Tag Archives: Home Middle

କେଜରିଓ୍ବାଲଙ୍କୁ ପୁଣି ଝଟ୍‌କା, ବସ କିଣାର ସିବିଆଇ ତଦନ୍ତ ଲାଗି ଉପରାଜ୍ୟପାଳଙ୍କ ଅନୁମତି…

ନୂଆଦିଲ୍ଲୀ, ୧୧।୯ : ଦିଲ୍ଲୀ ପରିବହନ ନିଗମ ଦ୍ୱାରା ୧୦୦୦ ଲୋ-ଫ୍ଲୋର ବସ କିଣିବାରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଅନୁମୋଦନ କରିଛନ୍ତି। ଏକ...

ସ୍ବାସ୍ଥ୍ୟ ମନ୍ତ୍ରଣାଳୟଠାରୁ ଶିକ୍ଷାଲାଭ କରନ୍ତୁ ଅନ୍ୟ ମନ୍ତ୍ରଣାଳୟ, ଆପଣାନ୍ତୁ ରିୟଲ ଟାଇମ୍‌ ମନିଟରିଂ ଡ୍ୟାଶବୋର୍ଡ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୧୧।୯ : ସରକାରୀ ଯୋଜନା ଏବଂ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ବର୍ତ୍ତମାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଲାଇନରେ ଡ୍ୟାଶବୋର୍ଡ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। ଏହି ରିୟଲ ଟାଇମ ମନିଟରିଂ ଡ୍ୟାଶବୋର୍ଡ ପ୍ରଥମେ...

ସାଉଦି ଆରବରେ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର

ରିୟାଦ,୧୧ା୯: ସାଉଦି ଆରବରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ବନ୍ଦେ ଭାରତ ମିଶନ ଅଧୀନରେ ସାରା ବିଶ୍ୱରୁ ଅତି କମ୍‌ରେ ୭ ଲକ୍ଷ ଲୋକଙ୍କୁ ଦେଶକୁ ଅଣାଯାଇଥିଲା। ସେ କହିଛନ୍ତି, ଏହି...

୫ରୁ ୧୮ ବୟସ୍କ ପିଲାଙ୍କ ପାଇଁ ଶୀଘ୍ର ଆସିବ ନାଜାଲ ଭାକ୍ସିନ, ଭାରତ ବାୟୋଟେକ ଲୋଡିଲା ଅନୁମତି…

ନୂଆଦିଲ୍ଲୀ, ୧୧।୯ : ପାଞ୍ଚରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାଜାଲ କରୋନା ଭାକ୍ସିନ ମଧ୍ୟ ଉପଲବ୍ଧ ହେବ। ଏନେଇ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଭାରତ ବାୟୋଟେକ ଭାରତୀୟ ଡ୍ରଗ ନିୟନ୍ତ୍ରକଙ୍କଠାରୁ ଅନୁମତି ଲୋଡିଛି। ଉଲ୍ଲେଖନୀୟ କଥା...

ବନ୍ୟା ଯୋଗୁ ବଢ଼ିଲା ରାଜନୈତିକ ଦଳର ଚିନ୍ତା, ନିର୍ବାଚନ ପାଇଁ ଅସୁବିଧା…

ବେଙ୍ଗାଲୁରୁ, ୧୧।୯ : ଲଗାତାର ବର୍ଷା ଯୋଗୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସଙ୍କଟ ସୃଷ୍ଟି ହୋଇଛି। ବନ୍ୟାକୁ ନେଇ ଲୋକେ ହନ୍ତସ୍ତ ହେଉଥିବାବେଳେ ରାଜନୈତିକ ଦଳମାନଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରାୟ ସାତ ମାସ ବାକି...

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ...

ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ, ଶିଶିର-ତନିଷ୍କା ଟପ୍ପର…

ନୂଆଦିଲ୍ଲୀ, ୧୧।୯ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବମ୍ବେ ପକ୍ଷରୁ ଜେଇଇ ଆଡଭାନ୍ସ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଆଇଆଇଟି ଜେଇଇ ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ଜୋନର ଆର.କେ ଶିଶିର ତାଲିକାରେ...

ରାହୁଲ ଗୌତମ ବୁଦ୍ଧ ନା ଅଙ୍ଗୁରିମାଳ, ଭାଜପାର ପ୍ରଶ୍ନ…

ନୂଆଦିଲ୍ଲୀ, ୧୧।୯ : ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ତାମିଲ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ଏକ ଭିଡିଓ ଆସିବା ପରେ ଭାଜପା କଂଗ୍ରେସକୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ନେତା ପୱନ ଖେରାଙ୍କ ବିବୃତ୍ତି ଉପରେ...

ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦିଲ୍ଲୀ ଗସ୍ତନେଇ ପ୍ରଶାନ୍ତ କିଶୋର ପ୍ରଶ୍ନ...

କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…

ଥିରୁଭାନନ୍ତପୁରମ୍‌, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି। ଏହା ସହିତ ଯାତ୍ରାର ୧୯ ଦିନିଆ କେରଳ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି।...

ଇନ୍ଧନ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୧୮ ଜୀବନ୍ତ ଦଗ୍ଧ…

ମେକ୍ସିକୋ ସିଟି,୧୧।୯ : ମେକ୍ସିକୋରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ମୋଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ଏକ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ ବସ ଧକ୍କା ହୋଇଥିଲା।...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲା ତଳ ମୁହାଁ…

ନୂଆଦିଲ୍ଲୀ, ୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୮ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri