Tag Archives: Home Middle

ସେପ୍ଟମ୍ବର ୧୭ରେ ରକ୍ତଦାନ ଅମୃତ ମହୋତ୍ସବ…

ନୂଆଦିଲ୍ଲୀ, ୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ରକ୍ତ ଦାନ ଅମୃତ ମହୋତ୍ସବ ଆରମ୍ଭ କରାଯିବ। ଏଥିପାଇଁ ଆରୋଗ୍ୟ ସେତୁ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୭ ରେ ସାରା ଦେଶରେ ଏକ...

ଯାଞ୍ଚ୍‌ ଏଜେନ୍ସିର ଅପବ୍ୟବହାର, ବିଧାନସଭାରେ କେନ୍ଦ୍ର ବିରୋଧୀ ପ୍ରସ୍ତାବ ଆଣିବ ଟିଏମ୍‌ସି…

ନୂଆଦିଲ୍ଲୀ, ୬।୯ : ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦୀର୍ଘ ଦିନ ଧରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଆସୁଛି। ଏହା ବିରୋଧରେ ସେ ବର୍ତ୍ତମାନ ବଙ୍ଗଳା ବିଧାନସଭାର ମୌସୁମୀ ଅଧିବେଶନରେ ଏକ ସଂକଳ୍ପ ଆଣିବାକୁ ଚିନ୍ତା...

ଆକ୍ରମଣ କରୁଥିବା ଶକ୍ତି ପ୍ରତି ସଚେତନତା ଜରୁରୀ: ମୋଦି…

ନୂଆଦିଲ୍ଲୀ,୬।୯ : ମଙ୍ଗଳବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏଠାରେ ଦୁଇ ନେତା ପରସ୍ପରକୁ ଅଭିନନ୍ଦନ ଜଣାଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦିନକୁ...

ଦୈନିକ ସଂକ୍ରମଣ ୫ ହଜାର ତଳେ…

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୩ ହଜାର ତଳେ ରହିଛି। କେରଳରେ ସତର୍କ...

ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ଲିଜ ଟ୍ରସ୍

ଲଣ୍ଡନ,୬ ।୯: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଭାରତ ସହ ମଧୁର ଓ ଗଭିର ରାଜନୈତିକ ଓ ଆର୍ଥିକ ସମ୍ପର୍କ ସପକ୍ଷରେ ଅଛନ୍ତି । କଂଜରଭେଟିଭ ପାର୍ଟିର ୪୭ ବର୍ଷୀୟା ନବ ନିର୍ବାଚିତ ନେତା ଟ୍ରସ୍ ପୂର୍ବରୁ...

ବ୍ରିଟେନ ମହାରାଣୀଙ୍କୁ ଇସ୍ତଫା ପତ୍ର ଦେବେ ବୋରିସ ଜନସନ, ଲିଜ ଟ୍ରସ୍ ନେବେ ଶପଥ

ଲଣ୍ଡନ,୬ ।୯: ଶାସକ କଂଜରଭେଟିଭ ପାର୍ଟିର ନେତା ପଦର ଦୌଡରେ ମନ୍ତ୍ରୀ ଲିଜ ଟ୍ରସ୍ ବିଜୟୀ ହୋଇଛନ୍ତି । ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭରୀତୀୟ ମୂଳ ବାସନ୍ଦା ଋଷି ସୁନକଙ୍କୁ କଡା ମୁକାବିଲାରେ ହରାଇଛନ୍ତି । ଏବେ ଲିଜ...

ବଦଳିବ ରାଜପଥର ନାମ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୯: ବଦଳିବ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନ୍‌ର ନାମ। ଏହାର ନାମ ପରିବର୍ତ୍ତନ କରାଯାଇ ‘କର୍ତ୍ତବ୍ୟ ପଥ’ ରଖାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,...

ଗୁରୁଦିବସରେ ମୋଦିଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୯: ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ୍‌- ଏସ୍‌ଏଚ୍‌ଆରଆଇ) ଯୋଜନା ଅଧୀନରେ ସମଗ୍ର ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ନବୀକରଣ କରାଯିବ। ଗୁରୁଦିବସ ଅବସରରେ...

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୫ା୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି।...

ରୁଷିଆ ଦୂତାବାସ ସମ୍ମୁଖରେ ବିସ୍ଫୋରଣ: ୨୦ ମୃତ

କାବୁଲ,୫ା୯: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୂତାବାସର ପ୍ରବେଶ ଦ୍ୱାର ନିକଟରେ ହୋଇଥିବା ଏହି ବିସ୍ଫୋରଣରେ ଦୁଇ ରାଷ୍ଟ୍ରଦୂତଙ୍କର ମଧ୍ୟ ଜୀବନ ଯାଇଥିବା କୁହାଯାଉଛି।...

ଆଫଗାନିସ୍ତାନରେ ଭୂକମ୍ପ: ୬ ମୃତ, ୯ ଆହତ

କାବୁଲ,୫ା୯: ସୋମବାର ଆଫଗାନିସ୍ତାନ ଏବଂ ପାକିସ୍ତାନର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା। ଏହି ଭୂକମ୍ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୁନାର...

ଭୟଙ୍କର ଦୁର୍ଘଟଣା: ଟ୍ରେନ୍‌-କାର୍‌ ଧକ୍କା, ୫ ଜଣଙ୍କ ଜୀବନ ଗଲା

ହଙ୍ଗେରୀ,୫ା୯: ସୋମବାର ହଙ୍ଗେରୀର ଦକ୍ଷିଣ ଭାଗରେ ଥିବା ଏକ ରେଳ କ୍ରସିଂରେ ଟ୍ରେନ୍‌ ଏବଂ କାର୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯେତେବେଳେ ଟ୍ରେନ୍‌ ରେଳ କ୍ରସିଂ ନିକଟରେ ଯାଉଥିଲା, ସେତେବେଳେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri