Tag Archives: Home Middle

ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…

ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍‌ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ ନେଇ ଗତି କରୁଛି। ଏହାପୂର୍ବରୁ ବୁଧବାର ରାତିରେ ଏହି ଝଡ ଯୋଗୁଁ ପ୍ରବଳ...

ପୂରଣ ହୋଇପାରିଲାନି ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା, କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୫।୯ : ଜଟିଳ ନ୍ୟାୟିକ ପ୍ରକ୍ରିୟାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଜଣେ ନାବାଳକ ପୁଅର ଯନ୍ତ୍ରଣାଦାୟକ କାହାଣୀ ନେଇ ଏବେ ଚର୍ଚ୍ଚା ହେଉଛି। ଜଣେ ୧୭ ବର୍ଷୀୟ କିଶୋରଙ୍କ ବାପା ନୋଏଡାସ୍ଥିତ ଏକ ଘରୋଇ...

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୧୫।୯ : ଜମ୍ମୁ -କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ନୌଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ...

ଜ୍ଞାନବାପି ପରେ ଏବେ ବିବାଦ ଘେରରେ ବଦାୟୁଁ ଜାମା ମସଜିଦ୍‌, ନୀଳକଣ୍ଠ ମହାଦେବ ମନ୍ଦିର ଥିବା ଦାବି…

ଲକ୍ଷ୍ନୌ, ୧୫।୯ : ଜ୍ଞାନବାପି ପରେ ଏବେ ବିବାଦ ଘେରରେ ବଦାୟୁଁ ଜାମା ମସଜିଦ୍‌ ରହିଛି। ଏଠାରେ ନୀଳକଣ୍ଠ ମହାଦେବ ମନ୍ଦିର ଥିବା ଦାବି ହୋଇଛି। ଗୁରୁବାର ଏହି ମାମଲାର ଶୁଣାଣି ହେବ। ଏହାପୂର୍ବରୁ ଉଭୟ ପକ୍ଷ ନିଜ ନିଜ...

ଝାଡ଼ଖଣ୍ଡରେ ସଂରକ୍ଷଣ ସୀମା ୭୭ ପ୍ରତିଶତକୁ ବୃଦ୍ଧି…

ରାଞ୍ଚି, ୧୫।୯ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦୁଇଟି ପ୍ରମୁଖ ନିଷ୍ପତ୍ତି ନେଇଛି। ୧୯୩୨ ଝାଡଖଣ୍ଡର ଖତିଆନ ଆଧାରିତ ସ୍ଥାନୀୟ ନୀତିର ଅନୁମୋଦନ କ୍ରମେ ଓବିସି, ଏସଟି ଏବଂ ଏସ୍‌ସିଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବାକୁ...

ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୬ ହଜାର ଉପରେ ରହିଛି।...

ଗ୍ରହାଣୁ ପିଣ୍ଡ ସହ ଧକ୍କା ହୋଇ ନଷ୍ଟ କରିବ ନାସାର ଡାର୍ଟ ମିଶନ ମହାକାଶ ଯାନ…

ଓ୍ବାଶିଂଟନ, ୧୫।୯ : ଆମେରିକାର ସ୍ପେସ ଏଜେନ୍ସି ନାସା ଚଳିତ ମାସ ଶେଷରେ ଏହାର ଡାର୍ଟ (ଡବଲ ଆଷ୍ଟେରଏଡ ରିଡାଇରେକଶନ ଟେଷ୍ଟ) ମିଶନ ଆରମ୍ଭ କରିବାକୁ ଯାଉଛି। ଯାହା ଅଧୀନରେ ନାସା ଜାଣିଶୁଣି ଗ୍ରହାଣୁପିଣ୍ଡ ସହ ମହାକାଶଯାନର ଧକ୍କା କରି...

ବାଇଡେନଙ୍କ ସରକାରରେ ୧୩୦ ପଦବୀରେ ଭାରତୀୟ…

ଓ୍ବାଶିଂଟନ, ୧୫।୯ : ଆମେରିକା ସରକାର ଭାରତୀୟମାନଙ୍କର ବୌଦ୍ଧିକ ଏବଂ ପ୍ରଶାସନିକ ଦକ୍ଷତାକୁ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏପର୍ଯ୍ୟନ୍ତ ତାଙ୍କ ଶାସନରେ ୧୩୦ ଜଣ ଭାରତୀୟଙ୍କୁ ନିଯୁକ୍ତ କରିଛନ୍ତି। ଭାରତୀୟ ମୂଳ ଜନସଂଖ୍ୟା ଆମେରିକୀୟ...

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି

କ୍ୱିଭ,୧୫ ।୯: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତିି । ହେଲେ ଏଥିରେ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି । ୟୁକ୍ରେନର ମିଡିଆ ପୋର୍ଟାଲ ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟକୁ...

କାନାଡ଼ା ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା…

ଟରୋଣ୍ଟୋ,୧୫।୯ : କାନାଡ଼ାର ଟରୋଣ୍ଟୋରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ଏହି ଘଟଣା ପରଠାରୁ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସରକାରଙ୍କ ତରଫରୁ କଡା...

ଭାରତ ବିପକ୍ଷ ସିରିଜରୁ ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ ଓହରିଲେ

ମେଲବୋର୍ନ, ୧୫।୯ (ପି.ଟି.): ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ...

ଖସିଲା ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫।୯: ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅସ୍ଥିରତା ସାଙ୍ଗକୁ ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଜାରି ରହିଛି। ଏପରି କି ୨୦୨୨ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ବା ହୋଲ୍‌ସେଲ୍‌ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି କ୍ରମାଗତ ୩ୟ ମାସ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri