Tag Archives: Home Middle

କୋହଲିଙ୍କ ଜବରଦସ୍ତ ବ୍ୟାଟିଂ: ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୯: ଏସିଆ କପ୍‌ ୨୦୨୨ ସୁପର୍‌-୪ ଏକ ମ୍ୟାଚ୍‌ରେ ରବିବାର ଭାରତ ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୮୧ ରନ୍‌ ସଂଗ୍ରହ କରିଛି। ଟସ୍‌ ହାରି ପ୍ରଥମେ...

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୪।୯:ଏସିଆ କପରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟୁଛନ୍ତି। ସୁପର୍‌-୪ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌ ପାଇଁ...

ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୪।୯: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସାଇରସ ମିସ୍ତ୍ରୀଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି। ମୃତୁ୍‌ୟ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ସେ କାର୍‌ରେ ଗୁଜରାଟରୁ ମୁମ୍ବାଇ ଫେରୁଥିବାବେଳେ ମୁମ୍ବାଇର ପାଲଘର ନିକଟରେ...

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ଦୁବାଇ,୪।୯: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଆଠ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ। ସୁପର-୪ ରାଉଣ୍ଡରେ ଭାରତ...

ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଟିଟିପିର ଧମକ, ସର୍ତ୍ତ ଉଲ୍ଲଂଘନ କରୁଛନ୍ତି ସରକାର, ଏବେ ହଟିବ ଅସ୍ତ୍ରବିରତି…

ଇସଲାମାବାଦ, ୪।୯ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଏହାର ମାସେ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟ ଅସ୍ତ୍ରବିରତି ଶେଷ କରିବାକୁ ଘୋଷଣା କରିଛି। ଆଫଗାନିସ୍ତାନ ତାଲିବାନ ଚୁକ୍ତିନାମାକୁ ପାକିସ୍ତାନ ସରକାର ପାଳନ କରୁ ନ ଥିବା ସଂଗଠନ କହିଛି। ଏହି...

ଆଇନମନ୍ତ୍ରୀ ଅବସର ପ୍ରାପ୍ତ ବିଚାରପତି ମୁହାଁମୁହିଁ…

ନୂଆଦିଲ୍ଲୀ, ୪।୯ : ଅଭିବ୍ୟକ୍ତିର ସ୍ବାଧୀନତା ଅଭାବ ଥିବା ମନ୍ତବ୍ୟ ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ଏନ. ଶ୍ରୀକୃଷ୍ଣଙ୍କୁ ସମାଲୋଚନା କରିଛନ୍ତି। ରିଜିଜୁ କହିଛନ୍ତି ଯେ ଯେଉଁମାନେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ କୌଣସି ପ୍ରତିବନ୍ଧକ...

ଦେଶ ପାଇଁ ଛିଡ଼ା ହେବାକୁ ପଡ଼ିବ, ନହେଲେ ଦେଶ ବଞ୍ଚିବ ନାହିଁ: ରାହୁଲ…

ନୂଆଦିଲ୍ଲୀ, ୪।୯ : ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଭାଜପାକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବଡ ରାଲିର ଆୟୋଜନ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାବେଶକୁ ସମ୍ବୋଧିତ କରି କହିଛନ୍ତି,...

କମ୍ପ୍ୟୁଟର-ଟୁଇଟ-ମେସେଜ ନୁହେଁ କଠିନ ପରିଶ୍ରମରେ ଗଠନ ହୋଇଥିଲା କଂଗ୍ରେସ ଦଳ: ଆଜାଦ…

ଜମ୍ମୁ, ୪।୯ : ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଜମ୍ମୁରୁ ତାଙ୍କର ନୂତନ ରାଜନୈତିକ କ୍ୟାରିୟରର ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ ରବିବାର ସୈନିକ କଲୋନୀରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ...

ପୂର୍ବ ନାଗାଲାଣ୍ଡକୁ ନେଇ ଅଲଗା ରାଜ୍ୟ ଗଠନ ଲାଗି ୨୦ ବିଧାୟକ ଏକଜୁଟ…

କୋହିମା, ୪।୯ : ଆସନ୍ତା ବର୍ଷ ଆରମ୍ଭରେ ନାଗାଲାଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବ ଭାଗକୁ ଅଲଗା କରି ଏକ ନୂତନ ରାଜ୍ୟ ଗଠନ ପାଇଁ ଦାବି ଜୋର ଧରିଛି। ୨୦ ଜଣ ବିଧାୟକ ମଧ୍ୟ...

ଶିନ୍ଦେଙ୍କ ଗଣପତି କୂଟନୀତି…

ମୁମ୍ବାଇ, ୪।୯ : ଗଣେଶ ପୂଜା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଣପତି କୂଟନୀତି ଆରମ୍ଭ କରିଛନ୍ତି। ତାଙ୍କ ବାସଭବନରେ ଗଣପତିଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଗଣପତିଙ୍କ ଦର୍ଶନ ପାଇଁ ଅନ୍ୟ...

ଭାରତ ଗସ୍ତ ପୂର୍ବରୁ ହସିନାଙ୍କ ମନ୍ତବ୍ୟ, ରୋହିଙ୍ଗ୍ୟା ଦେଶ ପାଇଁ ପାଲଟିଛନ୍ତି ବୋଝ…

ଢାକା, ୪।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର, ସେପ୍ଟେମ୍ବର ୫ ରେ ଭାରତ ଗସ୍ତରେ ଆସିବେ। ଏହାପୂର୍ବରୁ ସେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସମସ୍ୟା ଏବଂ ହିନ୍ଦୁ ମନ୍ଦିର ଭାଙ୍ଗିବା ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିଷୟରେ...

ହଲ୍ଲାବୋଲ ରାଲି ନେଇ ଭାଜପାର କଟାକ୍ଷ, ରାହୁଲ ରିଲଞ୍ଚିଂର ୫ମ ସିଜିନ୍‌…

ନୂଆଦିଲ୍ଲୀ, ୪।୯ :  ରାହୁଲ ଗାନ୍ଧୀଙ୍କ ଦ୍ୱାରା କଂଗ୍ରେସର ହଲ୍ଲାବୋଲ ରାଲି ନେଇ ଭାଜପା କଟାକ୍ଷ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ମୁଖପାତ୍ର ଶାହାଜାଦ ପୁନାୱାଲା ରବିବାର କହିଛନ୍ତି ଯେ ବିଫଳ ରକେଟର ବାରମ୍ବାର ଉତକ୍ଷେପଣ ଦ୍ୱାରା ନାସା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri