଆଧାର କରି ଉଚ୍ଚଶିକ୍ଷା ତଥା ନିଯୁକ୍ତି ପ୍ରସଙ୍ଗରେ ଅଥନୈତିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍‌)ଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବୈଧତା ସମ୍ବନ୍ଧୀୟ ଏକ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଇଡବ୍ଲୁଏସ୍‌...

ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି, ନଡ୍ଡାଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୭।୯ : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗନ ପ୍ରକାଶ ନାଡ୍ଡା ମଙ୍ଗଳବାର ଦିଲ୍ଲୀରେ ରାଜ୍ୟ ଦାୟିତ୍ୱରେ ଥିବା ମୁଖ୍ୟଙ୍କ ସହିତ ବୈଠକ କରି ଲୋକ ସଭା ନିର୍ବାଚନ ଅନ୍ତର୍ଗନ ମିଶନ ୨୦୨୪ ଯୋଜନାର ସମୀକ୍ଷା କରିବେ।...

୨୪୦ ତୀର୍ଥଯାତ୍ରୀ ଯିବେ ପାକିସ୍ତାନ…

ନୂଆଦିଲ୍ଲୀ, ୨୭।୯ : ଅକ୍ଟୋବର ୨୮ରେ ଭାରତରୁ ୨୪୦ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିବେ। ସମସ୍ତେ ଗୁରୁଦ୍ୱାର ପଞ୍ଜା ସାହିବରେ ସାକା ପଞ୍ଜା ସାହିବ ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର...

୧୫୦ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟ ଅଟକ …

ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏସଡିପିଆଇର ଅନେକ କାର୍ଯ୍ୟାଳୟ ଉପରେ ଚଢ଼ାଉ...

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା ମିଳିବାରେ ଲାଗିଛି। ଏନେଇ ଭାଜପା ସମେତ ଅନ୍ୟ ରାଜନୈକ ଦଳଙ୍କ ମଧ୍ୟରେ ଭୟ...

ସାମ୍ବିଧାନିକ ପୀଠ ଶୁଣାଣିର ସିଧା ପ୍ରସାରଣ, ପ୍ରଥମେ ଉଦ୍ଧବ-ଶିନ୍ଦେ ମାମଲା…

ନୂଆଦିଲ୍ଲୀ,୨୭।୯ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି। ପ୍ରଥମେ ଏହା ଉଦ୍ଧବ ଠାକରେ ଏବଂ ମୁଖ୍ୟନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମାମଲାରୁ ଆରମ୍ଭ ହୋଇଥିଲା। ବରିଷ୍ଠ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri