Tag Archives: Home Middle

ଦ୍ୱିତୀୟ କାର୍ଯ୍ୟକାଳର ୬ମାସ ପୂରଣ କଲେ ଯୋଗୀ ସରକାର, ଅଧା ଜନସଂଖ୍ୟାର ‘ଡ୍ରିମ ଡେଷ୍ଟିନେଶନ’ ହୋଇଛି ୟୁପି: ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୫ ।୯: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ଅନୁଗାମୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ରବିବାର ୬ ମାସ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ରାଜ୍ୟବାସୀଙ୍କୁ ଶୁଭକାମନା...

ରୁଷିଆ ଅଧିନରେ ଥିବା ଅଞ୍ଚଳରେ ଜନମତ ସଂଗ୍ରହ ପାଇଁ ମତଦାନ ବାକ୍ସ ଧରି ଘର ଘର ବୁଲୁଛନ୍ତି ସେନା

କ୍ୱିଭ,୨୫ ।୯: ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ରୁଷିଆ କବଜା କରି ରଖିଛି ସେସବୁକୁ ନିଜ ଦେଶରେ ସାମିଲ କରିବାକୁ କ୍ରେମଲିନ ଜନମତ ସଂଗ୍ରହ କରୁଛି । ଏହାକୁ ନେଇ ରୁଷିଆ ବଡ ଧରଣର ପ୍ରସ୍ତୁତି କରିଛି । ଏମିତିକି ରୁଷିଆ...

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୫ ।୯: ରାଷ୍ଟ୍ରୀୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ନେତୃତ୍ୱରେ ଗୁରୁବାର ୧୫ ରାଜ୍ୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ପ୍ରାୟ ୧୦୬ ଜଣଙ୍କୁ ଅଟକ ରଖାଯାଇଥିଲା । ପିଏଫଆଇ କର୍ମୀ...

୨ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ, ସର୍ଚ୍ଚ ଅପରେଶନ ଜାରି…

ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୨ ଜଣ ବିହାରର ଶ୍ରମିକଙ୍କ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ଏହି ଘଟଣା ଶନିବାର ପୁଲଓ୍ବାମାର ଖରପୋରାର ରତ୍ନପୋରାରେ ଘଟିଛି। ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା...

ବିଧାନସଭାରେ ତାସ ଖେଳୁଛନ୍ତି-ତମାଖୁ ଖାଉଛନ୍ତି ବିଧାୟକ, ଭିଡ଼ିଓ ଭାଇରାଲ…

ଲକ୍ଷ୍ନୌ, ୨୪।୯ : ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱାଧୀନ ରାଷ୍ଟ୍ରିୟ ଲୋକ ଦଳ ପକ୍ଷରୁ ଉତ୍ତରପ୍ରଦେଶ ବିଧାନସଭାରେ ରେକର୍ଡ ହୋଇଥିବା ଏକ କ୍ଷୁଦ୍ର ଭିଡିଓ କ୍ଲିପ ପୋଷ୍ଟ କରାଯାଇଛି। ଏହା ମାଧ୍ୟମରେ ରାଷ୍ଟ୍ରିୟ ଲୋକ ଦଳ ଭାଜପାକୁ କଟାକ୍ଷ କରିଛି। ବିଧାନସଭାର...

ପାକିସ୍ତାନ ଜିନ୍ଦାବାଦ ବରଦାସ୍ତ କରାଯିବ ନାହିଁ, କହିଲେ ଶିନ୍ଦେ…

ମୁମ୍ବାଇ, ୨୪।୯ : ପୁଣେର କଲେକ୍ଟର ଭବନରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନକୁ ନେଇ ମହାରାଷ୍ଟ୍ରର ରାଜନୀତିରେ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି। ଭାଜପା ନେତାଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଧ୍ୟ ଏ ସମ୍ପର୍କରେ କଠୋର ଆଭିମୁଖ୍ୟ...

୫-ଜି ସେବା ଆରମ୍ଭ ହେବା ନେଇ ଟୁଇଟ୍‌ କରି ଡିଲିଟ୍‌ କଲା ଏନ୍‌ବିଏମ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫-ଜି ସେବା ଆରମ୍ଭ କରିବେ। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (NBM) ଶନିବାର ଏକ ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇଥିଲା। କିନ୍ତୁ ପରେ ଏନ୍‌ବିଏମ୍‌...

ପରିବହନ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁ ବର୍ଦ୍ଧିତ ମହଙ୍ଗା ଭତ୍ତା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚେନ୍ନାଇ, ୨୪।୯ : ବର୍ତ୍ତମାନ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଅବସରପ୍ରାପ୍ତ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ଏବଂ ତାମିଲନାଡୁ ରାଜ୍ୟ ପରିବହନ ନିଗମ କର୍ମଚାରୀ ପେନସନ ପାଣ୍ଠି ଟ୍ରଷ୍ଟର ପ୍ରଶାସକଙ୍କୁ ମାଡ୍ରାସ...

ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮୯ ମୃତ, ବହୁ ନିଖୋଜ …

ଦାମାସକସ, ୨୪।୯ : ସିରିଆ ଉପକୂଳରେ ମଝି ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଡଙ୍ଗା ବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୮୯ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ତେଣୁ...

ମଇଳା ଉଠାଇବାରେ ୮୪ କୋଟିର ଦୁର୍ନୀତି, ଭାଜପାକୁ ଘେରିଲା ଏଏପି…

ନୂଆଦିଲ୍ଲୀ, ୨୪।୯ : ଆମ ଆଦମୀ ପାର୍ଟି ପକ୍ଷରୁ ଭାଜପା ବିରୋଧରେ ଦିଲ୍ଲୀ ଏମସିଡିରେ ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି। ଏଏପିର ଏମସିଡି ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକ କହିଛନ୍ତି ଯେ ମୁଁ ଭାଜପାର ଏମସିଡି ଦୁର୍ନୀତିର ପର୍ଦ୍ଦାଫାଶ୍‌ କରୁଛି। ମୋ...

‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’

ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର ମୋଟ୍‌ ଅର୍ଥନୀତିର ଏକ ଚତୁର୍ଥାଂଶ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସତ୍ୱ...

ଅପରେଶନ ମେଘଚକ୍ର, ୨୦ ରାଜ୍ୟର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ…

ନୂଆଦିଲ୍ଲୀ, ୨୪।୯ : ଅନଲାଇନରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ମାମଲାରେ ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ ଚାଲିଛି। ଏହାର ନାମ ଅପରେଶନ ମେଘଚକ୍ର ରଖାଯାଇଛି। ସିଙ୍ଗାପୁର ଏବଂ ନ୍ୟୁଜିଲାଣ୍ଡର ଇଣ୍ଟରପୋଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri