Tag Archives: Home Middle

ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ହଟିବା ଆଶଙ୍କା, ୨ ସପ୍ତାହ ମଧ୍ୟରେ ଆସିବ ଇସିଙ୍କ ନିଷ୍ପତ୍ତି…

ରାଞ୍ଚି, ୨୧।୮ : ଖଣି ଲିଜ ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ସମ୍ପର୍କରେ ଆସନ୍ତା ୨ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ(ଇସି) ଏହାର ରାୟ ପ୍ରଦାନ କରିବାର ସମ୍ଭାବନା ରହିଛି। ସୂଚନାନୁସାରେ, ଯଦି ହେମନ୍ତ ସୋରେନଙ୍କ ବିରୋଧରେ...

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଲକାଇଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ) ଏବଂ ଅନସରୁଲ୍ଲା ବାଂଲା ଟିମ୍‌...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସିସୋଦିଆ, ନାଟକ ବନ୍ଦ କରନ୍ତୁ, ମତେ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବି…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀ ନୂତନ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ତାଙ୍କ ବିରୋଧରେ ସିବିଆଇ ଲୁକ ଆଉଟ ସର୍କୁଲାର୍‌ ନୋଟିସ ଜାରି କରିଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ,...

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି ଅଞ୍ଚଳରେ ଥିବା ଛୋଟ ଛୋଟ ଦେଶଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଉଥିଲେ ମଧ୍ୟ...

ଅଭିଯୋଗ ପ୍ରମାଣିତ ହେଲେ ମୋ ସମ୍ପତ୍ତି ଲାଲୁଙ୍କୁ ଉପହାରରେ ଦେଇଦେବି ବୋଲି କହିଲେ ସୁଶୀଲ ମୋଦି…

ପାଟନା,୨୧।୮ : ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଭାଜପା, ଆରଜେଡି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି କାଦୁଅ...

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ, ୨୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ...

ଯୁକ୍ତ୨ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୨ ନାମଲେଖା ଅବଧିକୁ ରାଜ୍ୟ ସରକାର ୫ଦିନ ବୃଦ୍ଧି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନକ୍ରମେ ପରିବର୍ତ୍ତିତ ନାମଲେଖା କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ରାଜ୍ୟର...

ଏବେ ବି ୪.୭୨ ଲକ୍ଷ ଜଳବନ୍ଦୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଫଳରେ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର...

ଅଟକିଛି ୮ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍‌ ରାଜ୍ୟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ରହିଛି। ଏପରି କି ଦେବଗଡ଼, ନବରଙ୍ଗପୁର,...

ପୁଟିନଙ୍କ ଅତି ନିକଟତମ ଅଲେକଜ୍ୟାଣ୍ଡର ଦୁଗିନଙ୍କୁ ହତ୍ୟା ଉଦ୍ୟମ, କାର ବିସ୍ଫୋରଣରେ ଝିଅ ମୃତ

ମସ୍କୋ,୨୧ ।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନର ଅତି ନିକଟତମ ଆଲେକଜ୍ୟାଣ୍ଡର ଦୁଗିନଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ଏକ କାର ବିସ୍ଫୋରଣରେ ଆଲେକଜ୍ୟାଣ୍ଡରଙ୍କ ଝିଅ ଦରୟା ଦୁଗିନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛିଇ...

ଝାଡ଼ଖଣ୍ଡ ୩ ବିଧାୟକଙ୍କୁ ଜାମିନ୍‌, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ଆଣିଲେ ଅଭିଯୁକ୍ତ…

କୋଲକାତା, ୨୦।୮ : ଏକ କାରରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଅଭିଯୋଗ ଗିରଫ ହୋଇଥିବା ଝାଡ଼ଖଣ୍ଡର ୩ ଜଣ ବିଧାୟକଙ୍କୁ କୋଲକାତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମତରା ବିଧାୟକ ଇରଫାନ୍‌...

ନିର୍ବାଚନରେ ପ୍ରତିଶ୍ରୁତି କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରେ, ଜବାବ ଦେଲା ଡିଏମକେ…

ନୂଆଦିଲ୍ଲୀ, ୨୦।୮ : ରାଜନୈତିକ ଦଳଗୁଡିକ ଦ୍ୱାରା ମୁକ୍ତ ନିର୍ବାଚନର ପ୍ରତିଶ୍ରୁତି ଉପରେ ରାଜନୀତି ମଧ୍ୟରେ ଡିଏମକେ କହିଛି ଯେ ଦୁର୍ବଳ ବର୍ଗଙ୍କର ଉନ୍ନତିରେ କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରିଥାଏ। ଏହାକୁ ମାଗଣା କୁହାଯାଇପାରିବ ନାହିଁ। ନିର୍ବାଚନ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri