Tag Archives: Home Middle

ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ...

ସ୍ବର୍ଣ୍ଣ ଜିତିଲେ ନିଖତ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ବକ୍ସିଂର ଲାଇଟ ଫ୍ଲାଏଓ୍ବେଟ୍‌ ବର୍ଗର ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର କାର୍ଲେ ମ୍ୟାକନାଉଲଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ରାଜ୍ୟଗୋଷ୍ଠୀ...

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି: ପୋଲିସ ଗାଡ଼ି ଭଙ୍ଗାରୁଜା

ଢାକା,୭ା୮: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଠାରେ ତୈଳ ଦର ବୃଦ୍ଧି ପାଇବାରୁ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦରଦାମ୍‌ ବୃଦ୍ଧି ନେଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।...

ଡ. ଏନ୍‌ କଲାଇସେଲ୍‌ଭି ସିଏସ୍‌ଆଇଆର୍‌ର ପ୍ରଥମ ମହିଳା ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୭ା୮: ଇଲୋକ୍ଟ୍ରୋକେମିକାଲ ପାଓ୍ବାର ସିଷ୍ଟମ ଉପରେ ୨୫ ବର୍ଷରୁ ଅଧିକ ଗବେଷଣା ପାଇଁ ଜଣାଶୁଣା ବୈଜ୍ଞାନିକ ଡକ୍ଟର ଏନ୍‌ କଲାଇସେଲ୍‌ଭିଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି। କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର)ର ମହାନିର୍ଦ୍ଦେଶକ ଭାବେ ସେ...

ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍‌ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍‌ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଭାରତ ମଧ୍ୟ...

ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…

ବର୍ମିଂହାମ୍‌, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ ଦଶମ ଦିନ ସୁଦ୍ଧା ୪୩ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ସ୍ବର୍ଣ୍ଣ, ୧୧ ରୌପ୍ୟ...

ମାତ୍ର ୧୫ ମିନିଟ୍‌ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମହିଳା ହକିରେ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ମାତ୍ର ୧୫ ମିନନିଟ୍‌ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ...

ନୀତୁଙ୍କ ଚମତ୍କାର ପ୍ରଦର୍ଶନ: ବକ୍ସିଂରେ ଭାରତକୁ ସ୍ବର୍ଣ୍ଣ

ବର୍ମିଂହାମ,୭।୮:ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ ରେଜଟାନଙ୍କୁ ପରାସ୍ତ କରିଛନ୍ତି। ଏକପାଖିଆ ଢଙ୍ଗରେ...

୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍‌ ପଦକ…

ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଭାରତୀୟ ଦଳ ସୁଟଆଉଟ ମାଧ୍ୟମରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।...

ନୀତି ଆୟୋଗ ବୈଠକ, ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ...

ପାଣିପାଗ ପୂର୍ବାନୁମାନ ଏବେ ହେଉଛି କଷ୍ଟକର, ଆଇଏମ୍‌ଡି ନିର୍ଦ୍ଦେଶକ କହିଲେ ଏହାର କାରଣ…

ନୂଆଦିଲ୍ଲୀ, ୭।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପାଣିପାଗ ଘଟଣାଗୁଡ଼ିକର ସଠିକ ପୂର୍ବାନୁମାନ କରିବାରେ ଏଜେନ୍ସିଗୁଡିକ ଅସଫଳ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ସ୍ଥିତି ପୂର୍ବାନୁମାନର କ୍ଷମତାକୁ ପ୍ରଭାବିତ କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁଞ୍ଜୟ...

ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧୀଙ୍କୁ ପାଠପଢ଼ା ଜାରି ରଖିବାର ରହିଛି ଅଧିକାର…

ପ୍ରୟାଗରାଜ, ୭।୮ : ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କର ମଧ୍ୟ ଅଧ୍ୟୟନ ଜାରି ରଖିବା ଏବଂ ଜେଲରୁ ପରୀକ୍ଷାରେ ହାଜର ହେବାର ଅଧିକାର ରହିଛି। ଯାହାଫଳରେ ସେ ସମାଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri