Tag Archives: Home Middle

ଶୁକ୍ରବାର ଆଇଏନଏସ୍‌ ବିକ୍ରାନ୍ତ ନୌସେନାରେ ହେବ ସାମିଲ…

ନୂଆଦିଲ୍ଲୀ, ୧।୯ : ଭାରତରେ ନିର୍ମିତ ବିମାନ ପରିବହନକାରୀ ଆଇଏନଏସ୍‌ ବିକ୍ରାନ୍ତ ସେପ୍ଟେମ୍ବର ୨ (ଶୁକ୍ରବାର) ନୌସେନାରେ ସାମିଲ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ସ୍ବଦେଶୀ ବିମାନ ପରିବହନକାରୀ ପୋତକୁ ଲୋକାର୍ପିତ କରିବେ। ମେକ ଇନ ଇଣ୍ଡିଆ...

୧୧୯ ବର୍ଷ ପରେ ନାଗାଲାଣ୍ଡକୁ ମିଳିଲା ଦ୍ୱିତୀୟ ରେଳ ଷ୍ଟେଶନ…

କୋହିମା, ୧।୯ :  ନାଗାଲାଣ୍ଡର ଶୋଖୁଭିରେ ରାଜ୍ୟର ଦ୍ୱିତୀୟ ରେଳ ଷ୍ଟେଶନ ସ୍ଥାପିତ ହୋଇଛି। ଦୀର୍ଘ ୧୧୯ ବର୍ଷ ପରେ ରାଜ୍ୟକୁ ଦ୍ୱିତୀୟ ଷ୍ଟେଶନ ମିଳିଛି। ଦିମାପୁରରେ ୧୯୦୩ ମସିହାରେ ପ୍ରଥମ ରେଳ ଷ୍ଷେଶନ ନିର୍ମିତ ହୋଇଥିଲା ମୁଖ୍ୟମନ୍ତ୍ରୀ ନେଫ୍ୟୁ...

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ୨ ଜୈଶ୍‌ ଆତଙ୍କବାଦୀ ନିହତ…

ନୂଆଦିଲ୍ଲୀ, ୧।୯ : ଜମ୍ମୁ- କଶ୍ମୀରର ବାରମୁଳା ଜିଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ରାତାରାତି ଏନକାଉଣ୍ଟରରେ ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ପୋଲିସ ଏହି ସୂଚନା ଦେଇଛି। ବୁଧବାର ରାତିରେ ସୁରକ୍ଷା ବାହିନୀ କର୍ଡନ...

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଜଗନ ମୋହନ-ଗୌତମ ଆଦାନୀଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରେ ଏକ ମାମଲା ଦାୟର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର କୋର୍ଟ ଦ୍ୱାରା ଏହି...

ଦାଉଦଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନ୍‌ଆଇଏ…

ନୂଆଦିଲ୍ଲୀ, ୧।୯ : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ବିରୋଧରେ ଭାରତରେ କାର୍ଯ୍ୟ ତୀବ୍ର ହୋଇଛି। ପ୍ରକାଶ ଯେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହା ବ୍ୟତୀତ ଅଣ୍ଡରୱାଲର୍‌ଡ...

କଂଗ୍ରେସକୁ ପୁଣି ଝଟ୍‌କା, ଗୁଲାମ ନବୀଙ୍କ ସମର୍ଥନରେ ୩୬ ଛାତ୍ରନେତାଙ୍କ ଇସ୍ତଫା…

ନୂଆଦିଲ୍ଲୀ, ୧।୯ : କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦ ଏକ ବିବୃତ୍ତି ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି...

୧୦୦ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର…

ନୂଆଦିଲ୍ଲୀ, ୧।୯ : ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ ୯୧ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଗତ ପାଞ୍ଚ...

ସଂକ୍ରମଣ ହାର ୨.୯୮ ପ୍ରତିଶତ…

ନୂଆଦିଲ୍ଲୀ, ୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର...

ରାଜନୀତି ଏତେ ଖରାପ ବୋଲି ଆଗରୁ ଜାଣିଥିଲେ କେବେ ବି ଏଠାକୁ ଆସି ନ ଥାନ୍ତି: ମମତା ବାନାର୍ଜୀ…

କୋଲକାତା, ୧।୯ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ରୀୟ ଏଜେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଷେକ ବାନାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡ଼ି) ଡକାଇଛି। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏଜେନ୍ସିଗୁଡ଼ିକର ଡାକରାକୁ ଖୋଲା...

ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଉପକରଣଗୁଡ଼ିକରୁ ବିଚ୍ଛୁରିତ...

ନିଖୋଜ ବୃଦ୍ଧଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା

ଭୁବନେଶ୍ୱର, ୧।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି,...

ଶିନଜିଆଙ୍ଗରେ ମୁସଲମାନ ମହିଳାଙ୍କୁ ବଳାତ୍କାର କରୁଛନ୍ତି ଚାଇନା ସୈନ୍ୟ: ଜାତିସଂଘ ରିପୋର୍ଟ…

ଜେନେଭା, ୧।୯ : ମିଳିତ ଜାତିସଂଘର ମାନବିକ ଅଧିକାର ରିପୋର୍ଟ ଅନୁଯାୟୀ, ଚାଇନା ଏହାର ଶିନଜିଆଙ୍ଗ ପ୍ରଦେଶରେ ମୁସଲମାନମାନଙ୍କ ଉପରେ ନିର୍ମମ ଭାବେ ଅତ୍ୟାଚାର ଜାରି ରଖିଛି। ସେ ନିଜ ଦେଶରେ ଆତଙ୍କବାଦ ନାମରେ ମୁସଲମାନମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri