Tag Archives: Home Middle

ଜାପାନ ସୀମାରେ ମାଡ଼ ହେଲା ଚାଇନା କ୍ଷେପଣାସ୍ତ୍ର

ତାଇପେଇ.୪।୮: ଆମେରିକାର ପ୍ରତିନିଧି ସ୍ପିକର ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ଉତ୍ତ୍ୟକ୍ତ ହୋଇପଡିଛି। ଗୁରୁବାର ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଚାଇନା ସମରାଭ୍ୟାସ କରିବା ସହ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ତାଇୱାନର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ...

ବିମାନରେ ପିଟିହେଲା ପକ୍ଷୀ, ଆଉ ତା’ ପରେ…

ଅହମ୍ମଦାବାଦ୍‌,୪ା୮: ଅହମ୍ମଦାବାଦ୍‌ରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଗୋ-ଫାଷ୍ଟ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ଏହି ବିମାନରେ ଏକ ପକ୍ଷୀ ବାଡ଼େଇ ହୋଇଯିବାରୁ ବିମାନଟିକୁ ଅହମ୍ମଦାବାଦ ଫେରିବାକୁ ପଡ଼ିଛି। ଡିଜିସିଏ ଅନୁଯାୟୀ, ଗୋ-ଫାଷ୍ଟ ବିମାନ ଜି-୮୯୧୧ ଗୁରୁବାର ଅହମ୍ମଦାବାଦରୁ ଚଣ୍ଡିଗଡ଼ ଅଭିମୁଖେ...

ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟୀକରଣ, ଆମ ପର୍ଯ୍ୟନ୍ତ ପ୍ରତି ମାମଲା ଆସିଲେ ୫୦୦ ବର୍ଷରେ ବି ଶେଷ ହେବନି ଶୁଣାଣି…

ନୂଆଦିଲ୍ଲୀ, ୪।୮ : ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶନ କୌଲ କୋର୍ଟର ସଦସ୍ୟମାନଙ୍କୁ କହିଛନ୍ତି। ଏଥି ସହ ସେ କହିଛନ୍ତି ଯେ ଯଦି ପ୍ରତ୍ୟେକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆସେ, ତେବେ ୫୦୦...

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

କଟକ ଅଫିସ/ପାରାଦୀପ,୪ା୮(ସ୍ବ.ପ୍ର.): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଏବଂ ଅଫିସରେ ଗୁରୁବାର ସିବିଆଇ ଚଢ଼ାଉ କିରଛି। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। କଟକ...

୪୯ ତମ ପ୍ରଧାନ ବିଚାରପତି ଲଳିତଙ୍କ କାର୍ଯ୍ୟକାଳ ହେବ ୭୪ ଦିନର…

ନୂଆଦିଲ୍ଲୀ, ୪।୮ : ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ପାଇଁ ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ୟୁୟୁ ଲଳିତଙ୍କ ନାମ ସୁପାରିଶ କରିଛନ୍ତି। ଏହାପୂର୍ବରୁ ଆଇନ ମନ୍ତ୍ରୀ ରମନାଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀ କିଏ...

ଉଦ୍ଧବଙ୍କୁ ଆଶ୍ୱସ୍ତି, ନିର୍ବାଚନ ଚିହ୍ନ ସମ୍ପର୍କରେ ଫଇସଲା କରନ୍ତୁନି ନିର୍ବାଚନ ଆୟୋଗ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୮ : ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏବେ ନିର୍ବାଚନ ଚିହ୍ନ ଉପରେ ନିର୍ବାଚନ ଆୟୋଗ(ଇସି) କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥି ସହିତ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି...

ପରବର୍ତ୍ତୀ ସିଜେଆଇ ପାଇଁ ଲଲିତଙ୍କ ନାମ ସୁପାରିଶ କଲେ ରମନା…

ନୂଆଦିଲ୍ଲୀ, ୪।୮ : ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି. ରମନା ଗୁରୁବାର ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ନାମ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଏହାଦ୍ୱାରା ଜଷ୍ଟିସ ଲଲିତ ଭାରତର ୪୯ ତମ ପ୍ରଧାନ ବିଚାରପତି ହେବେ। ଏହା ଲକ୍ଷ୍ୟ...

ଭାଜପା ଗଣତନ୍ତ୍ର ରାଜନୀତି ଛାଡ଼ି ଆପଣେଇଛି ଧନବଳ ରାଜନୀତି, ହେମନ୍ତ ସୋରେନଙ୍କ ସମାଲୋଚନା…

ରାଞ୍ଚି, ୪।୮ : ଝାଡଖଣ୍ଡରେ କଂଗ୍ରେସ ବିଧାୟକମାନଙ୍କୁ ଟଙ୍କା ଦେବା ପଛରେ କ’ଣ ରହସ୍ୟ ରହିଛି ଏବଂ କେଉଁ ଷଡଯନ୍ତ୍ର କରାଯାଇଛି ତାହାର ତଦନ୍ତ ପଣ୍ଚିମବଙ୍ଗ ସିଆଇଡି କରୁଛି। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ସବୁକିଛି...

ଫିନଲାଣ୍ଡ-ସ୍ବିଡ଼େନ ହେବେ ନାଟୋରେ ସାମିଲ, ଆମେରିକା ସିନେଟର ମଞ୍ଜୁରୀ…

ଓ୍ବାଶିଂଟନ, ୪।୮ : ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ରେ ଫିନଲାଣ୍ଡ ଏବଂ ସ୍ବିଡେନର ଅନ୍ତର୍ଭୂକ୍ତିକୁ ସମର୍ଥନ କରିଛନ୍ତି। ଆମେରିକାର ସିନେଟ ଉଭୟ ପାଶ୍ଚାତ୍ୟ ୟୁରୋପୀୟ ଦେଶ ନାଟୋରେ...

କିଏ ହେବେ ପ୍ରଧାନ ବିଚାରପତି, ରମନାଙ୍କଠାରୁ ଉତ୍ତରାଧିକାରୀଙ୍କ ସୁପାରିଶ ମଗାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୪।୮ : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ବୁଧବାର ରାତି ୯ଟା ୩୦ ରେ ଏହି ଚିଠି ଗ୍ରହଣ...

ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ…

ବେଜିଂ/ଓ୍ବାଶିଂଟନ, ୪।୮ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦରେ ପୃଥିବୀର ଅନ୍ୟ ଦେଶ ଯୋଗ ଦେଇଛନ୍ତି। ଫଳରେ ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ ହୋଇଛି। ଗୋଟିଏ ପଟେ ରୁଷିଆ ଏକ ବିବୃତ୍ତି ଜାରି କରି...

୧୫ ଅଗଷ୍ଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆଇବି ଜାରି କଲା ସତର୍କ ସୂଚନା…

ନୂଆଦିଲ୍ଲୀ, ୪।୮ : ଭାରତ ୭୫ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହି ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଦିଲ୍ଲୀ ପୋଲିସକୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ସତର୍କ ରହିବାକୁ କହିଛି। ଖବର ମୁତାବକ ବ୍ୟୁରୋ ଦ୍ୱାରା ୧୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri