Tag Archives: Home Middle

ପାଣ୍ଡିଆନ ଖେଳିଲେ ପୁତୁରା କାର୍ଡ

ଭୁବନେଶ୍ୱର,୯ା୬(ଅନିଲ ଦାସ)ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ଯ୍ୟନ୍ତ ପାଟି ଫିଟାଇ ନ ଥିବା ବେଳେ ଏହି ନିର୍ବାଚନରେ ମୁଖ୍ୟ ଭୂମିକା ନେଇଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ମଧ୍ୟମ ବର୍ଗ ନେତା...

ମୋଦିଙ୍କ ଶପଥ ଉତ୍ସବରେ ଖାର୍ଗେଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୮ା୬: ଆସନ୍ତାକାଲି ଅର୍ଥାତ୍‌ ରବିବାର (ଜୁନ ୯)ରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ...

ବିଜେଡିର ପରାଜୟ ପରେ ମୁହଁ ଖୋଲିଲେ ପ୍ରଦୀପ ମାଝି, କହିଲେ ଆମେ…

ଭୁବନେଶ୍ୱର,୮ା୬: ବିଜେଡିର ଶୋଚନୀୟ ପରାଜୟକୁ ନେଇ ପ୍ରଦୀପ ମାଝି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନ ଥିଲା। ଆମେ ଡିଫେନ୍ସିଭ ହୋଇ ନିର୍ବାଚନ ଲଢ଼ିଲୁ। ନବୀନଙ୍କୁ କାଉଣ୍ଟର କଲାଭଳି...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜବାବରେ ମୋଦି କହିଲେ…

ଓ୍ବାଶିଂଟନ,୮ା୬: ଆମେରିକାର ଶିଳ୍ପପତି ଏଲନ ମସ୍କ ଭାରତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇବା ସହ ଭାରତରେ ତାଙ୍କ କମ୍ପାନୀଗୁଡିକ ଦ୍ୱାରା ‘ରୋମାଞ୍ଚକର କାର୍ଯ୍ୟ’ କରିବାକୁ ସେ ଅପେକ୍ଷା କରିଥିବା କହିଛନ୍ତି। ଏହାର ଜବାବ ଦେଇ ମୋଦି...

ଭାଙ୍ଗିଯିବ ଏନ୍‌ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ

କୋଲକାତା,୮ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମ୍‌ସି...

କେଉଁ ଆସନ ଛାଡ଼ିବେ ରାହୁଲ? ରାଏବରେଲି ନା ଓ୍ବାୟନାଡ, ଶୀଘ୍ର ହେବ ସ୍ପଷ୍ଟ

ନୂଆଦିଲ୍ଲୀ,୮ା୬: ଶନିବାର କଂଗ୍ରେସ କହିଛି ଯେ, ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଉଭୟ ଓ୍ବାୟନାଡ ଏବଂ ରା ଏବରେଲି ଆସନ ଜିତିଥିବା ରାହୁଲ ଗାନ୍ଧୀ ଆସନ୍ତା ୧୮ ତମ ଲୋକ ସଭାରେ କେଉଁ ଦୁଇଟି ଆସନରୁ ପ୍ରତିନିଧିତ୍ୱ କରିବେ...

ଜିତିବାର ଅନେକ ବାପା, ହାରିବାର କେବଳ ଜଣେ, କାହିଁକି ଏମିତି କହିଲେ ଫଡନବିସ୍‌

ମୁମ୍ବାଇ,୮ା୬: ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ବାହାରିଛି ଏବଂ ବର୍ତ୍ତମାନ ଏହାର ସମୀକ୍ଷା ଚାଲିଛି। ୪୮ଟି ଲୋକ ସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଭାଜପାର ପ୍ରଦର୍ଶନ ଏଥର ଆଶା କରାଯାଉଥିବାଠାରୁ ବହୁତ କମ୍‌ ଥିଲା। ଦଳର ଖରାପ ପ୍ରଦର୍ଶନ ପାଇଁ...

‘ମୋତେ ପ୍ରଧାନମନ୍ତ୍ରୀ କଲେ ବି ମୁଁ ଏନ୍‌ଡିଏରେ ଯୋଗ ଦେବି ନାହିଁ’

ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର(ଜୁନ୍‌ ୯)ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ନାଗିନା...

ମୁଖ୍ୟମନ୍ତ୍ରୀ ରେସ୍‌ରୁ ବାଦ୍‌ ପଡ଼ିପାରନ୍ତି ଧର୍ମେନ୍ଦ୍ର, କାରଣ…

ଭୁବନେଶ୍ୱର,୮ା୬: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢ଼ିବ ବୋଲି ସ୍ଥିର ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ। ନେତାଙ୍କୁ ଭୋଟ୍‌...

ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍‌ପି ଭାବରେ...

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତଦନ୍ତ ପାଇଁ କମିଟି ଗଠନ କଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮।୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷ ହୋଇଥିବା ନାଶନାଲ ଇଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗର ହେବ ତଦନ୍ତ। ନିଟ୍‌-ୟୁଜି ୨୦୨୪ ପରୀକ୍ଷାରେ ଗ୍ରେସ୍ ମାର୍କ ପାଇଥିବା ୧,୫୦୦ ରୁ ଅଧିକ...

ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ

ପୁରୀ,୮।୬: ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଶନିବାର ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri