Tag Archives: Home Middle

ଚାଇନାର ବିସ୍ତାରବାଦୀ ନୀତି ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ, ତାଇଓ୍ବାନର ଅଭିଯୋଗ…

ନୂଆଦିଲ୍ଲୀ, ୨୦।୮ : ଚାଇନାର ବିସ୍ତାରାଦୀ ନୀତି ନେଇ ତାଇଓ୍ବାନ ପୁଣିଥରେ ଚାଇନାକୁ ଟାର୍ଗେଟ କରିଛି। ତାଇଓ୍ବାନ ବୈଦେଶିକ ମନ୍ତ୍ରୀ ଯୋଶେଫ ଓ୍ବୁ ଶନିବାର ଅଭିଯୋଗ କରିଛନ୍ତି ଯେ, ଚାଇନାର ବିସ୍ତାରବାଦୀ ନୀତି କେବଳ ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ...

ପ୍ରତିରକ୍ଷା ବାହିନୀଙ୍କୁ ଜରୁରୀକାଳୀନ ଅଧିଗ୍ରହଣ କ୍ଷମତା ପ୍ରଦାନ, ଆସନ୍ତା ସପ୍ତାହରେ ହୋଇପାରେ ବୈଠକ…

ନୂଆଦିଲ୍ଲୀ, ୨୦।୮ : ଭାରତୀୟ ପ୍ରତିରକ୍ଷା ବାହିନୀ ଫାଷ୍ଟ-ଟ୍ରାକ ମାର୍ଗ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରଣାଳୀ କ୍ରୟ କରିବା ପାଇଁ ଜରୁରୀକାଳୀନ କ୍ଷମତା ପାଇବେ। ସୂଚନାନୁସାରେ, ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚ ସ୍ତରୀୟ ବୈଠକରେ...

ଦଲାଇ ଲାମାଙ୍କୁ ଭାରତ ରତ୍ନ ପାଇଁ ଦାବି କଲା ସର୍ବଦଳୀୟ ସଂସଦୀୟ ଫୋରମ…

ନୂଆଦିଲ୍ଲୀ, ୨୦।୮ :ଦଲାଇ ଲାମାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଭାରତୀୟ ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏହାର ସଂଯୋଜକ ବିଜେଡି ଏମ୍‌ପି ସୁଜିତ କୁମାର ଶନିବାର...

ଡାକ୍ତରଙ୍କ ଅବସର ଗ୍ରହଣ ବୟସ ୭୦ ବର୍ଷକୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ଗୁଆହାଟୀ, ୨୦।୮ : ଆସାମ ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରଙ୍କ ଅବସର ବୟସକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଡାକ୍ତରଙ୍କ ଅବସର ବୟସ ବଢ଼ାଇବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସରକାର ଏକ କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

ସିରିଜ୍‌ ଜିତିଲା ଭାରତ…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟ ୧୬୨ ରନ୍‌ ପିଛା କରି ଭାରତ ୨୫.୪ ଓଭରରେ ୫ ଓ୍ବିକେଟ ହରାଇ...

ସାଇବର ଆକ୍ରମଣକୁ ରୋକିବ ୯୭ ସୁରକ୍ଷା ଅନୁସନ୍ଧାନ ସଂଗଠନ ପ୍ୟାନେଲ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ସାଇବର ଆକ୍ରମଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ନେଟୱାର୍କିଂ ଏବଂ ମୋବାଇଲ ଫୋନରେ ଆକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। ଏହାର ନାମ ୯୭ କା ଦମ ଅର୍ଥାତ୍‌...

ଦଳ ଦରି ପକାଇବା କାମ ଦେଲେ ବି ମୁଁ କରିବି, ସଂସଦୀୟ ବୋର୍ଡରୁ ବାହାର ନେଇ କହିଲେ ଶିବରାଜ…

ନୂଆଦିଲ୍ଲୀ, ୨୦।୮ : ଭାଜପା ସଂସଦୀୟ ବୋର୍ଡରୁ ବାହାର ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଶନିବାର କହିଛନ୍ତି, ମୁଁ ଯୋଗ୍ୟ କି ନୁହେଁ ସେନେଇ ମୋର କୌଣସି ଚିନ୍ତା ନାହିଁ। ଯଦି...

ସିବିଆଇର ହୋଇଛି ଭାଜପାକରଣ, ମାଲିକ ଯାହା ଚାହୁଁଛନ୍ତି ତାହା ହେଉଛି, ସିବଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୦।୮ : ରାଜ୍ୟ ସଭା ଏମ୍‌ପି କପିଲ ସିବଲ ଶନିବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପତଞ୍ଜରା ମଧ୍ୟରେ ଥିବା ଶୁଆ ଏବେ ମୁକ୍ତ ହୋଇଛି। ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ...

ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ…

ଇସଲାମାବାଦ, ୨୦।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ । କଶ୍ମୀର ସମସ୍ୟାର ସମାଧାନ ପାଇଁ ପାରସ୍ପରିକ ଆଲୋଚନା ମାଧ୍ୟମରେ ଭାରତ ସହ ପାକିସ୍ତାନ ଚିରସ୍ଥାୟୀ ଶାନ୍ତି...

ମିଶ୍ରଣ କଳ୍ପନା ଜଳ୍ପନାକୁ ଖଣ୍ଡନ କଲେ ଭାଜପା-ଏନଡିପିପି…

କୋହିମା, ୨୦।୮ : ନାଗାଲାଣ୍ଡର ଶାସକ ମିଳିତ ସହଯୋଗୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ଦୁଇ ଦଳ ମିଶ୍ରଣ କରିବେ ବୋଲି କଂଗ୍ରେସର କଳ୍ପନା...

ହୀରାକୁଦରେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୦ା୮(ବ୍ୟୁରୋ): ହୀରାକୁଦରେ ବନ୍ଦ ହେଲା ଆଉ ୬ ଗେଟ୍‌। ବର୍ତ୍ତମାନ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମଧ୍ୟାହ୍ନସୁଦ୍ଧା ଖୋଲାଥିବା ୧୦ ଗେଟ୍‌ ମଧ୍ୟରୁ ଅପରାହ୍ନରେ ଆଉ ୬ଟି ବନ୍ଦ କରିଦିଆଯାଇଛି। ଏବେ ୪ଟି ଗେଟ୍‌ ଦେଇ...

ଅଗଷ୍ଟ ୨୭ରେ ଏଏସ୍‌ଓ ପରୀକ୍ଷା, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା। ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ଏହି ପରୀକ୍ଷା ଘୁଞ୍ଚିଥିବା ବେଳେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ୩ ସିଟିଂରେ ହେବ। ପ୍ରଥମ ସିଟିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri