Tag Archives: Home Middle

ମୁଖ୍ୟମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ପାଇଲଟ, ପୁଣି ସଙ୍କଟ, ଭାଜପା ପାଇଁ ନୂଆ ସୁଯୋଗ…

ଜୟପୁର, ୧୭।୮ : ରାଜସ୍ଥାନ ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି (ଭଳି ବିରୋଧୀ ରାଜସ୍ଥାନ ସରକାରଙ୍କୁ ଘେରିଛନ୍ତି।...

ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେନି ହରିବଂଶ

ନୂଆଦିଲ୍ଲୀ, ୧୭।୮ : ନୀତୀଶ କୁମାର ବିହାରରେ ଭାଜପା ସହିତ ମେଣ୍ଟ ଭାଙ୍ଗି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ବି ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ଇସ୍ତଫା ଦେଇନାହାଁନ୍ତି। ସେ ଏହି...

ପାସେଞ୍ଜର-ମାଲ ଗାଡ଼ି ଧକ୍କା, ୫୦ରୁ ଅଧିକ ଆହତ, ୧୩ ଗୁରୁତର…

ମୁମ୍ବାଇ, ୧୭।୮ : ମହାରାଷ୍ଟ୍ରର ଗୋନ୍ଦିଆ ସହର ନିକଟରେ ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନ ମାଲ ଗାଡ଼ି ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣା ଯୋଗୁ ପାସେଞ୍ଜର ଟେନ୍‌ର ୩ ବଗି ରେଳ ଲାଇନଚ୍ୟୁତ ହୋଇଛି।...

ମାଓବାଦୀଙ୍କ ସହିତ ଲଢ଼ିବେ କିନ୍ନର, ବସ୍ତର ଫାଇଟର୍ସରେ ୯ କିନ୍ନର କନଷ୍ଟେବଳ…

ରାୟପୁର, ୧୭।୮ : ଏବେ ମାଓବାଦୀଙ୍କ ସହିତ କିନ୍ନରମାନେ ଲଢ଼ିବେ। ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ନିୟୋଜିତ ହେବାକୁ ଥିବା ରାଜ୍ୟ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି। ଏହି...

ପୋଷ୍ଟର ବିବାଦ: ସୁଭାଷ ବୋଷ-ସାବରକରଙ୍କ ଫଟୋ ଏକାଠି, ହଟାଇବାକୁ କଂଗ୍ରେସର ଦାବି…

ବେଙ୍ଗାଲୁରୁ,୧୭।୮ : କର୍ନାଟକର ଉଡୁପିରେ ଥିବା ବ୍ରହ୍ମଗିରି ସର୍କଲରେ ଥିବା ଏକ ପୋଷ୍ଟର ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ପୋଷ୍ଟରରେ ବୀର ସାବରକର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଏକାଠି ରଖାଯାଇଛି। ପୋଷ୍ଟରରେ ଲେଖା ଅଛି...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ଖଲାସ, ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ, ୧୬।୮ : ଗୁଜୁରାଟ ୨୦୦୨ ଦଙ୍ଗାରେ ବିଲକିସ ବାନୋ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ମୁକ୍ତ କରିବା ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଅଷ୍ଟେ...

ଭଙ୍ଗାଯିବ ୧୦୦ ବର୍ଷ ତଳର ବିଲ୍ଡିଂ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…

ମୁମ୍ବାଇ, ୧୬।୮ : ଦକ୍ଷିଣ ମୁମ୍ବାଇର ବ୍ୟସ୍ତବହୁଳ ଭୁଲେଶ୍ୱର ଅଞ୍ଚଳରେ ଥିବା ୧୦୦ ବର୍ଷ ପୁରୁଣା ବିଲ୍ଡିଂକୁ ଭାଙ୍ଗିବା ପାଇଁ ବମ୍ବେ ହାଇକୋର୍ଟ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)କୁ ଅନୁମତି ଦେଇଛନ୍ତି। ଏହା ସହିତ ବିଲ୍ଡିଂ ବାସିନ୍ଦାଙ୍କୁ ଘର ଖାଲି...

ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…

ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା କରିବା ଭଳି ବୋଲି ଆମ୍‌ ଆଦମୀ ପାର୍ଟି(ଏଏପି) ପକ୍ଷରୁ କୁହାଯାଇଛି। ଏନେଇ ଏକ...

ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ ଭାଷଣ…

ନୂଆଦିଲ୍ଲୀ, ୧୬।୮ : ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୫ ଭାଷଣ ରହିଛି। ଏହାକୁ ବହୁ ୟୁଜର ପସନ୍ଦ କରିଛନ୍ତି। ସାାଧାରଣତଃ ଫିଲ୍ମ ଏବଂ ଗୀତ ଭିଡ଼ିଓ ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ରହିଥାଏ।...

ବୁଷ୍ଟର ଡୋଜ୍‌ ପାଇଁ କ୍ୟାମ୍ପ୍‌ ଲଗାଇବାକୁ ରାଜ୍ୟଙ୍କୁ କେନ୍ଦ୍ରର ଅପିଲ୍‌…

ନୂଆଦିଲ୍ଲୀ, ୧୬।୮ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା, ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ, ଟିକାକରଣ ଅଭିଯାନ...

ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…

ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା କରିବା ଭଳି ବୋଲି ଆମ୍‌ ଆଦମୀ ପାର୍ଟି(ଏଏପି) ପକ୍ଷରୁ କୁହାଯାଇଛି। ଏନେଇ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri