Tag Archives: Home Middle

ଲୋକ ସଭାର ପ୍ରଥମ ଅଧିବେଶନ ୧୮ରୁ

ନୂଆଦିଲ୍ଲୀ,୧୧।୬: ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୧୮ରୁ ଆରମ୍ଭ ହେବ । ଏହା ନବ ନିର୍ବାଚିତ ଏମପିଙ୍କ ଶପଥରୁ ଆରମ୍ଭ ହେବ। ପ୍ରଥମ ଦୁଇ ଦିନରେ, ପ୍ରୋଟେମ ସ୍ପିକର ୫୪୩ ନିର୍ବାଚିତ ଏମପିଙ୍କ ନିକଟରେ ଶପଥ...

ମୋଦି ଖେଳିଲେ ବଡ଼ ଗେମ୍‌: ଟିଡିପି-ଜେଡିୟୁ ସମେତ ଏନ୍‌ଡିଏ ସହଯୋଗୀଙ୍କୁ ଦେଲେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୧୦।୬: ମୋଦି ସରକାର ୩.୦ର ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପରେ ସୋମବାର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟାଯାଇଛି। ମୋଦି ୨.୦ ପରି ୩.୦ରେ ମଧ୍ୟ ଭାଜପା ନିଜ ସହ ବଡ଼ ମନ୍ତ୍ରଣାଳୟ ରଖିଥିବାବେଳେ ଏନ୍‌ଡିଏ ସହଯୋଗୀଙ୍କୁ ଏମଏସଏମଇ, ବିମାନ...

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଶାହାଙ୍କୁ ସ୍ବରାଷ୍ଟ୍ର, ରାଜନାଥଙ୍କୁ ପ୍ରତିରକ୍ଷା, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ...

ତୃତୀୟ ପାଳିର ପ୍ରଥମ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣ...

ରାଜନୀତିରୁ ସନ୍ୟାସ ପରେ ପାଣ୍ଡିଆନ ଏବେ କେଉଁଠି ରହିବେ, ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌। ରବିବାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିବା ସହ ହାତ ଯୋଡି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ ମାଗିଛନ୍ତି...

ମନ୍ତ୍ରୀଙ୍କୁ କେବେ ମିଳିବ ପୋର୍ଟଫୋଲିଓ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମୋଟ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ ଭାଜପାର ଏବଂ ୫ ମନ୍ତ୍ରୀ ପଦବୀ ସହଯୋଗୀ ଦଳଙ୍କୁ ଦିଆଯାଇଛି। ମୋଦୀ ୩.୦ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିମଧ୍ୟରୁ ୩୦ଜଣ...

କାହିଁକି ନଡ୍ଡା ହେଲେ ମନ୍ତ୍ରୀ, କିଏ ହେବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ରେସରେ…

ନୂଆଦିଲ୍ଲୀ,୧୦।୬: ୨୦୧୪ ପରଠାରୁ ପ୍ରତି ପାଞ୍ଚ ବର୍ଷରେ ଭାଜପା ସଂଗଠନରେ ଅନେକଗୁଡ଼ିଏ ନିର୍ବାଚନ ଏବଂ ପରିବର୍ତ୍ତନ ଆସିଛି। ପ୍ରତ୍ୟେକ ଥର ରିଲେ ଦୌଡ଼ ପାଇଁ ବେଟନ ହସ୍ତାନ୍ତର କରିବାରେ ଏକ ସମୃଦ୍ଧତା ରହିଆସିଛି। ନିର୍ବାଚନ ଜିତି ଦଳ କ୍ଷମତାକୁ ଆସେ।...

ଟିଡିପି, ଜେଡିୟୁ, ଭାଜପା କାହାକୁ ମିଳିବ ବାଚସ୍ପତି ପଦ? କାହିଁକି ଫସି ରହିଛି ପେଞ୍ଚ

ନୂଆଦିଲ୍ଲୀ,୧୦।୬: ଲୋକ ସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ପାଇବା ପରେ ମୋଦି ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦିଙ୍କ ସହ ତାଙ୍କର ୭୧ ମନ୍ତ୍ରୀ (ମୋଦି କ୍ୟାବିନେଟ ୨୦୨୪) ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳର ଶପଥ...

ମୋଦି ନେଲେ ନିଷ୍ପତ୍ତି, ବଡ଼ କଥା କହିଦେଲା କଂଗ୍ରେସ

ନୂଆଦିଲ୍ଲୀ, ୧୦।୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ଏହାର ଠିକ ଗୋଟିଏ ଦିନ ପରେ ଅର୍ଥାତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ...

ବିଧାୟକମାନେ କେତେ ଦରମା ପାଆନ୍ତି ଜାଣନ୍ତୁ…

ଭୁବନେଶ଼୍ବର, ୧୦ା୬: ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବହୁମତ ହାସଲ କରି ଭାଜପା ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଏହାରି ମଧ୍ୟରେ କିଛି ପୁରୁଣା ନେତା ନିର୍ବାଚନ ଜିତିଥିବା ବେଳେ ଆଉ...

ଗିରିଶ ମୁର୍ମୁ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଖୋଲାଖୋଲି ଏମିତି କହିଦେଲେ ତୋମାର

ଭୁବନେଶ୍ବର,୧୦।୬:ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି କୁହାଯାଉଛି। ଏସବୁ ଭିତରେ...

୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୧୦।୬: ବିହାର, ବଙ୍ଗଳା, ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ଉପନିର୍ବାଚନ ତାରିଖ ଘୋଷଣା କରିଛି । ୧୩ଟି ଆସନରେ ଉପନିର୍ବାଚନ ପାଇଁ ଜୁଲାଇ ୧୦ରେ ଭୋଟ ଅନୁଷ୍ଠିତ ହେବ। ଜୁଲାଇ ୧୦ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri