Tag Archives: Home Middle

କନକବର୍ଦ୍ଧନ, ପ୍ରଭାତୀ ହେବେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୬: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ...

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୬: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କଠାରେ ମୋହର ବାଜିଛି। ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ...

ଜୟନାରାୟଣଙ୍କ ବଡ଼ ବୟାନ: ଆଉ ଏକ ନିର୍ବାଚନ ହେଉ ବୋଲି ଆମେ ଚାହୁଁ ନାହୁଁ, ଏଣୁ…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ହେଲେ ଦଳର ନେତା କିଏ ହେବେ ସେ ନେଇ ସ୍ପଷ୍ଟ ହୋଇପାରୁନାହିଁ। ନାନାଦି ଚର୍ଚ୍ଚା ଗଣମାଧ୍ୟମରେ ଚାଲି ଆସୁଥିଲେ ହେଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର...

୩୦ ଯାଏ ସରକାରୀ କର୍ମଚାରୀଙ୍କୁ ଛୁଟି ମନା, ଜାଣନ୍ତୁ କ’ଣ ପାଇଁ…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ନୂଆ ସରକାର ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଥିଲାଗି ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଆସନ୍ତା ୩୦ ଯାଏ ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ। ଏନେଇ ବିଭାଗୀୟ...

ଭୁବନେଶ୍ୱରରେ ପହଞ୍ଚିଲେ ରାଜନାଥ-ଭୂପେନ୍ଦ୍ର ଯାଦବ, ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନାମରେ ବାଜିପାରେ ମୋହର…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଢ଼ିବାକୁ ଯାଉଛି। ବିଧାନସଭା ନିର୍ବାଚନ ୨୦୨୪ରେ ୭୮ ଆସନ ଜିତି ଭାଜପା ବହୁମତ ହାସଲ କରିଛି। ହେଲେ ଏଯାବତ ଦଳ ନିଜର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ କରିନାହିଁ।...

କଂଗ୍ରେସକୁ ଫେରିବେ ସୁର ରାଉତରାୟ!

ଭୁବନେଶ୍ୱର,୧୧।୬: କଂଗ୍ରେସକୁ ଫେରିବେ ବରିଷ୍ଠ ନେତା ସୁରେଶ(ସୁର) ରାଉତରାୟ। ଏନେଇ ଦେଇଛନ୍ତି ବଡ଼ ସଙ୍କେତ। ପିସିସି ସଭାପତିଙ୍କ ସହ ଦଳର ନେତାମାନେ ସୁରଙ୍କୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି । ଏ ନେଇ ଖୁବଶୀଘ୍ର ସେ ରାହୁଲ ଗାନ୍ଧୀ ଓ...

କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ…

ନୂଆଦିଲ୍ଲୀ,୧୧।୬: ଲଦାଖର ସ୍ବାଧୀନ ଏମପି ମହମ୍ମଦ ହନିଫା ଜାନ ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ଭେଟିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ଫଟୋକୁ କଂଗ୍ରେସ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛି। ଏହି ଫଟୋରେ କଂଗ୍ରେସର ସାଧାରଣ ସମ୍ପାଦକ...

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ନିମନ୍ତ୍ରଣକୁ ନେଇ ଏମିତି କହିଦେଲେ ନବୀନ

ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ଭାଜପା ମୁଖ୍ୟମନ୍ତ୍ରୀ ବୁଧବାର ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହକୁ ଭାଜପା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ,...

ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ, ଘୋଷଣା କରିବେ ମୁଖ୍ୟମନ୍ତ୍ରୀଙ୍କ ନାଁ

ଭୁବନେଶ଼୍ବର, ୧୧।୦୬: ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ...

କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୧।୬: ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ସକାଳ...

ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ, ମନମୋହନ କହିଲେ…

ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ଏହି ଶପଥ ସମାରୋହରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ...

ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା

ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍‌ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବାନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri