Tag Archives: Home Middle

ମନମୋହନଙ୍କୁ ୯୦, ମୋଦି-ରାହୁଲ ଜଣାଇଲେ ଶୁଭେଚ୍ଛା…

ନୂଆଦିଲ୍ଲୀ, ୨୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି...

କାଜିରଙ୍ଗାରେ ରାତିରେ ବୁଲିବା ନେଇ ବିବାଦ, ପ୍ରଶ୍ନ ଘେରରେ ମୁଖ୍ୟମନ୍ତ୍ରୀ-ସଦ୍‌ଗୁରୁ…

ଗୁଆହାଟୀ, ୨୬।୯ : ରାତିରେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜିପ ଯାତ୍ରା ନେଇ ବିବାଦ ଉପୁଜିଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ସଦ୍‌ଗୁରୁ ପ୍ରଶ୍ନ ଘେରରେ ରହିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ କରି ସେମାନଙ୍କ...

ତେଜସ୍ବୀଙ୍କ ଅଡୁଆ ବଢ଼ିଲା, …

ପାଟନା, ୨୬।୯ : ଆଇଆରସିଟିସି ହୋଟେଲ ସ୍କାମ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ତେଜସ୍ବୀ ଯାଦବ ଏବଂ ଅନ୍ୟ ୧୧ ଅଭିଯୁକ୍ତଙ୍କ...

ଭାରତ ପହଞ୍ଚିଲେ ଆଫଗାନୀସ୍ତାନ ଶିଖ, ବଖାଣିଲେ ତାଲିବାନର ନିର୍ଯାତନା କାହାଣୀ…

ନୂଆଦିଲ୍ଲୀ, ୨୬।୯ : ଆଫଗାନିସ୍ତାନରେ ଅଟକି ରହିଥିବା ଏକ ଶିଖ ଦଳ  ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଶାସନ ଗ୍ରହଣ କରିବା ପରଠାରୁ ସେମାନେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଥିଲେ। ସୂଚନା ଅନୁଯାୟୀ, ଏହା ହେଉଛି ଶେଷ ଶିଖ ଶରଣାର୍ଥୀ ଦଳ।...

ରୁଷିଆ ଉପରେ ଆକ୍ରମଣ, ଆଫ୍ରିକା ଆକ୍ରମଣ ସହିତ ସମାନ: ଉଗାଣ୍ଡା କମାଣ୍ଡର ପୁଟିନଙ୍କୁ କଲେ ସମର୍ଥନ…

କାମ୍ପଲା, ୨୬।୯ : ଆଫ୍ରିକାର ଉଗାଣ୍ଡା  ରୁଷିଆକୁ ଖୋଲାଖୋଲି ସମର୍ଥନ କରିଛି । ଏହା ସହିତ ସମଗ୍ର ବିଶ୍ୱକୁ ଧମକ ମଧ୍ୟ ଦେଇଛି। ଉଗାଣ୍ଡାର ସାମରିକ କମାଣ୍ଡର କହିଛନ୍ତି ଯେ ତାଙ୍କ ଦେଶର ସୈନ୍ୟବାହିନୀରୁଷିଆ ଉପରେ ଆକ୍ରମଣକୁ ଆଫ୍ରିକା ଆକ୍ରମଣ...

ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ, ଭାରତର ସମସ୍ତ ବାସିନ୍ଦା ହିନ୍ଦୁ: ଭାଗଓ୍ବତ…

ଶିଲଂ, ୨୬।୯ : ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ। ଭାରତର ସମସ୍ତ ବାସିନ୍ଦା ହିନ୍ଦୁ। ମେଘାଳୟର ଶିଲଂରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ଏହା କହିଛନ୍ତି। ହିମାଳୟର ଦକ୍ଷିଣ, ଭାରତ ମହାସାଗରର...

ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ ହେବ ନୂଆ ସଂସଦ ଭବନ, ରକ୍ଷଣାବେକ୍ଷଣ ପାଇଁ ଗଠନ ହୋଇଛି ୩ ସମିତି

ନୂଆଦିଲ୍ଲୀ,୨୬ ।୯: ସେଣ୍ଟ୍ରାଲ ଭିଷ୍ଟା ଭଳି ଆମର ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟ ହାଉସରେ କଳା ସଂସ୍କୃତିର ଅଦ୍ଭୁତ ଝଲକ ଦେଖିବାକୁ ମିଳିବ । ନୂଆ ସଂସଦ ଭବନର କାନ୍ଥରେ ବେଦ ପୁରାଣର ଶ୍ଳୋକ ଖୁବ ସୁନ୍ଦର ଓ...

ମଙ୍ଗଳବାର ଭୋର ୪ଟା ୪୪ରେ ଉଲ୍‌କା ପିଣ୍ଡ ଡିର୍ମୋଫୋସକୁ ଧକ୍କାଦେବ ଡାର୍ଟ…

ଓ୍ବାଶିଂଟନ, ୨୬।୯ : ଏବେ ଆଉ ପୃଥିବୀକୁ ଉଲ୍‌କା ପିଣ୍ଡ ଧକ୍କା ଦେବାର ଭୟ ରହିବ ନାହିଁ। ନାସାର ଡାର୍ଟ ମିଶନ ପୃଥିବୀ ପାଇଁ ପାଲଟିବ ସୁରକ୍ଷା କବଚ। ଏଭଳି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ...

ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୨୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୪ ହଜାର ତଳେ ରହିଛି। କେରଳରେ...

୧୫ ରାଜ୍ୟର ୨୫୧ ଜିଲାରେ ଲମ୍ପି ଭାଇରସ ଆତଙ୍କ…

ନୂଆଦିଲ୍ଲୀ, ୨୬।୯ : ଦେଶରେ ଲମ୍ପି ଭାଇରସଏକ ଭୟଙ୍କର ରୂପ ନେଇଛି। ଏହି ଭୂତାଣୁ ୧୫ ଟି ରାଜ୍ୟର ୨୫୧ ଟି ଜିଲ୍ଲାକୁ ବ୍ୟାପିଛି । ୨୦.୫୬ ଲକ୍ଷରୁ ଅଧିକ ଗାଈଗୋରୁଙ୍କୁ ଆକ୍ରାନ୍ତ କରିଛି। ପ୍ରାୟ ଏକ ଲକ୍ଷ ଗାଈଗୋରୁଙ୍କର...

ପ୍ରଥମେ ଗେହଲୋଟ-ପାଇଲଟଙ୍କୁ ଯୋଡନ୍ତୁ, ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଭାଜପାର କଟାକ୍ଷ …

ନୂଆଦିଲ୍ଲୀ, ୨୬।୯ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଅଭିଯାନକୁ...

ମିତ୍ର ସରକାର ଗଠନ ପରେ ଆକ୍ରମଣ ହେବ ବନ୍ଦ: ରୁଷିଆ…

ମସ୍କୋ,୨୬।୯ : ରୁଷିଆ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣ ନେଇ ସ୍ପଷ୍ଟ ଭାବରେ କହିଛି ଯେ କେବଳ କ୍ୱିଭ୍‌ରେ ଏକ ମିତ୍ର ସରକାର ଗଠନ ପରେ ଏହି ଆକ୍ରମଣ ବନ୍ଦ ହୋଇଯିବ। ଜାତିସଂଘର ସାଧାରଣ ସଭାରେ ରୁଷର ବୈଦେଶିକ ମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri