Tag Archives: Home Middle

ଦୁଃଖଦ ଐତିହାସିକ ଘଟଣାର ରାଜନୀତିକରଣ କରୁଛନ୍ତି ପ୍ରଧାନମନ୍ତ୍ରୀ, କଂଗ୍ରେସର ସମାଲୋଚନା…

ନୂଆଦିଲ୍ଲୀ, ୧୪।୮ : କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରବିବାର କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୪ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବା ପଛରେ ପ୍ରକୃତ ଉଦ୍ଦେଶ୍ୟ...

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ୫୦୦ କୋଟିରୁ ଅଧିକ କାରବାର …

ନୂଆଦିଲ୍ଲୀ, ୧୪।୮ : ସମଗ୍ର ଦେଶରେ ଭାରତୀୟ ତ୍ରିରଙ୍ଗାକୁ ପ୍ରତିଟି ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର୍‌ ଘର୍‌ ତିରଙ୍ଗା ଅଭିଯାନ ଲୋକାଲରେ ଭୋକାଲ ତଥା ଆତ୍ମନିର୍ଭର ଭାରତ ପଦକ୍ଷେପକୁ ପ୍ରୋତ୍ସାହିତ କରିଛି।...

ଗେହଲଟଙ୍କୁ ଘେରିଲେ ମାୟାବତୀ, ରାଜସ୍ଥାନରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ…

ଲକ୍ଷ୍ନୌ, ୧୪।୮ : ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ଅଶୋକ ଗେହଲଟ ସରକାରଙ୍କୁ ବିରୋଧୀ ଦଳଙ୍କ ପକ୍ଷରୁ ଟାର୍ଗେଟ କରାଯାଇଛି । ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ରାଜ୍ୟର କଂଗ୍ରେସ ସରକାରଙ୍କୁ ବରଖାସ୍ତ...

ଏଟିଏସ୍‌କୁ ସଫଳତା ପୁଣି ଜଣେ ଆତଙ୍କବାଦୀ ଗିରଫ…

ଲକ୍ଷ୍ନୌ, ୧୪।୮ : ଉତ୍ତରପ୍ରଦେଶ ଏଟିଏସକୁ ଏକ ବଡ ସଫଳତା ମିଳିଛି। ସାହାରନପୁରରୁ ଗିରଫ ହୋଇଥିବା ନଦିମଙ୍କ ଆତଙ୍କବାଦୀ ଯୋଗାଯୋଗରେ ଥିବା ଜୈଶ-ଇ-ମହମ୍ମଦ ସହ ଜଡିତ ଅନ୍ୟ ଜଣେ ଆତଙ୍କବାଦୀ ସଇଫୁଲ୍ଲାଙ୍କୁ କାନପୁରରୁ ଗିରଫ କରାଯାଇଛି। ତାଙ୍କର ଛଦ୍ମନାମ ହବିବ...

ସରକାରୀ କର୍ମଚାରୀଙ୍କୁ ତ୍ରିରଙ୍ଗା କିଣି ଏହାର ଫଟୋ ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୧୪।୮ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଭାଜପାକାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି ହେଉଛି। ଏହା ସହିତ ସରକାରୀ କର୍ମଚାରୀମାନଙ୍କୁ ନିଜ ଟଙ୍କା ସହିତ ତ୍ରିରଙ୍ଗା କିଣିବାକୁ ଏବଂ ଏହାର ଫଟୋ ଉଠାଇ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।...

ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ମିଠା ଆଦାନ ପ୍ରଦାନ…

ନୂଆଦିଲ୍ଲୀ, ୧୪।୮ : ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୂୁଛନ୍ତି। ଏହା ସହିତ ଉଭୟ ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ କରୁଛନ୍ତି। ଏହି ଅବସରରେ ସୀମାରେ ଉଭୟ ପକ୍ଷ ସେନା ଅଧିକାରୀଙ୍କ...

ଅସ୍ତିତ୍ୱରେ ରହିଛି ଏକତା, ଆମେ ଅହିଂସାର ଉପାସକ, ଦୁର୍ବଳତାର ନୁହେଁ, କହିଲେ ମୋହନ ଭାଗଓ୍ବତ…

ନାଗପୁର, ୧୪।୮ : ମହାରାଷ୍ଟ୍ରର ନାଗପୁରରେ ରବିବାର ଅନୁଷ୍ଠିତ ଉତିଷ୍ଠ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭଗଓ୍ବତ ଯୋଗ କହିଛନ୍ତି ଯେ ଭାରତର ଅସ୍ତିତ୍ୱରେ ଏକତା ଅଛି। ସେ କହିଛନ୍ତି ଯେ ଆମେ ଭିନ୍ନ ଭିନ୍ନ...

ଗଙ୍ଗା ଜଳକୁ ଅମୃତ କରୁଥିବା ମିତ୍ର ବ୍ୟାକ୍ଟେରିଆ ଶେଷ ହେବାରେ ଲାଗିଛି…

ନୂଆଦିଲ୍ଲୀ, ୧୪।୮ : ଗଙ୍ଗାର ଉପନଦୀ ଅଲକନନ୍ଦା ଏବଂ ଭାଗୀରଥୀର ଜଳର ସ୍ଥିତି ଭଲ ନାହିଁ। ଜଳସ୍ତରକୁ ଅମୃତ ଭଳି ବିଶୁଦ୍ଧ କରୁଥିବା ଜଳ ମିତ୍ର ମାଇକ୍ରୋ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଶେଷ ହେବାରେ ଲାଗିଛି। ଏହି ମିତ୍ର ବ୍ୟାକ୍ଟେରିଆ ଜଳକୁ...

ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପୂରଣ ହୋଇ ନ ଥିବା ସ୍ବପ୍ନ, ୩ ଜଣଙ୍କୁ ରାତ୍ରଭୋଜନ ପାଇଁ ଡାକିଥାନ୍ତେ…

ମୁମ୍ବାଇ, ୧୪।୮ : ଷ୍ଟକ୍‌ ମାର୍କେଟର ବିଗ୍‌ ବୁଲ୍‌ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ ଘଟିଛି। ଷ୍ଟକ ମାର୍କେଟ୍‌ରେ ଜଣେ ଆଗଧାଡ଼ିର ନିବେଶକ ଭାବେ ସେ ଜଣାଶୁଣା ଥିଲେ। ତେବେ ତାଙ୍କର ଏକ ପୂରଣ ହୋଇ ନଥିବା ସ୍ବପ୍ନ ରହି ଯାଇଛି।...

ନିବେଶକ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…

ମୁମ୍ବାଇ, ୧୪।୮ : ଷ୍ଟକ ମାର୍କେଟର ଭେଟେରାନ ରାକେଶ ଝୁନ୍‌ଝୁନ୍‌ଓ୍ବାଲାଙ୍କ ପରଲୋକ ଘଟିଛି। ସେ ରବିବାର ସକାଳେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାନୁସାରେ, ତାଙ୍କୁ କିଛି ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।...

ହ୍ୟାରି ପୋଟର ଲେଖିକାଙ୍କୁ ଧମକ, ଏବେ ତୁମ ପାଳି…

ଲଣ୍ଡନ,୧୪।୮ : ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ହ୍ୟାରି ପୋଟର ଉପନ୍ୟାସର ଲେଖକ ଜେ.କେ ରୋୱଲିଙ୍ଗଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଛି। ରଶ୍‌ଡିଙ୍କ ସମର୍ଥନରେ ଏକ ଟୁଇଟ କରିବା ପରେ ସେ ଏହି ଧମକ ପାଇଛନ୍ତି।...

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri