Tag Archives: Home Middle

ଭାରତ ଯୋଡ ନୁହେଁ ଘୃଣା ଯୋଡ ଅଭିଯାନ କରୁଛନ୍ତି ରାହୁଲ: ଭାଜପାର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୦।୯ : ଭାରତୀୟ ଜନତା ପାର୍ଟି କଂଗ୍ରେସର ଭାରତ ଯୋଡ ଯାତ୍ରା ନେଇ ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ଏହି ଗସ୍ତ ସମ୍ପର୍କରେ ଭାଜପା ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିବାରେ ଲାଗିଛି। ଏହି ମର୍ମରେ ଭାଜପା ନେତା...

ନିଜ ବିରୋଧରେ ଫଇସଲା ଆସିଲେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୦।୯ : ସୁପ୍ରିମକୋର୍ଟ ଜଣେ ବିଚାରପତି କିମ୍ବା ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଧାରାକୁ ନିନ୍ଦା କରିଛନ୍ତି। ଫଇସଲା ଆସିବାପରେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ରାଜସ୍ଥାନର ଧୋଲପୁରର...

ଚାଇନାର ଧମକ ପରେ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବ ପାକିସ୍ତାନ…

ଇସଲାମାବାଦ, ୧୦।୯ : ଆସନ୍ତା ସପ୍ତାହରୁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପିତ ସ୍ବତନ୍ତ୍ର ବିଦ୍ୟୁତ ଶକ୍ତି ଉତ୍ପାଦକ (ଆଇପିପି) ମାନଙ୍କୁ ଦେୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଚାଇନାର ଧମକ ପରେ ପାକିସ୍ତାନ ସରକାର ଏଭଳି...

ବନ୍ୟା ଯୋଗୁ ହାହାକାର: ୧୨ ଲକ୍ଷରୁ ଅଧିକ ଗର୍ଭବତୀ ସଙ୍କଟରେ…

ଇସଲାମାବାଦ, ୧୦।୯ : ପାକିସ୍ତାନରେ ବନ୍ୟା ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଅଥନୈତିକ ସଙ୍କଟ ଦେଶକୁ ଘେରି ରହିଥିଲା। ଏପରିସ୍ଥଳେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇଛି। ଦେଶର ଏକ ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳବନ୍ଦୀ ଲୋକେ...

ବିହାରର ୨ ଜିଲାରେ ଜନସଂଖ୍ୟା ବୃଦ୍ଧି ପୃଥିବୀରେ ସର୍ବାଧିକ, ଭାଜପା ନେତାଙ୍କ ମନ୍ତବ୍ୟ ନେଇ ରାଜନୈତିକ ବିବାଦ…

ପାଟନା,୧୦।୯ : ବିହାରର ଦୁଇଟି ଜିଲାରେ ଜନସଂଖ୍ୟା ବୃଦ୍ଧି ହାରକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ଭାଜପା ରାଜ୍ୟ ମୁଖ୍ୟ ସଞ୍ଜୟ ଜୟସ୍ବାଲଙ୍କୁ ଉପରେ ଜେଡିୟୁ ଘେରିବା ଆରମ୍ଭ କରିଛି। ଏନେଇ ନେଇ ରାଜନୈତିକ ବିବାଦ ଉପୁଜିଛି। ଜେଡିୟୁ...

ସକ୍ରିୟ ମାମଲା ୫୦ ହଜାର ତଳେ…

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୦ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ...

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ କରିବା ସହ ଲକ୍ଷ୍ୟ ହାସଲ ଲାଗି ସମସ୍ତେ ଏକାଠି କାମ କରିବାକୁ ଆହ୍ବାନ...

ଜନପଥରେ ରାହୁଲ, ବିପକ୍ଷ ପଥରେ ନୀତୀଶ ଏହି ଯୁଗଳବନ୍ଦୀ ସାମ୍ନାରେ କର୍ତ୍ତବ୍ୟ ପଥରେ ମୋଦି

ନୂଆଦିଲ୍ଲୀ,୧୦ ।୯: ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ ନେଇ ଜନପଥରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିପକ୍ଷ ପଥକୁ ନେଇ ଚାଲିବା ଆରମ୍ଭ କରି ସାରିଛନ୍ତି । ନୀତୀଶ କୁମାର ସମେତ ବିରୋଧୀ ଦଳ ନେତାଙ୍କ ଠାରୁ...

ମାଲକାନଗିରିରେ ଅଜଣା ରୋଗ: ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୯ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର...

ରାହୁଲଙ୍କ ଟି-ଶର୍ଟକୁ ନେଇ ରାଜନୀତି: ଭାଜପା କହିଲା ‘ଭାରତବାସୀ ଦେଖ’; କଂଗ୍ରେସ କହିଲା ‘ମୋଦିଙ୍କ ଶୁଟ୍‌, ଚଷମା…’

ଦୁବାଇ,୯।୯: କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡୋ’ଯାତ୍ରା। ଶୁକ୍ରବାର ହେଉଛି ଏହି ଯାତ୍ରାର ତୃତୀୟ ଦିନ। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବର୍ତ୍ତମାନ ତାମିଲନାଡ଼ୁରେ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଉଛନ୍ତି। ଏହାକୁ ଲୋକମାନେ...

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ୟାଲେସ ଆଗରେ ନାଚିଲେ ଦମ୍ପତି

ଲଣ୍ଡନ,୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ଭାରତ ସମେତ ଅନ୍ୟ ଦେଶର ରାଜନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନରେ ଶୋକର ଲହରୀ ଖେଳିଯାଇଛି। ଗତକାଲି ଯେତେବେଳେ ବକିଂହାମ ପ୍ୟାଲେସ ଦ୍ୱାରା ଏହି ସୂଚନା...

ଇତିହାସ ରଚିଲେ ସୁନା ପୁଅ

ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ହୋଇଛନ୍ତି। ସେ ୮୮.୪୪ ମିଟର ଜାଭେଲିନ ଥ୍ରୋରେ ଚେକ ରିପବ୍ଲିକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri