Tag Archives: Home Middle

ବହୁବର୍ଷ ପରେ ୧୦ ଜନପଥ ପହଞ୍ଚିଲେ ଲାଲୁ ଯାଦବ, ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିଲେ

ନୂଆଦିଲ୍ଲୀ,୨୫ ।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି । ହରିୟାଣାର ଫତେହାବାଦରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବିଲାଲଙ୍କ...

ଫେରିଘାଟରେ ବୁଡ଼ିଲା ଡଙ୍ଗା: ୨୩ ମୃତ, ଅନେକ ନିଖୋଜ

ଢାକା,୨୫ା୯: ରବିବାର ବାଂଲାଦେଶର ଏକ ନଦୀରେ ଡଙ୍ଗା ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ରବିବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ଏହି ଘଟଣାରେ...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୫ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରୁର ନିଜ ଦଳର ଅଧ୍ୟକ୍ଷ ପଦ ଲାଗି ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ...

ରୁଷିଆରୁ ଗହମ କିଣିବା ପାଇଁ ପାକିସ୍ତାନ ଆଗ୍ରହୀ

ଇସଲାମାବାଦ,୨୫ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରୁଷିଆରୁ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ରୁଷିଆରୁ ଗହମ କିଣି ପାରିବ। ଦେଶରେ ବନ୍ୟା ଯୋଗୁ କୃଷିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏହି କାରଣରୁ ପାକିସ୍ତାନ ରୁଷିଆରୁ...

ଭାରତ-ପାକିସ୍ତାନ ବିବାଦ ସମାଧାନର କୌଣସି ସମ୍ଭାବନା ନାହିଁ

ଇସଲାମା ବାଦ,୨୫ା୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନେଇ କୌଣସି ସମ୍ଭାବନା ନାହିଁ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାରେ ଆଗାମୀ କମାଣ୍ଡ ପରିବର୍ତ୍ତନ ଏବଂ ଦୁଇ ପଡ଼ୋଶୀ ଦେଶରେ ସାଧାରଣ ନିର୍ବାଚନ ଦ୍ୱିପାକ୍ଷିକ ସମ୍ପର୍କକୁ...

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା ଶକ୍ତି ପ୍ରଦର୍ଶନ କରିଛି। ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସ, ଜାହାଜ ବିରୋଧୀ ଯୁଦ୍ଧ...

ଚାଇନାର ବାଣିଜି୍ୟକ ପ୍ରତିବନ୍ଧକ ତାଇଓ୍ବାନ ପାଇଁ କ୍ଷତି ପହଞ୍ଚାଇଛି

ତାଇପେଇ,୨୫ା୯: ତାଇଓ୍ବାନ ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ଚାଇନାର ଆଚରଣରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ତାଇଓ୍ବାନ ଉପରେ ବାଣିଜ୍ୟକୁ ନେଇ ଚାଇନା ଦ୍ୱାରା ପ୍ରତିବନ୍ଧକ ଜାରି ରହିଛି।...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୫।୯ : ଭାରତୀୟ ଯବାନମାନେ କଶ୍ମୀର ଡିଭିଜନର କୁପୱାରା ଜିଲାର ମାଛିଲ ସେକ୍ଟରରେ ଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ବାହିନୀ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି।...

ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା ୨ ବର୍ଷ…

ନୂଆଦିଲ୍ଲୀ, ୨୫।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସଚିବ ଅଜୟ କୁମାର ସିଂଙ୍କ କାର୍ଯ୍ୟକାଳ ଦୁଇ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଏବେ ଅଜୟ କୁମାରଙ୍କ କାର୍ଯ୍ୟକାଳ ୨୫ ସେପ୍ଟେମ୍ବର...

ପାକିସ୍ତାନରୁ ଆସିଥିବା ପ୍ରଦୀପ ଜ୍ୟୋତି ପୂଜା ଉପରେ ରୋକ ଲଗାଇଲେ ଗେହଲୋଟ ସରକାର …

ଜୟପୁର, ୨୫।୯ : ରାଜସ୍ଥାନର ସୀମାନ୍ତ ବାଡମେର ଜିଲାରେ ଅବସ୍ଥିତ ହିଙ୍ଗଲାଜ ମାତା ମନ୍ଦିରରେ ନବରାତ୍ରୀ ସମୟରେ ପୂଜାପାଠ ଉପରେ ଲାଗିଥିବା ନିଷେଧାଦେଶକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରକାରଙ୍କୁ ଭାଜପା...

ଭାରତ-ଚାଇନା ସହିତ ସମ୍ପର୍କ ନେଇ ଦ୍ୱନ୍ଦ୍ୱରେ ଶ୍ରୀଲଙ୍କା…

କଲମ୍ବୋ, ୨୫।୯ : ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ଖୁବ ଶୀଘ୍ର ଉଭୟ ଭାରତ ଏବଂ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବେ। ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) କୁ ଚୂଡ଼ାନ୍ତ...

ଗଣତାନ୍ତ୍ରିକ ଦେଶ ଉପରେ ସଙ୍କଟ, ସତର୍କତା ଜରୁରୀ: ମାକ୍ରୋନଙ୍କ ଚେତାବନୀ…

ଓ୍ବାଶିଂଟନ, ୨୫।୯ : ଆମେରିକା ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଣତାନ୍ତ୍ରିକ ଦେଶର ସଙ୍କଟ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଥିବା ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରେ ଆମେରିକା ମଧ୍ୟ ରହିଛି। ମାକ୍ରୋନ କହିଛନ୍ତି ଯେ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri