Tag Archives: Home Middle

ନୂଆ ମହାମେଣ୍ଟରେ ଜେଡ଼ିୟୁ ହାତରେ ମୁଖ୍ୟମନ୍ତ୍ରୀ-ଆରଜେଡ଼ିର ଉପମୁଖ୍ୟମନ୍ତ୍ରୀ-କଂଗ୍ରେସର ବାଚସ୍ପତି ପଦବୀ ନେଇ ଚର୍ଚ୍ଚା..

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି ତାଙ୍କ ପାଖରେ ନୂଆ ସରକାର ଗଠନ ପାଇଁ ୧୬୦ ବିଧାୟକଙ୍କ ସମର୍ଥନ ଥିବା...

ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ…

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାକୁ ରାଜ୍ୟପାଳ ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ନୀତୀଶ...

୨୬ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାଜପାଠାରୁ ଦୂରେଇଲେ ନୀତୀଶ…

ପାଟନା, ୯।୮ : ବିହାରରେ ଭାଜପା ଏବଂ ଜେଡିୟୁ ମେଣ୍ଟ ପୁଣି ଥରେ ଭାଙ୍ଗିଛି। ଗତ ୨୬ବର୍ଷରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ ଭାଜପାଠାରୁ ଅଲଗା ହେଉଛନ୍ତି। ସମତା ପାର୍ଟିରୁ ନୀତୀଶ କୁମାର ଭାଜପା ସହ ମିଳିତ ହୋଇଥିଲେ।...

ଭାରତ-ମ୍ୟାନ୍‌ମାର ସୀମାରେ ଗୁଳି ବିନିମୟ…

କୋହିମା/ଇଟାନଗର, ୯।୮ : ଭାରତ-ମ୍ୟାନମାର ସୀମାରୁ ଆସିଥିବା ଉଗ୍ରବାଦୀ ଗୋଷ୍ଠୀ ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ଏବଂ ପରେ ନାଗାଲାଣ୍ଡରେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଅରୁଣାଚଳଠାରେ ମଙ୍ଗଳବାର ସକାଳେ ତିରାପ ଚାଙ୍ଗଲାଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି।...

ଚାଇନାରେ ନୂଆ ଭୂତାଣୁ ସଂକ୍ରମଣ, ୩୫ ଆକ୍ରାନ୍ତ…

ବେଜିଂ, ୯।୮ : କରୋନା ସଙ୍କଟ ମଧ୍ୟରେ ଚାଇନାରେ ଏକ ନୂତନ ଭୂତାଣୁ ଚିହ୍ନଟ ହୋଇଛି। ତାଇୱାନର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଅନୁଯାୟୀ ଚାଇନାରେ ଜୁନୋଟିକ ଲଙ୍ଗିଆ ଜୀବାଣୁ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ୩୫...

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୪ ସୈନ୍ୟ ମୃତ…

ଇସଲାମାବାଦ୍‌,୯।୮ : ପାକିସ୍ତାନର ଅଶାନ୍ତ ଅଞ୍ଚଳ ଉତ୍ତର ଓ୍ବଜରିସ୍ତାନରେ ମଙ୍ଗଳବାର ଏକ ଆତ୍ମଘାତୀ ଆକ୍ରମଣରେ ସୈନ୍ୟ ବାହିନୀର ୪ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପାଇଁ ଏକ ତିନି ଚକିଆ ଯାନ ବ୍ୟବହାର କରାଯାଇଥିଲା। ଏହି ରିକ୍ସା ସେନା...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଇସ୍ତଫା, ଅପରାହ୍ନ ୫ଟାରେ ଭାଜପାର କୋର ଗ୍ରୁପ ବୈଠକ

ପାଟନା,୯ ।୮: ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ସ୍ପଷ୍ଟ ହୋଇଛି କି ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଶେଷ...

୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଭାଙ୍ଗିଲା ଭାଜପା-ଜେଡିୟୁ ମେଣ୍ଟ: ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ କୁମାର

ପାଟନା,୯।୮: ବହୁ କଳ୍ପନାଜଳ୍ପନା ପରେ ବିହାରରେ ଜେଡିୟୁ ଏବଂ ଭାଜପାର ମେଣ୍ଟ ଶେଷରେ ଭାଙ୍ଗି ଯାଇଛି। ମଙ୍ଗଳବାର ସକାଳୁ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଯେକୌଣସି ସମୟରେ ଏହାର ଆନୁଷ୍ଠାନିକ ଘୋଷଣା ହେବ ବୋଲି କୁହାଯାଉଛି। ଯଦିଓ ଏନେଇ ଜେଡିୟୁ...

ଲଘୁଚାପ: ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ(ଡିପ୍ରେଶନ)ରେ ପରିଣତ ହେବ। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ରାଜ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ...

ଓଡ଼ିଶାରେ ‘ଅଚ୍ଛେଦିନ୍‌’: ଶାହା

କଟକ ଅଫିସ,୯/୮:୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପୋଡ଼ା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ...

ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶିତ

ଭୁବନେଶ୍ୱର,୮।୮(ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୋମବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ତେବେ ଯୁକ୍ତ ଦୁଇ କଳାରେ ୮୨.୧୦ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। www.odisharesults.nic.in ମାଧ୍ୟମରେ ଛାତ୍ରୀଛାତ୍ର ନିଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri