Tag Archives: Home Middle

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଆଜି ଦେଶରେ ଗୋଟିଏ ଦିନିଆ ରାଜକୀୟ ଶୋକ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି ଓ ତାଙ୍କର ସମ୍ମାନରେ ସମ୍ପୂର୍ଣ୍ଣ ଦେଶରେ ଗୋଟିଏ ଦିନ ରାଜକୀୟ ଶୋକ ପାଳନ...

ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ

ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି କୁହାଯାଏ । ଆମେରିକା ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା...

ନୌସେନାରେ ସାମିଲ ହେବ ସମୁଦ୍ରର ଆଉ ଏକ ଶେହନଶାହ ‘ତାରାଗିରି’

ନୂଆଦିଲ୍ଲୀ,୧୧ ।୯: ଶତ୍ରୁଙ୍କୁ କଡା ଜବାବ ଦେବାକୁ ତଥା ଭାରତୀୟ ସେନାକୁ ଆହୁରି ମଜଭୁତ କରିବାକୁ ଲଗାତାର କାମ ଚାଲିଛି । ଆଧୁନିକ ଅସ୍ତ୍ରଶସ୍ତ୍ର, ମିଶାଇଲ, ହେଲିକପ୍ଟରରୁ ଆରମ୍ଭ କରି ବଡ ବଡ ଯୁଦ୍ଧ ଜାହାଜକୁ ସେନାରେ ସାମିଲ କରାଯାଉଛି...

କଟକ ନକଲି ଔଷଧ: ଦୁଇ ଷ୍ଟକିଷ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୧ା୯: ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷକରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଣ ହେଉଥିବା ଅଭିଯୋଗ ହେବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ...

ବିଲକିସ୍‌ ବାନୋ ମାମଲା: ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ, ୧୦।୯ : ବିଲକିସ୍‌ ବାନୋ ମାମଲାରେ ୧୧ ଜଣ ଅପରାଧିଙ୍କୁ ମୁକ୍ତ କରାଯିବା ନେଇ ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅବସର ପ୍ରାପ୍ତ ଆଇପିଏସ୍‌ ଅଫିସର ଡ.ମେରାନ ଚଢ଼ା ବୋରଓ୍ବାଙ୍କର, ଅବସରପ୍ରାପ୍ତ ଅଇଏଫଏସ ଅଫିସର...

ନାବାଳକ ଅଙ୍ଗଦାନ କରିପାରିବେ କି ? ପିତାଙ୍କ ଲାଗି ପୁତ୍ରଙ୍କୁ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ, ୧୦।୯ : ନାବାଳକ ଅଙ୍ଗଦାନ କରି ପାରିବେ କି ନାହିଁ ସେନେଇ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୁରୁତର ଅସୁସ୍ଥ ଥିବା ପିତାଙ୍କ ଲାଗି ଲିଭର ଦାନ କରିବାକୁ ଶୀର୍ଷକୋର୍ଟ ନାବାଳକ ପୁତ୍ରଙ୍କୁ ଅନୁମତି ଦେବା ଲାଗି...

ତିମି ସହ ଧକ୍କା ଦେଇ ଓଲଟି ପଡ଼ିଲା ବୋଟ୍‌, ୫ ଜଣଙ୍କ ଜୀବନ ଗଲା

ଓ୍ବେଲିଂଟନ,୧୦ା୯: ନ୍ୟୁଜିଲାଣ୍ଡର ଏକ ଚାର୍ଟର ବୋଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଟ୍‌ଟି କାଇକୌରାର ସାଉଥ୍‌ ଆଇଲାଣ୍ଡ ସହର ନିକଟରେ ଏକ ତିମି ସହ ଧକ୍କା ଦେଇ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଅନ୍ୟ ୬...

ଶରଦ ପାଓ୍ବାର ପୁଣି ଏନସିପି ମୁଖ୍ୟ, ଆସନ୍ତା ୪ ବର୍ଷ ପାଇଁ ଦାୟିତ୍ୱରେ…

ନୂଆଦିଲ୍ଲୀ, ୧୦।୯ : ଶରଦ ପାଓ୍ବାର ପୁଣି ଥରେ ଏନସିପି ମୁଖ୍ୟ ହୋଇଛନ୍ତି। ଏହାଦ୍ୱାରା ଏଣିକି ଆସନ୍ତା ୪ ବର୍ଷ ପାଇଁ ସେ ଏହି ପଦବୀର ଦାୟିତ୍ୱରେ ରହିବେ। ୮୧ ବର୍ଷ ବୟସ୍କ ପାଓ୍ବାର ନିର୍ବିରୋଧରେ ମୁଖ୍ୟ ଭାବେ ନିର୍ବାଚିତ...

ସରକାରଙ୍କ ଉପରେ ନିର୍ଭର ନକରିବାକୁ ଚାଷୀଙ୍କୁ ଗଡ଼କରୀଙ୍କ ପରାମର୍ଶ…

ନୂଆଦିଲ୍ଲୀ, ୧୦।୯ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶନିବାର ଚାଷୀମାନଙ୍କୁ କୃଷିଜାତ ଦ୍ରବ୍ୟର ମାର୍କେଟିଂ ଏବଂ ରପ୍ତାନି ପାଇଁ ନିଜସ୍ବ କମ୍ପାନୀ ଗଠନ କରିବାକୁ କହିଛନ୍ତି। ଏନେଇ ସରକାରଙ୍କ ଉପରେ ନିର୍ଭରଶୀଳ ନହେବା ଲାଗି ପରାମର୍ଶ ପ୍ରଦାନ କରିଛନ୍ତି।...

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି କଂଗ୍ରେସ...

ବୈଜ୍ଞାନିକଙ୍କ ଚେତାବନୀ: ଏହି ଦେଶରେ ଦେଖାଦେବ ମରୁଡ଼ି, ଉତ୍ତାପ, ନିଆଁ ଆଉ ବନ୍ୟା

ଲସ୍‌ଏଞ୍ଜେଲ୍‌ସ,୧୦ା୯: କାଲିଫର୍ନିଆରେ ୧୦ ଦିନର ରେକର୍ଡ ଭାଙ୍ଗିଛି ଗରମ। ଯାହାକି ଅତ୍ୟନ୍ତ ଅସ୍ବାଭାବିକ ଥିଲା। ଲସ୍‌ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ଡାନିଏଲ ସ୍ବେଡ଼୍‌ ତାଙ୍କ ବ୍ଲଗରେ ଲେଖିଛନ୍ତି, କ୍ରମାଗତ ୧୦ ଦିନ ପାଇଁ କାଲିଫର୍ନିଆ ବ୍ଲାକ୍‌ଆଉଟ୍‌। ବୈଜ୍ଞାନିକମାନେ...

ସେରମ ଇନଷ୍ଟିଚ୍ୟୁଟରେ କୋଟିଏ ଟଙ୍କାରେ ଠକେଇ, ପୁନାଓ୍ବାଲାଙ୍କ ନାମରେ ଆସିଥିଲା ମେସେଜ…

ନୂଆଦିଲ୍ଲୀ, ୧୦।୯ : ଟିକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଏକ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି। ପୁଣେ ପୋଲିସ ଶନିବାର କହିଛି ଯେ ଠକମାନେ ସିଇଓ ଆଦର ପୁନାୱାଲାଙ୍କ ନାମରେ ମେସେଜ ପଠାଇ ଟଙ୍କା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri