Tag Archives: Home Middle

ଦେଶରେ ପୁଣି ମୋଦି ୩.୦ ଯୁଗ ଆରମ୍ଭ: କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଏସବୁ ଏମ୍‌ପି

ନୂଆଦିଲ୍ଲୀ,୯।୬: ତୃତୀୟ ଇନିଂସ ଆରମ୍ଭ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ...

ମୋଦି ସରକାର ୩.୦: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ସମାରୋହରେ...

ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଭିଭିଆଇପିଙ୍କ ଭିଡ: ପହଞ୍ଚିଲେ ଅମ୍ବାନୀ, ଶାହରୁଖ

ନୂଆଦିଲ୍ଲୀ,୯।୬: ଆଉ କିଛି ସମୟ ପରେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ମୋଦିଙ୍କ ପରେ ଶପଥ ନେବେ ରାଜନାଥ, ସମସ୍ତଙ୍କ କ୍ରମ ହେଲା ସ୍ଥିର

ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଏନଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର କ୍ୟାବିନେଟ ଏବଂ ରାଜ୍ୟ...

ଆଗକୁ୍‌ କ’ଣ କରିବେ ପାଣ୍ଡିଆନ୍‌ ? ଖୋଲାଖୋଲି କହିଦେଲେ ନିଜ ମନର କଥା

ଭୁବନେଶ୍ୱର,୯।୬: ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି କାତ୍ତିକ। ରାଜନୀତି ଛାଡି ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କହିଥିବା କଥା...

ନିଟ୍‌ ଛାତ୍ରୀଛାତ୍ରଙ୍କୁ ରାହୁଲ ଦେଲେ ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୯ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନିଯୁକ୍ତ ନରେନ୍ଦ୍ର ମୋଦିଙ୍କୁ NEET-UG ମେଡିକାଲ ପ୍ରବେଶ ବିବାଦକୁ ନେଇ କହିଛନ୍ତି, ଏହି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ୨୪ ଲକ୍ଷରୁ ଅଧିକ ଛାତ୍ରଙ୍କୁ ନୂତନ କାର୍ଯ୍ୟକାଳ ପାଇଁ ଶପଥ...

କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍‌: ନିଜେ କଲେ ଖୁଲାସା

ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ...

ଭୁବନେଶ୍ୱରରେ ରୋଡ ଶୋ’ କରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦି

ଭୁବନେଶ୍ୱର,୯ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗ ଦେବା ପୂର୍ବରୁ ସେ ୧୨ ତାରିଖ ବୁଧବାର ସଂଧ୍ୟାରେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ...

ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି…

ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ...

ହାତଯୋଡ଼ି ବିଜୁ ପରିବାରକୁ କ୍ଷମା ମାଗିଲେ ପାଣ୍ଡିଆନ

ଭୁବନେଶ୍ୱର,୯ା୬: କାର୍ତ୍ତିକ ପାଣ୍ଡିଆନ ରବିବାର ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ସେ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ମୋ’ ପାଇଁ ବିଜୁ ଜନତା ଦଳ ବହୁତ କ୍ଷତି ସହିଛି।...

ରାଜନୀତିରୁ ଅବସର ଘୋଷଣା କଲେ ପାଣ୍ଡିଆନ

ଭୁବନେଶ୍ୱର,୯।୬: ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ରବିବାର ଭିଡିଓ ବାର୍ତ୍ତ ଜାରି କରି ସକ୍ରିୟ ରାଜନୀତିରୁ ଅବସର ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ତଥା ବିଜୁ...

ଆସିଲା ତାଲିକା…ମୋଦି ୩.୦ କ୍ୟାବିନେଟ୍‌ରେ କେଉଁ ରାଜ୍ୟରୁ କିଏ ହେବେ ମନ୍ତ୍ରୀ, ଦେଖନ୍ତୁ… 

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା ମନ୍ତ୍ରୀ ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri