Tag Archives: Home Middle

ନିର୍ଣ୍ଣାୟକ ମୋଡ଼ରେ ଆଣବିକ ଚୁକ୍ତି

ଓ୍ବାଶିଂଟନ/ତେହରାନ,୨୫ା୮: ୨୦୧୫ ଇରାନ ଆଣବିକ ଚୁକ୍ତିର ପୁନଃ ପ୍ରଚଳନ ପାଇଁ ତେହରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଗକୁ ବଢ଼ିବା ନିମନ୍ତେ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଷ୍ପତ୍ତି ନେଇପାରନ୍ତି। ତେବେ ଏହି ଐତିହାସିକ ଡିଲ୍‌କୁ ପୁଣି...

ମିଳିଲା ମଙ୍ଗଳ ମାଟି ଉପଯୋଗୀ ଉଦ୍ଭିଦ

ନୂଆଦିଲ୍ଲୀ, ୨୫ା୮: ମଙ୍ଗଳରେ ମନୁଷ୍ୟ ରହିପାରିବା ଭଳି ପରିବେଶ ସୃଷ୍ଟି ନିମନ୍ତେ ଗବେଷଣାରତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଜଳ ଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ)...

ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଏକ ରେଲୱେ ଷ୍ଟେଶନରେ ରକେଟ ଆକ୍ରମଣ କରିଛନ୍ତି । ଆଉ ଏହି...

‘ସୋନିଆଙ୍କୁ ନୁହେଁ, କ’ଣ ନଡାଙ୍କୁ ଭେଟିବି’

ନୂଆଦିଲ୍ଲୀ,୨୪।୮: ୨୦୧୯ ଲୋକ ସଭା ନିର୍ବାଚନ ପରଠାରୁ କଂଗ୍ରେସ ଦଳର ପୂର୍ଣ୍ଣକାଳୀନ ସଭାପତି କିଏ ହେବ ସେନେଇ ଚର୍ଚ୍ଚା ଜାରି ରହିଛି। ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ରହିବେ ନା ଗାନ୍ଧୀ ପରିବାର ବାହାରେ ଥିବା କୌଣସି କଂଗ୍ରେସ ନେତା...

ଡିସେମ୍ବର ୨୭ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ଅଫିସ,୨୪ା୮: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଯାତ୍ରା ଦୀର୍ଘ ୧୧ ଦିନ ବ୍ୟାପୀ ୨୦୨୩ ଜାନୁୟାରୀ ୬ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ଯୋଗୁ ଦୀର୍ଘ ୨...

ଯୁକ୍ତ ୩ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୩ ନାମଲେଖା ଅବଧି ବଢ଼ାଇ ଦିଆଯାଇଛି। ଅନ୍‌ଲାଇନ ସିଏଫ୍‌ ଆବେଦନ ଶେଷ ତାରିଖ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧କୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ୭ରୁ ୧୧ ପର୍ଯ୍ୟନ୍ତ...

ଏସିଆ କପ୍‌ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି। ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତର...

ସେପ୍ଟେମ୍ବର ୩ରୁ ସ୍ପେଶାଲ ଓଜେଇଇ, ୪ ଶିଫ୍ଟରେ ପରୀକ୍ଷା ଦେବେ ପିଲା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ସେପ୍ଟେମ୍ବର ୩ରୁ ସ୍ପେଶାଲ ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ରେ ଏହି ପରୀକ୍ଷା କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ୪ଟି ଶିଫ୍ଟରେ ପରୀକ୍ଷା କରାଯିବ। ପରୀକ୍ଷା...

ଆସ୍ଥା ଭୋଟରେ ଜିତିଲେ ନୀତୀଶ କୁମାର

ପାଟନା,୨୪।୮: ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଠନ କରିଥିବା ନୀତୀଶ କୁମାର ବୁଧବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ୧୬୦ ନୀତୀଶ ସରକାରଙ୍କ ସପକ୍ଷରେ ଏବଂ ବିପକ୍ଷରେ ଶୂନ ଭୋଟ...

ରାହୁଲ ନିଜେ ଦେଇଥିଲେ ଇସ୍ତଫା, କେହି ତାଙ୍କୁ ଏନେଇ କହି ନଥିଲେ…

ନୂଆଦିଲ୍ଲୀ, ୨୪।୮ : କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ବୁଧବାର ପୁଣି ଥରେ କଂଗ୍ରେସରେ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଦଳରେ କିଛି ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣାଯାଏ ତେବେ କଂଗ୍ରେସର ପୁନଉର୍ଦ୍ଧାର...

ଇଶାନିନ୍ଦା ଆଇନ ପାଲଟିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାରର ମାଧ୍ୟମ, ୨୦୨୧ରେ ୫୮୫ ଗିରଫ…

ଇସଲାମାବାଦ, ୨୪।୮ : ପାକିସ୍ତାନରେ ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏବଂ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇଶା ନିନ୍ଦା ଆଇନ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାରର ସବୁଠାରୁ...

ପଞ୍ଜାବରେ ଗ୍ୟାଙ୍ଗ୍‌ ଓ୍ବାର ଆଶଙ୍କା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି..

ଚଣ୍ଡିଗଡ଼, ୨୪।୮ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ଜଗୁ ଭଗବାନପୁରିଆ ସେମାନଙ୍କ କୋର୍ଟରେ ହାଜର ହେବା ସମୟରେ ଆକ୍ରମଣ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ କେନ୍ଦ୍ରୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri