Tag Archives: Home Middle

ହରିୟାଣା କଂଗ୍ରେସରେ ଫାଟ, ଭାଜପା ଶିବିରକୁ ଯିବେ କୁଲଦୀପ ବିଷ୍ନୋଇ…

ଚଣ୍ଡିଗଡ଼,୩।୮ : ହରିୟାଣା ରାଜନୀତିରେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ନୋଇଙ୍କ ସମ୍ପର୍କରେ ଚାଲିଥିବା କଳ୍ପନା ଜଳ୍ପନା ଏବେ ଶେଷ ହୋଇଛି। ସେ ନିଜେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗଦେବାକୁ ଘୋଷଣା କରିଛନ୍ତି। ଫଳରେ ହରିୟାଣା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି।...

ସନ୍ଦେହରେ ସଂଖ୍ୟା: ୧୩ ବର୍ଷରେ ଚାଷୀସଂଖ୍ୟା ସାଢ଼େ ୪ଗୁଣ ବଢ଼ିଛି

ଯାଜପୁର ଅଫିସ,୩ା୮: ରାଜ୍ୟରେ ୨୦୦୯-୧୦ରେ ୧,୩୫୭ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ଜରିଆରେ ୩ ଲକ୍ଷ ୪୧ ହଜାର ଚାଷୀଙ୍କଠାରୁ ୧୬.୩୧ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଥିଲା। ୨୦୨୧-୨୨ରେ ୩,୮୬୨ ପିପିସିରେ ୧୫ ଲକ୍ଷ ୧୫ ହଜାର ଚାଷୀଙ୍କଠାରୁ ୭୧.୦୪...

ଦରଦାମ୍‌ ବଢ଼ିଛି ଏହା ସତ୍ୟ, ଆମେ ପଳାୟନ କରୁନୁ, କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ୍‌ ବଢ଼ିଛି। ଏହା ସତ୍ୟ। ଆମେ ଏଥିରୁ ପଳାୟନ କରୁନୁ ବୋଲି ରାଜ୍ୟ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦରଦାମ୍‌ ବୃଦ୍ଧି ବିତର୍କ ସମୟରେ କହିଛନ୍ତି। ଆମର ଦରଦାମ ବୃଦ୍ଧିର ଏକ ବ୍ୟାଣ୍ଡ୍‌ ରହିଥାଏ।...

ଅଗଷ୍ଟ ୭ ପର୍ଯ୍ୟନ୍ତ ତାଇଓ୍ବାନ ଆଖପାଖରେ କ୍ଷେପଣାସ୍ତ୍ର ଅଭ୍ୟାସ କରିବ ଚାଇନା, ପଠାଇଲା ଏସ୍‌ ୟୁ-୩୫ ବିମାନ-ଟ୍ୟାଙ୍କ…

ତାଇପେଇ/ବେଜିଂ, ୨।୮ : ଆମେରିକା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନା ତାଇଓ୍ବାନ ଅଭିମୁଖେ ଏହାର ଏସ୍‌ୟୁ-୩୫ ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କ ପଠାଇଛି। ଚାଇନା ତାଇଓ୍ବାନର ଦକ୍ଷିଣ ପଶ୍ଚିମ ଏବଂ...

ଆମେ ତାଇଓ୍ବାନରେ ଲୋକତନ୍ତ୍ରର ସମର୍ଥକ କହିଲେ ପେଲୋସି, ଚାଇନାରେ ସିଭିଲ ଡିଫେନ୍ସ ସାଇରନ୍‌…

ତାଇପେଇ/ବେଜିଂ/ ଓ୍ବାଶିଂଟନ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହା ସହିତ ପେଲୋସିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଟୁଇଟ କରି କହିଛନ୍ତି ଯେ, ଆମେ...

ତାଇଓ୍ବାନରେ ପେଲୋସି, ଚାଇନା ରକ୍ତମୁଖା…

ତାଇପେଇ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହାକୁ ନେଇ ଚାଇନା ଏବେ ରକ୍ତମୁଖା ହେବାରେ ଲାଗିଛି। ପେଲୋସିଙ୍କୁ ସ୍ବାଗତ କରିବା ପାଇଁ ତାଇପେଇ ବିମାନ...

ଯାଞ୍ଚ୍‌ରେ କାହିଁକି ହେଉଛି ବିଳମ୍ବ,ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୨।୮ : ବିଭିନ୍ନ ଦୁର୍ନୀତି କ୍ଷେତ୍ରରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଛନ୍ତି। ଏଭଳି ମାମଲାର ତଦନ୍ତ ସମୟରେ ସତର୍କତା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ...

ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ...

ଇତିହାସ ରଚିଲା ଭାରତୀୟ ମହିଳା ଟିମ୍‌: ‘ଲନ୍‌ ବଲ୍‌’ରେ ଜିତିଲା ସ୍ବର୍ଣ୍ଣ ପଦକ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍‌। ଲନ୍‌ ବଲ୍‌ ମୁକାବିଲାର ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାଜିତ କରି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଦଳ...

ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…

ନୂଆଦିଲ୍ଲୀ, ୨।୮ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଅନେକ ଦ୍ୱିପାକ୍ଷିକ...

ରାଷ୍ଟ୍ରପତିଙ୍କ ଡାକ୍ତର ଭାବେ ନିଯୁକ୍ତ ହେଲେ ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂ…

ନୂଆଦିଲ୍ଲୀ, ୨।୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାକ୍ତର ଭାବେ ଭାରତୀୟ ସେନାର ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦଲଜିତ ୧୭ ଡିସେମ୍ବର୧୯୮୩ ରେ ବାୟୁସେନାରେ ନିଯୁକ୍ତ...

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri