Tag Archives: Home Middle

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ ପୋଲିସ ଶହୀଦ

ଶ୍ରୀନଗର,୧୪ ।୮: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ବିଳମ୍ବିତ ରାତିରେ ଆକ୍ରମଣ କରୁଛନ୍ତି । ଶନିବାର ରାତିରେ ଆତଙ୍କବାଦୀମାନେ କୁଲଗାମର କୈମୋହରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ଜଣାପଡିଛି । ଏହି ଘଟଣାପରେ...

ଓଡ଼ିଶାର ୩ ସ୍ଥାନକୁ ରାମସର୍‌ ମାନ୍ୟତା

ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର (ଡି.ଏନ୍‌.ଏ.) ୧୪ ।୮: ଦେଶରେ ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍‌ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ...

ମହାକାଶରୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୪ ।୮: ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରୁଛି ‘ଆଜାଦି କା ଅମୃତ ମହୋତ୍ସବ’ । ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଉଛି । ହେଲେ ଏମିତି ଏକ ବାର୍ତ୍ତା ପୃଥିବୀ ଗ୍ରହ ବାହାରୁ...

ଛତିଶଗଡ଼ କହୁଛି ଗେଟ୍‌ ଖୋଲ: ବଢ଼ିଲା ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨୦ ଗେଟ୍‌ ଖୋଲାଯାଇଥିଲା। ଏହାସତ୍ତ୍ୱେ ପଡ଼ୋଶୀ ରାଜ୍ୟ ବନ୍ୟା ଆଶଙ୍କା କରି ଆହୁରି ଅଧିକ ଗେଟ୍‌ ଖୋଲିବା ପାଇଁ ଚାପ ପକାଉଥିବା...

ସ୍ୱାଧିନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୪ ।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ରବିବାର ଦେଶକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭାବେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହା ତାଙ୍କର ପ୍ରଥମ ସମ୍ବୋଧନ ହେବ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ...

ଏଆର୍‌ଓ୍ବାଇ ନ୍ୟୁଜ୍‌ର ଲାଇସେନ୍ସ ରଦ୍ଦ

ଇସଲାମାବାଦ,୧୩ା୮: ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏଆରଓ୍ବାଇ ନ୍ୟୁଜ୍‌ର ଅପରେଟିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି। ଏହି ପଦକ୍ଷେପ ସହିତ ସରକାର ଚ୍ୟାନେଲକୁ ସ୍ଥାୟୀ ବନ୍ଦ ପାଇଁ ରାସ୍ତା ବି ସଫା କରିଛନ୍ତି। PEMRAର...

କେବଳ ଘରେ ତ୍ରିରଙ୍ଗା ଲଗାଇଲେ କେହି ହୋଇପାରିବେନି ଦେଶଭକ୍ତ, ମୋଦିଙ୍କୁ ଟାର୍ଗେଟ କଲେ ଉଦ୍ଧବ…

ମୁମ୍ବାଇ, ୧୩।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହାକୁ ନେଇ ଶିବସେନା ନେତା ଉଦ୍ଧବ ଠାକରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତିି। ସେ ମୋଦିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି...

ଏଲଏସିରେ ସ୍ଥିତି ଶାନ୍ତିପୂର୍ଣ୍ଣ, କହିଲେ ଚାଇନା ରାଷ୍ଟ୍ରଦୂତ…

ନୂଆଦିଲ୍ଲୀ/ବେଜିଂ, ୧୩।୮ : ପୂର୍ବ ଲଦାଖ ସୀମାରେ ଚାଇନାର କାର୍ଯ୍ୟକଳାନ ଉପରେ ଭାରତର ଆପତ୍ତି ପରେ ଚାଇନା ନିଜର ସ୍ଥିତି ସ୍ପଷ୍ଟ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ସାମରିକ ଏବଂ ଆକାଶ ମାର୍ଗ...

ତ୍ରିରଙ୍ଗା ରାଜନୀତି: ଚାଇନାଠାରୁ କିଏ ନେଇଛି ସହାୟତା, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ…

ନୂଆଦିଲ୍ଲୀ, ୧୩।୮ : କେନ୍ଦ୍ର ସରକାର ଏବଂ ଭାଜପାର ପ୍ରତି ଘରେ ତିରଙ୍ଗା ଅଭିଯାନକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ତେବେ ଏହାପୂର୍ବରୁ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେୱାଲଙ୍କ ଏକ ବିଜ୍ଞାପନ ନେଇ ଚର୍ଚ୍ଚା...

୩ ଦିନ ମଧ୍ୟରେ ଚତୁର୍ଥ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼…

ନୂଆଦିଲ୍ଲୀ, ୧୩।୮ :ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ଘଟିଛି। ଶନିବାର କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ସମେତ...

୩୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ ଆଉ ୪ ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ବାମପାର୍ଶ୍ୱରେ ୨୬ଟି ଗେଟ୍‌ ଖୋଲିଥିବା ବେଳେ ଦକ୍ଷିଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri