Tag Archives: Home Middle

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍‌ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ...

୫୦୦ ଫୁଟ ତଳକୁ ଖସିଲା ଟ୍ରକ୍‌: ୯ ପାକିିସ୍ତାନୀ ସୈନ୍ୟ ମୃତ, ୪ ଗୁରୁତର

ଇସଲାମାବାଦ,୨୧ା୮: ରବିବାର ପାକ୍‌ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ଟ୍ରକ୍‌ଟି ୫୦୦ ଶହ ଫୁଟ ଗଭୀରକୁ ଖସି ପଡ଼ିଥିଲା। ଫଳରେ ୯ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ସେନା...

ମହାକାଳପଡ଼ା ଡଙ୍ଗା ଭାସିଯିବା ଘଟଣା: ଉଦ୍ଧାରକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ମହାକାଳପଡ଼ା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅଗ୍ନିଶମ ବାହିନୀ, ବିଡିଓ, ତହସିଲଦାର,...

ନେତାଜୀଙ୍କ ସମ୍ପର୍କରେ ପ୍ରଚାରିତ ହୋଇଛି ମିଥ୍ୟା କାହାଣୀ…

ନୂଆଦିଲ୍ଲୀ, ୨୧।୮ : ନେତାଜୀ ସୁଭାଷ ବୋଷଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ସୁଗାତା ବୋଷ ଅଭିଯୋଗ କରିଛନ୍ତି ଯେ ନେତାଜୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ସୁଯୋଗବାଦୀମାନେ ତାଙ୍କର ନିଖୋଜ ଏବଂ ୧୯୪୫ ପରେ ତାଙ୍କ ଅସ୍ତିତ୍ୱ ବିଷୟରେ ମିଥ୍ୟା...

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା କରୁଛନ୍ତି। ସୋମବାର ଜନ୍ତର ମନ୍ତରରେ ଚାଷୀଙ୍କ ବିରୋଧ ଡାକରା ପୂର୍ବରୁ ଦିଲ୍ଲୀ-ହରିୟାଣାକୁ ସଂଯୋଗ...

ଗାଜିପୁର ବର୍ଡରରେ ରାକେଶ ଟିକାଏତ ଗିରଫ, ବିକେୟୁ ସଦସ୍ୟଙ୍କୁ ସତର୍କ ରହିବାକୁ ସୂଚନା…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ଗାଜିପୁର ବର୍ଡରରେ ଭାରତୀୟ କିଷାନ ୟୁନିଅନ(ବିକେୟୁ)ର ଜାତୀୟ ମୁଖପାତ୍ର ଚୌଧୁରୀ ରାକେଶ ଟିକାଏତଙ୍କୁ ଗିରଫ କରାଯାଇଛି। ତାଙ୍କ ଗିରଫ ହେବା ପରେ ସମସ୍ତ ବିକେୟୁ ସଦସ୍ୟଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି।...

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଆନନ୍ଦ ଶର୍ମା ଦେଲେ ଇସ୍ତଫା…

ନୂଆଦିଲ୍ଲୀ, ୨୧।୮ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ରବିବାର ଦିନ ଦଳର ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ...

ଗହମ ଆମଦାନୀର ଆବଶ୍ୟକତା ନାହିଁ, ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଷ୍ଟକ୍‌…

ନୂଆଦିଲ୍ଲୀ, ୨୧।୮ : ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି, ଭାରତ ଗହମ ଆମଦାନୀ କରିବା ପାଇଁ ସେପରି କୌଣସି ଯୋଜନା ନାହିଁ। ଆମର ଘରୋଇ ଆବଶ୍ୟକତା ପୂରଣ...

ମେହବୁବା ପୁଣି ନଜର ବନ୍ଦୀ, ଘର ସମ୍ମୁଖରେ ସିଆର୍‌ପିଏଫ୍‌ ଗାଡ଼ି…

ଶ୍ରୀନଗର, ୨୧।୮ : ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ...

ଜୟଲଳିତାଙ୍କ ଚିକିତ୍ସାରେ ହୋଇ ନ ଥିଲା କୌଣସି ଅବହେଳା, ବହୁ ଶାରୀରିକ ସମସ୍ୟା ଭୋଗୁଥିଲେ…

ଚେନ୍ନାଇ, ୨୧।୮ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏମ୍ସ ପ୍ୟାନେଲ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିବା କହିଛନ୍ତି। ଏମ୍ସ ଡାକ୍ତରମାନେ କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଜୟଲଳିତା ଡାଇବେଟିସ, ମୁଣ୍ଡ...

ଚାଇନାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ରେଡ୍‌ ଆଲର୍ଟ ଜାରି

ବେଜିଂ,୨୧ା୮: ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ, ଶାନସି, ହେନାନ, ଅନ୍‌ହୁଇ ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଅଧିକ ତାପମାତ୍ରା ଅନୁଭୂତ...

ପ୍ରତିଦିନ ଆରମ୍ଭ ହେଉଛି ସିବିଆଇ-ଇଡ଼ିର ନୂଆ ଖେଳ, ଦେଶର ବିକାଶ କିପରି ହେବ ସମ୍ଭବ…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ନୂତନ ଅବକାରୀ ନୀତିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରବିବାର ସେ ଟୁଇଟ୍‌ କରି କହିଛନ୍ତି ଯେ ଯେଉଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri