Tag Archives: Home Middle

କିଙ୍ଗସ୍‌ ଓ୍ବେରୁ ରାଜପଥ, ଏବେ କର୍ତ୍ତବ୍ୟ ପଥ…

ନୂଆଦିଲ୍ଲୀ, ୬।୯ : ବ୍ରିଟିଶ ଶାସନ ସମୟରେ ଏହା କିଙ୍ଗସୱେ ଭାବରେ ନିଜ ଯାତ୍ରା ଆରମ୍ଭ କରିଥିଲା। ୧୯୨୦ ମସିହାରେ, ନୂଆଦିଲ୍ଲୀ ନିର୍ମାଣ କରିଥିବା ସ୍ଥାପତ୍ୟ ଏଡୱିନ ଲୁଟିନ୍ସ ଏବଂ ହର୍ବର୍ଟ ବେକର ଦ୍ୱାରା ନିର୍ମିତ ହୋଇଥିବା ଦିଲ୍ଲୀର ଆଇକନିକ...

ମୁଜିବ୍‌ ଛାତ୍ର ବୃତ୍ତି ଘୋଷଣା…

ନୂଆଦିଲ୍ଲୀ, ୬।୯ : ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୁଜିବ୍‌ ଛାତ୍ର ବୃତ୍ତି ଘୋଷଣା କରିଛନ୍ତି। ୧୯୭୧ ମୁକ୍ତି ସଂଗ୍ରାମରେ ଶହୀଦ୍‌ ହୋଇଥିବା ଅବା ଗୁରୁତର ଭାବେ ଆହତ ହୋଇଥିବା ଭାରତୀୟ ସେନା ଯବାନଙ୍କ ପରିବାର...

ଟସ୍‌ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଡ଼ା ମୁକାବିଲା ହେଉଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି...

ବିଏମ୍‌ସି ନିର୍ବାଚନ ଏକାଠି ଲଢ଼ିବେ ଭାଜପା-ଶିନ୍ଦେ ଗୋଷ୍ଠୀ, ଫଡନାଭିସ କଲେ ଘୋଷଣା…

ମୁମ୍ବାଇ, ୬।୯ : ଭାରତୀୟ ଜନତା ପାର୍ଟି (ଭାଜପା) ବମ୍ବେ ମ୍ୟୁନିସପାଲ କର୍ପୋରେଶନ(ବିଏମ୍‌ସି) ନିର୍ବାଚନ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ସମ୍ପର୍କରେ ଭାଜପାର ରୂପରେଖା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତରେ ପ୍ରାୟ ସ୍ପଷ୍ଟ ହୋଇସାରିଛି। ଅମିତ...

ବନ୍ୟା ବୈଠକରେ ଶୋଇପଡ଼ିଲେ ମନ୍ତ୍ରୀ, କଂଗ୍ରେସ କଲା କଟାକ୍ଷ…

ବେଙ୍ଗାଲୁରୁ, ୬।୯ : ପ୍ରବଳ ବର୍ଷା ଯୋଗୁ କର୍ନାଟକରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏଥି ସହିତ ରାଜଧାନୀ ବେଙ୍ଗାଲୁରୁର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଏଠାରେ ଲୋକେ ଯାତାୟାତ ପାଇଁ ଟ୍ରାକ୍ଟର ବ୍ୟବହାର କରିବାକୁ ପଡୁଛି।...

ସୈନ୍ୟବାହିନୀ ସହିତ ବିବାଦ: ନିଜ ଉପରକୁ ବିପଦ ଡାକିଛନ୍ତି ଇମ୍ରାନ…

ଇସଲାମାବାଦ, ୬।୯ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନର ନୂତନ ସେନାଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ବିବୃତ୍ତି ଯୋଗୁ ବିବାଦ ଉପୁଜିଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଇମ୍ରାନ ଖାନ ପୂର୍ବରୁ କ୍ରୋଧିତ ଥିବା ସୈନ୍ୟବାହିନୀଙ୍କୁ ପୁଣି ଅଧିକ ଉତ୍ତେଜିତ କରି...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ…

ଶ୍ରୀନଗର, ୬।୯ : ମଙ୍ଗଳବାର ଆତଙ୍କବାଦ ବିରୋଧୀ ଅପରେଶନ ଅଲଆଉଟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅଧିକ ଆତଙ୍କବାଦୀଙ୍କ ସନ୍ଧାନରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ...

୩୦ ବର୍ଷରେ ୩୦ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ ଭାରତ: ପୀୟୂଷ ଗୋୟଲ…

ନୂଆଦିଲ୍ଲୀ, ୬।୯ : ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ଆମେ ବର୍ତ୍ତମାନ ବ୍ରିଟେନକୁ ପଛରେ ପକାଇଛୁ। ବ୍ରିଟେନ ଭାରତକୁ ୨୦୦ ବର୍ଷରୁ ଅଧିକ ବର୍ଷ...

ବନ୍ୟା ପାଇଁ କଂଗ୍ରେସ ଦାୟୀ: ବୋମ୍ମାଇ…

ବେଙ୍ଗାଲୁରୁ, ୬।୯ : ଦକ୍ଷିଣ ଭାରତର କେତେକ ରାଜ୍ୟରେ ମୌସୁମୀ ବର୍ଷା ସଙ୍କଟ ସୃଷ୍ଟି କରିଛି। କର୍ନାଟକର ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡୁର ବହୁ ଅଞ୍ଚଳରେ ବର୍ଷା ଲୋକମାନଙ୍କ ପାଇଁ ବିପଦ ଆଣିଛି। ସ୍ମାର୍ଟ ସିଟି ବେଙ୍ଗାଲୁରୁର ରାସ୍ତା ଜଳମଗ୍ନ...

ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ସାରଜା, ୬।୯ : ପାକିସ୍ତାନଠାରୁ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆକୁ ଏସିଆ କପରେ ରହିବା ପାଇଁ ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡ଼ିବ। ଫଳରେ ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପରାଜୟ...

ବିରୋଧୀଙ୍କୁ ଏକଜୁଟ କରିବା ଆମର ଲକ୍ଷ୍ୟ: ନୀତୀଶ…

ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ମଧ୍ୟରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ମର୍ମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି। ଏହି ବୈଠକରେ ଦିଲ୍ଲୀ...

ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୬।୯ : କରୋନା ମହାମାରୀ ବିରୋଧରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏସମ୍ପର୍କରେ ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri