Tag Archives: Home Middle

ଫଡନାଭିସ- କୋଶୟାରୀଙ୍କ ସହିତ ମେମନ ସମ୍ପୃକ୍ତି ନେଇ ଉଦ୍ଧବ ସମର୍ଥକ ଭାଜପାକୁ ଘେରିଲେ…

ମୁମ୍ବାଇ, ୧୦।୯ : ମହାରାଷ୍ଟ୍ରର ୟାକୁବ ମେମନଙ୍କ କବରକୁ ମଜାର ଆକାର ଦେବାକୁ ଚେଷ୍ଟା କରିବା ବର୍ତ୍ତମାନ ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଏହାକୁ ନେଇ ଭାଜପା ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ...

ସର୍ବଦଳୀୟ ବୈଠକ: ବାହାର ରାଜ୍ୟ ଲୋକଙ୍କୁ ନ ମିଳୁ ମତଦାନ ଅଧିକାର…

ଶ୍ରୀନଗର, ୧୦।୯ : ଜମ୍ମୁ-କଶ୍ମୀରର ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଡ. ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଶନିବାର ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଗୁପକାର ମିଳିତ ମଞ୍ଚ ବ୍ୟତୀତ ଅନ୍ୟ ଚାରିଟି ସଂଗଠନ ଅଂଶଗ୍ରହଣ କରିଥିଲେ। ଏଥିରେ ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ସ୍ଥିତିର...

ଦିନଥିଲା କହୁଥିଲେ ଭାରତ ରାଷ୍ଟ୍ର ହିଁ ନୁହେଁ, ଏବେ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡିବାକୁ ବାହାରିଛନ୍ତି: ଶାହା

ଜୋଧପୁର,୧୦।୯: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାହୁଲ ବିଦେଶୀ ଟି-ଶର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି। ଶାହା ଏବେ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି...

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର ପରବର୍ତ୍ତୀ ସମସ୍ୟା ନେଇ ସତର୍କ କରାଇଛି ଭାରତ। ଯେମିତିକି କମ୍‌ ପାସ ଶତକଡ଼ା,...

ଏଏପି ସରକାର ଆସିଲେ ଅସ୍ଥାୟୀ ନିଯୁକ୍ତିକୁ ସ୍ଥାୟୀ କରାଯିବ…

ନୂଆଦିଲ୍ଲୀ, ୧୦।୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା ପଞ୍ଜାବ ସରକାରଙ୍କୁ ୮,୭୩୬ ସ୍କୁଲ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଏହା...

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପଟେଲ କହିଛନ୍ତି ଯେ...

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ବିବି ଲାଲଙ୍କ ପରଲୋକ…

ନୂଆଦିଲ୍ଲୀ, ୧୦।୯ : ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ପ୍ରଫେସର ଡ, ବିବି ଲାଲଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ...

ଏବେ ଏଲଏସିରେ ସଂଘର୍ଷ ଆଶଙ୍କା କମ୍‌, ଆଇଟିବିପି ଯବାନ ମାନ୍ଦାରିନ୍‌ର ୮୦ ଶବ୍ଦ ମାଧ୍ୟମରେ ଦେଉଛନ୍ତିି ଚାଇନା ସୈନ୍ୟଙ୍କ ଜବାବ…

ନୂଆଦିଲ୍ଲୀ, ୧୦।୯ : ଭାରତ-ଚାଇନା ସୀମାରେ ପାଟ୍ରୋଲିଂ ବେଳେ ବର୍ତ୍ତମାନ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଆଶଙ୍କା କମ୍‌ ହେବାରେ ଲାଗିଛି। ୮୦ ମାନ୍ଦାରିନ ଶବ୍ଦ ମାଧ୍ୟମରେ,ଆଇଟିବିପି ଚାଇନା ସୈନ୍ୟକୁ ବହୁତ ଭଲ ଭାବରେ ଜବାବ ଦେଉଛନ୍ତି।...

ବାଂଲାଦେଶରେ ବାୟୁ ପ୍ରଦୂଷଣ

ଢାକା,୧୦ା୯: ବାଂଲାଦେଶ ରାଜଧାନୀ ଢାକାରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ବାୟୁ ଗୁଣବତ୍ତା ଶନିବାର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଦୁନିଆର ଅନ୍ୟତମ ପ୍ରଦୂଷିତ ସହର ମଧ୍ୟରୁ ଢାକାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୬୦ (AQI)...

ବିପ୍ଳବ ଦେବ ତ୍ରିପୁରାରୁ ରାଜ୍ୟ ସଭା ପ୍ରାର୍ଥୀ…

ଅଗରତାଲା, ୧୦।୯ : ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତ୍ରିପୁରାରୁ ପ୍ରାର୍ଥୀ ଭାବେ ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ମାଣିକ ସାହା ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିପୁରାର ଏହି ରାଜ୍ୟ ସଭା ଆସନ...

ଭାଜପାକୁ ଘେରିଲେ ମମତା, ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କୁ କାହିଁକି କରାଯାଇନି ଗିରଫ…

କୋଲକାତା, ୧୦।୯ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରରେ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିବାବେଳେ ଏବେ ସେ ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀଙ୍କୁ ଭ୍ୟାପମ ସ୍କାମରେ ଗିରଫ ନକରିବା ଉପରେ...

ବ୍ରିଟେନର ନୂଆ ରାଜା ଚାଲର୍ସ ତୃତୀୟ…

ଲଣ୍ଡନ, ୧୦।୯ : ରାଣୀ ଏଲିଜାବେଥଙ୍କ ପରେ ବ୍ରିଟେନ ଆନୁଷ୍ଠାନିକ ଭାବରେ ଏହାର ନୂତନ ରାଜା ପାଇଛି। ଶନିବାର ସେଣ୍ଟ ଜେମ୍ସ ପ୍ୟାଲେସରେ ଆକ୍ସେସନ କାଉନସିଲର ଏକ ବୈଠକରେ ପ୍ରାଇଭୀ କାଉନସିଲ ଦ୍ୱାରା କିଙ୍ଗ ଚାଲର୍‌ସ ତୃତୀୟଙ୍କୁ ବ୍ରିଟେନର ନୂତନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri