Tag Archives: Home Middle

ଶାହାଙ୍କ ସୁରକ୍ଷାରେ ଅବହେଳା, ଏମ୍‌ପିଙ୍କ ପିଏ କହି ସୁରକ୍ଷା ଘେରରେ ପ୍ରବେଶ…

ନୂଆଦିଲ୍ଲୀ, ୮।୯ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷାରେ ଅବହେଳା ମାମଲା ସାମ୍ନାକୁ ଆସିଛି। ମୁମ୍ବାଇରେ ଜଣେ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ତାଙ୍କ ଚାରିପାଖରେ ବୁଲୁଥିଲେ। ସୋମବାର ଶାହାଙ୍କ ଗସ୍ତ ସମୟରେ ସେ ନିଜକୁ...

୫୧ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୧ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ ସତର୍କ...

ଜାତିସଂଘରେ ଆତଙ୍କବାଦ ପୀଡିତଙ୍କ ପାଇଁ ୨ ଦିନିଆ ଶ୍ରଦ୍ଧାଞ୍ଜଳି…

ଜେନେଭା, ୮।୯ : ପ୍ରଥମ ଜାତିସଂଘ ଗ୍ଲୋବାଲ କଂଗ୍ରେସ ସେପ୍ଟେମ୍ବର ୮ ଏବଂ ୯ ରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୬/୧୧ ମୁମ୍ବାଇ ଆକ୍ରମଣ ସମେତ ସାରା ବିଶ୍ୱରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପାଇଁ ୨ ଦିନିଆ...

ଆମେରିକାର ଫାଇଟର ଜେଟ୍‌ ଏଫ୍‌-୩୫ରେ ଚାଇନା ପାର୍ଟସ୍‌ …

ଓ୍ବାଶିଂଟନ, ୮।୯ : ଆମେରିକାର ଆଧୁନିକ ଯୁଦ୍ଧ ବିମାନର ନିର୍ମାତା ଲକହିଡ ମାର୍ଟିନଙ୍କ ସମସ୍ୟା ବୃଦ୍ଧି ପାଇଛି। ବାସ୍ତବରେ, ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ-ପେଣ୍ଟାଗନ କମ୍ପାନୀକୁ ନୂତନ ଏଫ୍‌-୩୫ ଫାଇଟର ଜେଟ ଡେଲିଭରି କରିବାକୁ ବାରଣ କରିଛି। କୁହାଯାଇଛି ଯେ ଏହାର...

ତିବ୍ବତରେ ୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରୁଛି ଚାଇନା…

ଲେହ,୮।୯ : ତିବ୍ଦତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଡିଏନ୍‌ଏ ସଂଗ୍ରହ ପାଇଁ ଚାଇନା ଉଦ୍ୟମ ଜାରି ରଖିଛି। ଏହି ଅନ୍ତର୍ଗତ ଚାଇନା ପକ୍ଷରୁ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ରକ୍ତ ନମୁନା ନିଆଯାଉଛି। ମାନବାଧିକାର ଗୋଷ୍ଠୀଙ୍କ ଦ୍ୱାରା ପ୍ରକାଶିତ ଏକ...

ଘୃଣା, ବିଭାଜନ ବାପାଙ୍କ ଜୀବନ ନେଇଛି

ନୂଆଦିଲ୍ଲୀ,୮ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସ୍ବର୍ଗତ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି...

ବିଶ୍ୱ ସହ ଯୋଡ଼ିହେବେ ଗାଜା ବିଦ୍ୟାର୍ଥୀ

ଜେନେଭା, ୮।୯: ଗାଜା ଷ୍ଟ୍ରିପ୍‌ରେ ଥିବା ପାଲେଷ୍ଟିନୀୟ ଶିଶୁମାନେ ଏଣିକି ସାରା ବିଶ୍ୱ ସହ ଯୋଡ଼ି ହୋଇପାରିବେ। କାରଣ ସେମାନଙ୍କୁ ସହଯୋଗ କରିବାକୁ ଜାତିସଂଘ ଆଗେଇ ଆସିଛି। ଜାତିସଂଘ ପକ୍ଷରୁ ସେମାନଙ୍କୁ ଟାବ୍‌ଲେଟ ବଣ୍ଟନ କରାଯାଇଛି। ଗାଜା ଜନସଂଖ୍ୟା ୨.୩...

କୋବିନ୍ଦଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୮ା୯: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍‌ ପ୍ଲସ୍‌ କାଟାଗୋରି ଭିଆଇପି ସୁରକ୍ଷା ଯୋଗାଇ ଦିଆଯାଇଛି। ଗତ ୫ ତାରିଖରୁ ତାଙ୍କ ସେବାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଭିଆଇପି ସିକ୍ୟୁରିଟି କମାଣ୍ଡୋ ୟୁନିଟ୍‌...

ପାଶ୍ଚାତ୍ୟକୁ ମିଳିବନି ତେଲ କି ଗ୍ୟାସ୍‌

ମସ୍କୋ, ୮ା୯: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍‌ କ୍ୟାପ୍‌) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି ପଦକ୍ଷେପ ପାଶ୍ଚାତ୍ୟ ପାଇଁ ମୂର୍ଖତାପୂର୍ଣ୍ଣ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌...

ଆଜି କର୍ତ୍ତବ୍ୟ ପଥର ଉଦଘାଟନ କରିବେ ମୋଦି, ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ହେବ ଉନ୍ମୋଚନ

ନୂଆଦିଲ୍ଲୀ,୮ ।୯: ଆଜିଠାରୁ ବଦଳିଯିବ ରାଜପଥର ନାମ । ବିଜୟ ପଥ ଓ ଇଣ୍ଡିଆ ଗେଟ ଯେଉଁ ସଡ଼କକୁ ସଂଯୋଗ କରୁଛି ସେହି ରାଜପଥ ଆଜିଠାରୁ ଇତିହାସ ହୋଇଯିବ । ପାଖାପାଖି ୩ କିଲୋମିଟର ଲମ୍ବା ଏହି ରାଜପଥ ଏବେ...

ଭାରତ ବିଦା, ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ

ଦୁବାଇ,୮ା୯(ପି.ଟି): ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ଫୋର ମ୍ୟାଚ୍‌ରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ଭାରତକୁ ବିଦାୟ ପଥ ଦେଖାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା...

ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌ ଆଦି ଏକାଧିକ ଖେଳର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି। ଫଳସ୍ବରୂପ ଓଡ଼ିଶାରେ ବିଶ୍ୱକପ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri