Tag Archives: Home Middle

ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ

ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି।...

ଭୋଷ୍ଟୋକ -୨୦୨୨ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ଆମେରିକା…

ମସ୍କୋ, ୩୧।୮ : ରୁଷିଆ ଭାରତ ମିଳିତ ସମାରାଭ୍ୟାସ ଭୋଷ୍ଟୋକ -୨୦୨୨ ଘୋଷଣା ହେବା ପରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭ୍ୟାସରେ ଭାରତ ଏବଂ ଚାଇନାର ୫୦ ହଜାର ସୈନିକ ଅଂଶଗ୍ରହଣ...

ସାଇବର ଅପରାଧରେ ୫ ପ୍ରତିଶତ ବୃଦ୍ଧି, ଆଗରେ ତେଲେଙ୍ଗାନା-ୟୁପି-କର୍ନାଟକ…

ନୂଆଦିଲ୍ଲୀ, ୩୧।୮ : ଗତ ବର୍ଷ ଦେଶରେ ସାଇବର ଅପରାଧ ମାମଲାରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। ଚିନ୍ତାଜନକ ବିଷୟ ହେଉଛି, ଏହି ସମ୍ବନ୍ଧୀୟ ମାମଲାଗୁଡ଼ିକର ଏକ ତୃତୀୟାଂଶରେ ଚାର୍ଜ ଶିଟ ଦାଖଲ କରାଯାଇଛି। ଏହି ସୂଚନା ଏନସିଆର୍‌ବି ରିପୋର୍ଟ...

ଚେକ୍‌ ବାଉନ୍ସ୍‌ ମାମଲାର ଶୁଣାଣି ପାଇଁ ୫ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀ ହାଇକୋର୍ଟ ପାଞ୍ଚଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ ଚେକ ବାଉନ୍ସ ମାମଲାର ଶୁଣାଣି ପାଇଁ ସ୍ଥାପିତ ସ୍ବତନ୍ତ୍ର କୋର୍ଟର ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ କରିଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା...

ଛତିଶଗଡ଼ ରାଜନୀତିରେ ଲେମ୍ବୁ-ଲଙ୍କା ଏଣ୍ଟ୍ରି…

ରାଞ୍ଚି, ୩୧।୮ : ଲେମ୍ବୁ ଏବଂ ଲଙ୍କା ଏବେ ଛତିଶଗଡ ରାଜନୀତିରେ ଏଣ୍ଟ୍ରି କରିଛି। ରାଜ୍ୟରେ ବଢୁୁଥିବା ଅପରାଧ ସମ୍ପର୍କରେ ଭାଜପା ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ପୋଲିସ ଷ୍ଟେଶନରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ଉଚିତ। ପୋଲିସ ଦ୍ୱାରା...

କେସିଆର-ନୀତୀଶ ଭେଟ,ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତାଙ୍କ ସାକ୍ଷାତ ବୋଲି ସୁଶୀଲ ମୋଦିଙ୍କ କଟାକ୍ଷ…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ ନେଇ ଭାଜପା ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ...

ପ୍ରଥମ ଭର୍ଚୁଆଲ ସ୍କୁଲର ଶୁଭାରମ୍ଭ କଲେ କେଜରିଓ୍ବାଲ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ କେତେକ ବଡ଼ ଘୋଷଣା କରିଛନ୍ତି। ଏଥି ମଧ୍ୟରୁ ସବୁଠାରୁ ବିଶେଷ ଏବଂ ଭିନ୍ନ ଘୋଷଣା ହେଉଛି ବିଶ୍ୱର ପ୍ରଥମ ଭର୍ଚୁଆଲ ବିଦ୍ୟାଳୟର ଶୁଭାରମ୍ଭ। ଦେଶର...

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସେ ଟୁଇଟ କରି ଲେଖିଛନ୍ତି ଯେ ଏଜେନ୍ସିର ଅଧିକାରୀଙ୍କ ପ୍ରତି...

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ସହିଦ ହୋଇଥିବା ୧୯ ଜଣ ଭାରତୀୟ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା...

ଭାରତ-ଫ୍ରାନ୍ସ ରଣନୀତିକ ଚୁକ୍ତି ନେଇ ଆଲୋଚନା…

ନୂଆଦିଲ୍ଲୀ/ପ୍ୟାରିସ, ୩୧।୮ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଙ୍ଗଳବାର ପ୍ୟାରିସରେ ଏକ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡା ସହିତ ପାରସ୍ପରିକ ସ୍ବାର୍ଥର କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ...

ଗର୍ଭାଶୟ କର୍କଟ ପାଇଁ ପ୍ରଥମ ସ୍ବଦେଶୀ ଟିକାର ଗୁରୁବାର ଶୁଭାରମ୍ଭ…

ନୂଆଦିଲ୍ଲୀ, ୩୧।୮ : ଗର୍ଭାଶୟ କର୍କଟ ବିରୋଧରେ ଭାରତ ପ୍ରଥମ ସ୍ବଦେଶୀ ଟିକା ପାଇବାକୁ ଯାଉଛି। ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ସେପ୍ଟେମ୍ବର ୧ରେ ଶୁଭାରମ୍ଭ ହେବ। ସରକାରୀ ସୂତ୍ର ଅନୁଯାୟୀ, ଭାରତର...

ଚିନୁକ୍‌ ହେଲିକପ୍ଟର ଇଞ୍ଜିନରେ ନିଆଁ ଲାଗିବା ଆଶଙ୍କା, ବୋଇଙ୍ଗ୍‌ କମ୍ପାନୀକୁ ଜବାବ ମାଗିଲା ଭାରତ…

ନୂଆଦିଲ୍ଲୀ, ୩୧।୮ : ଭାରତୀୟ ସେନାର ବଡ ଶକ୍ତି କୁହାଯାଉଥିବା ଚିନୁକ୍‌ ହେଲିକପ୍ଟର ବିଷୟରେ ଏକ ବଡ଼ ଖବର ଆସିଛି। ଆମେରିକାର ସେନା ସମସ୍ତ ଚିନୁକ୍‌ ହେଲିକପ୍ଟରକୁ ଏହାର ସେନାର କୌଣସି ଅପରେଶନ କିମ୍ବା ଟ୍ରେନିଂରେ ବ୍ୟବହୃତ ନ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri