Tag Archives: Home Middle

ଧ୍ୟାନ ହଟାଇବା ଲାଗି ଏଏପି କରିଛି ଯୋଜନା, ୭ ଭାଜପା ଏମ୍‌ପି ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ୭ ଜଣ ଭାଜପା ଏମ୍‌ପି  ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ଭାଜପା ବିଧାୟକ କିଣିବା ଅଭିଯୋଗ ମଦ ନୀତି...

ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ...

ଭୋଟର ତାଲିକା ବିନା କିଭଳି ହେବ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନ, ମନୀଷ ତିଓ୍ବାରୀଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ, ୩୧।୮ : କଂଗ୍ରେସର ବରିଷ୍ଠ ତଥା ଅସନ୍ତୁଷ୍ଟ ଜି-୨୩ର ସଦସ୍ୟ ମନୀଷ ତିୱାରୀ ଦଳର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭୋଟର ତାଲିକା ବିନା କିପରି ନିର୍ବାଚନ ନିରପେକ୍ଷ ହେବ? ନିରପେକ୍ଷ...

ଥମୁଛି କରୋନା…

ନୂଆଦିଲ୍ଲୀ, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୫ ହଜାର...

ତାଜମହଲ ନାମ ପରିବର୍ତ୍ତନ ପାଇଁ ଆଗତ ହେବ ପ୍ରସ୍ତାବ…

ଆଗ୍ରା, ୩୧।୮ : ତାଜମହଲର ନାମ ତେଜୋ ମହଲକୁ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଆଗ୍ରା ମ୍ୟୁନିସିପାଲ କର୍ପୋରେଶନରେ ବୁଧବାର ଅଣାଯିବ। ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଆଗ୍ରାର ୮୦ ରୁ ଅଧିକ ରାସ୍ତା ଏବଂ ଛକର ନାମ...

ହୁବଲି ଇଦଗାହ ପଡ଼ିଆରେ ଗଣେଶ ଉତ୍ସବ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ବେଙ୍ଗାଲୁରୁ, ୩୧।୮ : କର୍ନାଟକ ହାଇକୋର୍ଟ ହୁବଲି-ଧାରୱାଡର ଇଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଧାର୍ମିକ କାର୍ଯ୍ୟକୁ ଅନୁମତି ନଦେବାକୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଗଣେଶ ପ୍ରତିମା ସ୍ଥାପନ ପାଇଁ ପ୍ରସ୍ତୁତି...

ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…

ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ଛଡ଼ାଇ ନେଇଛନ୍ତି। ବର୍ତ୍ତମାନ ସେ ଆଖୁ ଏବଂ ଶିଳ୍ପ ବିଭାଗରେ କାର୍ଯ୍ୟ...

ସାବତ ବାପା ନିଜର କର୍ତ୍ତବ୍ୟ ପାଳନ କଲେ ପୁତ୍ର ଦାୟିତ୍ୱ ପାଳନକୁ ମନା କରିପାରିବେ ନାହିଁ, ହାଇକୋର୍ଟ…

କୋଲକାତା, ୩୦।୮ : ଏକ ମାମଲାର ବିଚାର କରି କୋଲକାତା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଯଦି ସାବତ ବାପା ପୁତ୍ରଙ୍କ ପ୍ରତି ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରିଥାନ୍ତି। ତେବେ ସେଭଳି କ୍ଷେତ୍ରରେ ସାବତ ପୁତ୍ର...

ଭାରତ ପୃଥିବୀର ଶକ୍ତିଶାଳୀ ଦେଶ, ମୋଦିଙ୍କ କଥାରେ ବନ୍ଦ ହୋଇଥିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ଜୟପୁର, ୩୦।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଉଦୟପୁରରେ ପହଞ୍ଚିଛନ୍ତି। ସେ ଏଠାରେ ପନ୍ନାଧାୟ ଉଦ୍ୟାନ ଏବଂ ପ୍ରତିମୂର୍ତ୍ତିର ଲୋକାର୍ପଣ କରଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱରେ ଏକ...

ଶ୍ରୀଲଙ୍କାରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ, ଭାରତ-ଚାଇନା ହସ୍ତକ୍ଷେପରୁ ଦୂରେଇ ରହିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ…

କଲମ୍ବୋ, ୩୦।୮ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ମଙ୍ଗଳବାର କହିଛନ୍ତି ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଏକ ବେଲଆଉଟ୍‌ ପ୍ୟାକେଜ ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ସେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ...

ବିହାରରେ କ୍ଷମତାରୁ ହଟିବା ପରେ ଭାଜପା ହୋଇଛି ଅବସାଦଗ୍ରସ୍ତ, କହିଲେ ଉପେନ୍ଦ୍ର କୁଶଓ୍ବାହା…

ପାଟନା, ୩୦।୮ : ବିହାରରେ ଭାଜପା କ୍ଷମତାରୁ ହଟିବା ପରେ ଦଳ ଅବସାଦଗ୍ରସ୍ତ ହୋଇଛି। ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି। ମଙ୍ଗଳବାର ସମସ୍ତିପୁରରେ ପହଞ୍ଚି କୁଶଓ୍ବାହା ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି।...

୧୦ ଦିନ ମଧ୍ୟରେ ସିସୋଡିଆଙ୍କୁ ଗିରଫ କରାଯିବା ଆଶଙ୍କା, କେଜରିଓ୍ବାଲଙ୍କ ଦାବି …

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦାବି କରିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ ଦ୍ୱାରା ଏକ ଅନୌପଚାରିକ କ୍ଲିନ ଚିଟ ଦିଆଯାଇଛି। କିନ୍ତୁ ରାଜନୈତିକ ଚାପରେ ତାଙ୍କୁ ଏକ ସପ୍ତାହ କିମ୍ବା ଦଶ ଦିନ ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri