Tag Archives: Home Middle

ମନରେଗା ନେଇ ରାଜ୍ୟକୁ ଚେତାବନୀ ଦେଲେ ଗିରିରାଜ ସିଂ…

ନୂଆଦିଲ୍ଲୀ,୮।୮ : ମନରେଗା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଦେଶର ରାଜ୍ୟକୁ ଚେତାବନୀ ଦେଇଛନ୍ତି। ରାଜ୍ୟମାନଙ୍କୁ ଏକ ଚିଠି ଲେଖି ସେ କହିଛନ୍ତି ଯେ ମନରେଗା କାର୍ଯ୍ୟକାରୀ କରିବାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯିବା...

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର,୮ା୮(ବ୍ୟୁରୋ): ଆଜି ହେଉଛି ଶ୍ରାବଣର ଶେଷ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ, କଟକର ବାବା ଧବଳେଶ୍ୱର, ଢେଙ୍କାନାଳର କପିଳାସ, ପୁରୀର ଲୋକନାଥ, ନୟାଗଡ଼ର ଲଡୁବାବାଙ୍କ ପୀଠରେ କାଉଡ଼ିଆଙ୍କ...

କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର କ୍ଷତି ପରିମାଣ ୧୮,୪୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିକଟରେ ତୈଳ...

ଫଡ୍‌ନବିସ ହେବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏଥିରେ ଅନୂ୍ୟନ ୧୫ ଜଣ ମନ୍ତ୍ରୀ ସାମିଲ ହେବେ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରହିବ ବୋଲି...

ଭୁବନେଶ୍ୱରରେ ଅମିତ ଶାହା

ଭୁବନେଶ୍ବର,୮।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ ନେତା ଓ କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ...

ଆଜାଦିସାଟ୍‌ ବାଟବଣା

ଶ୍ରୀହରିକୋଟା, ୮ା୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ରବିବାର ଉତ୍‌କ୍ଷେପଣ କରାଯାଇଥିବା ଇଓଏସ୍‌-୨ ଏବଂ ଆଜାଦିସାଟ୍‌ ଉପଗ୍ରହ ପୃଥିବୀ କକ୍ଷପଥରେ ଠିକ୍‌ ସ୍ଥାନରେ ପହଞ୍ଚିପାରିନାହିଁ। ସକାଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଇସ୍ରୋ କ୍ଷୁଦ୍ର ଉପଗ୍ରହ...

୪୮ଘଣ୍ଟାରେ ଅବପାତ: ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଥ୍ରୀ-ଟି ମନ୍ତ୍ର

ନୂଆଦିଲ୍ଲୀ,୮ା୮: ଭାରତର ବିକାଶ ପାଇଁ କୃଷି କ୍ଷେତ୍ରରେ ଆଧୁନିକୀକରଣ ସହ ୩-ଟି ମନ୍ତ୍ର ଆପଣାଇବାକୁ ପଡ଼ିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। କୃଷି, ପ୍ରାଣୀଧନ ଓ ଖାଦ୍ୟ...

ବିତର୍କରେ ଭାଗ ନିଅନ୍ତୁ ପରାଗ

ଓ୍ବାଶିଂଟନ୍‌, ୮ା୮: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ୪୪ ବିଲିୟନ ଡଲାର ଟୁଇଟର ଚୁକ୍ତିରୁ ଓହରିବା ପରେ ଏହି ସୋସିଆଲ ମିଡିଆ ଜାଏଣ୍ଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଯଦି ଟୁଇଟରରେ ପ୍ରକୃତରେ ୫%ରୁ କମ୍‌ ନକଲି...

‘ତାଇଓ୍ବାନ ଚାଇନାର, ଆମେରିକାର ନୁହେଁ’

ବେଜିଂ, ୮ା୮: ତାଇଓ୍ବାନ ଚାଇନାର ଅଂଶ, ଆମେରିକାର ନୁହେଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ରବିବାର କହିଛନ୍ତି। ଓ୍ବାଶିଂଟନ୍‌ ଚତୁରତାର ସହ ତାଇଓ୍ବାନ ପ୍ରସଙ୍ଗରେ ନିଜକୁ ଯୋଡ଼ୁଛି। ତାଇଓ୍ବାନ ଉପରେ ଚାଇନାର କାର୍ଯ୍ୟାନୁଷ୍ଠାନ ଉପଯୁକ୍ତ ଏବଂ ଆଇନଗତ।...

ଆଜି ଯୁକ୍ତ ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର,୮।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ। www.odisharesults.nic.in ୱେବସାଇଟ୍‌ରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଫଳ...

ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri