Tag Archives: Home Middle

ମଦ ଦୁର୍ନୀତିର ଷ୍ଟିଙ୍ଗ୍‌ ଅପରେଶନ, ଦୁର୍ନୀତି ବିରୋଧରେ ଲଢ଼ିବାକୁ ଶପଥ ନେଇଥିବା ଏଏପି ହୋଇଛି ଦୁର୍ନୀତିଗ୍ରସ୍ତ…

ନୂଆଦିଲ୍ଲୀ, ୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି ଏକ ଭିଡିଓ ଜାରି କରିଛି। ଭାଜପା ଏହାକୁ ଷ୍ଟିଙ୍ଗ ଅପରେଶନ ବୋଲି କହିଛି। ଏହା...

ଦିଲ୍ଲୀ ବନାମ କେନ୍ଦ୍ର: ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର, ସେପ୍ଟେମ୍ବର ୭ରେ ଶୁଣାଣି…

ନୂଆଦିଲ୍ଲୀ, ୫।୯ : ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ଙ୍‌ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସେପ୍ଟେମ୍ବର ୭...

ଅସ୍ଥା ଭୋଟରେ ଜିତିଲେ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ଭୋଟରେ ସୋମବାର ବିଜୟୀ ହୋଇଛନ୍ତି। ତାଙ୍କୁ ୪୮ ଜଣ ବିଧାୟକଙ୍କ ସମର୍ଥନ ମିଳିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ଅଧିକ। ଭୋଟ ସମୟରେ ଭାଜପା ବିଧାୟକମାନେ ଗୃହତ୍ୟାଗ କରିଥିଲେ। ଆସ୍ଥା...

ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ସଞ୍ଜୟ…

ମୁମ୍ବାଇ, ୫।୯ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପାତ୍ରା ଚାଲ ସ୍କାମ ମାମଲାରେ ଗତ ମାସରେ ରାଉତଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ...

ପୃଥିବୀର ପ୍ରଥମ ନିଃଶ୍ୱାସରେ ନେଇ ହେଉଥିବା କରୋନା ଟିକା, ଜରୁରୀ କାଳୀନ ବ୍ୟବହାର ଲାଗି ଚାଇନାର ମଞ୍ଜୁରୀ …

ବେଜିଂ, ୫।୯ : ନିଃଶ୍ୱାସରେ ନେଇ ହେଉଥିବା ପୃଥିବୀର ପ୍ରଥମ କରୋନା ଟିକାକୁ ଚାଇନା ଜରୁରୀ କାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି। ଛୁଞ୍ଚିମୁକ୍ତ ଟିକା ଏଡି-୫-ଏନ୍‌ କୋଭ୍‌କୁ ବ୍ୟବହାର କରିବାରେ ଚାଇନା ପ୍ରଥମ ଦେଶ ହୋଇପାରିଛି। ଏହି...

ଦିଲ୍ଲୀରେ ଶେଖ ହାସିନା…

ନୂଆଦିଲ୍ଲୀ, ୫।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀର ପହଞ୍ଚିଛନ୍ତି। ତାଙ୍କୁ ଭାରତ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ପର୍ଦ୍ଧନା ପ୍ରଦାନ କରାଯାଇଛି। ୨୦୧୯ ପରେ ଏହା ହାସିନା ଙ୍କ ପ୍ରଥମ ଭାରତ...

ବିଶ୍ୱାସ ପ୍ରସ୍ତାବ ଆଗତ କଲେ ହେମନ୍ତ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ କରାଯାଇଛି। ପ୍ରବଳ ପାଟିତୁଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କ ପକ୍ଷରୁ ବିଶ୍ୱାସ ପ୍ରସ୍ତାବ ଆଗତ କରାଯାଇଛି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ସୋରେନ...

ଧାର୍ମିକ ନାମ-ପ୍ରତୀକ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ଇସିଙ୍କୁ ନୋଟିସ୍‌…

ନୂଆଦିଲ୍ଲୀ, ୫।୯ : ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରକୃତରେ ଧାର୍ମିକ ନାମ ଏବଂ ପ୍ରତୀକ...

ଶିବସୈନିକ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ଶିନ୍ଦେ କରିବେ ସର୍ଭେ …

ମୁମ୍ବାଇ, ୫।୯ : ଉଦ୍ଧବ ଠାକରେଙ୍କ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ବର୍ତ୍ତମାନ ତାଙ୍କ ନିଷ୍ପତ୍ତିରେ ଶିବ ସୈନିକ କେତେ ସନ୍ତୁଷ୍ଟ ଅବା ଅସନ୍ତୁଷ୍ଟ ଅଛନ୍ତି ସେ ନେଇ ଚିନ୍ତିତ ଅଛନ୍ତି। ସମ୍ପ୍ରତିି ଆଦିତ୍ୟ...

ଆମେରିକାର ଚିନ୍ତା ବଢ଼ାଉଛି ତୁର୍କୀ, ନାଟୋ ସଦସ୍ୟ ହୋଇ ରୁଷିଆକୁ କରୁଛି ସହାୟତା…

ଓ୍ବାଶିଂଟନ, ୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହା ଯୋଗୁ ୟୁରୋପରେ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ବିରୁଦ୍ଧରେ ରୁଷିଆ ୟୁରୋପକୁ ତୈଳ ଓ ଗ୍ୟାସ...

କଂଗ୍ରେସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି, ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତିରେ ହେବ ଖୋଳତାଡ଼…

ବେଙ୍ଗାଲୁରୁ, ୫।୯ : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କର୍ନାଟକରେ କଂଗ୍ରେସ ଶାସନ ସମୟରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ ହେବ। ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାଙ୍କ...

ଆଜି ଆସୁଛନ୍ତି ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୫ା୯(ବ୍ୟୁରୋ):ଓଡ଼ିଶାର ନବନିଯୁକ୍ତ ଭାଜପା ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ସୋମବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏଥିଲାଗି ସମସ୍ତ ଭାଜପା ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri