Tag Archives: Home Middle

ସ୍କୁଲ ୟୁନିଫର୍ମରେ ମଲ୍‌-ରେଷ୍ଟୁରାଣ୍ଟ୍‌-ସିନେମା ହଲ-ପାର୍କରେ ପ୍ରବେଶ ମନା…

ଲକ୍ଷ୍ନୌ, ୩୧।୭ : ସ୍କୁଲ ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଇଁ ଏବେ ମଲ୍‌,ରେଷ୍ଟୁରାଣ୍ଟ୍‌,ସିନେମା ହଲ, ପାର୍କରେ ପ୍ରବେଶ ମନା କରାଯାଇଛି। ଉତ୍ତରପ୍ରଦେଶର କୁଶୀନଗରର ଡିଆଇଓଏସ ଏନେଇ ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଏବଂ ପାର୍କ ସଞ୍ଚାଳକମାନଙ୍କୁ ନିବେଦନ କରିଛନ୍ତି। ଏହାକୁ...

ଜବତ ଟଙ୍କା ନେଇ ୩ ବିଧାୟକଙ୍କ ଭିନ୍ନ ଭିନ୍ନ ଉତ୍ତର, ତଦନ୍ତ ଜାରି..

କୋଲକାତା, ୩୧।୭ : କୋଲକାତାର ହାୱଡ଼ାରେ ନଗଦ ଟଙ୍କା ସହିତ ଗିରଫ ହୋଇଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପଶ୍ଚିମବଙ୍ଗ ପୋଲିସ ପଚରାଉଚରା ଜାରି ରଖିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଲକାତା ପୋଲିସ, ହାୱଡ଼ା ପୋଲିସ ଏବଂ ସିଆଇଡି...

ଭାରତକୁ ୪ର୍ଥ ପଦକ: ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ପଦକ। ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରୋତ୍ତୋଳନର ୫୫ କିଗ୍ରା ବର୍ଗରେ ଭାରତ ପାଇଁ ଜିତିଛନ୍ତି ରୌପ୍ୟ ପଦକ। ମୋଟ ୨୦୨ କିଗ୍ରା ଓଜନ ଉଠାଇ ସେ ରୋପ୍ୟ ନିଜ ନାମରେ କରିଛନ୍ତି। ରୋପ୍ୟ...

ଝାଡ଼ଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ…

କୋଲକାତା, ୩୧।୭ : ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା। ଗୁପ୍ତଚର ଇନପୁଟ ଆଧାରରେ ବିଧାୟକ ଇରଫାନ ଅନସାରୀ, ରାଜେଶ...

ଆମେରିକାରେ ପ୍ରବଳ ବନ୍ୟା: ୨୫ ମୃତ, ଅନେକ ନିଖୋଜ

ଓ୍ବାଶିଂଟନ,୩୧ା୭: ଆମେରିକାର ଅନେକ ସ୍ଥାନରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର କେଣ୍ଟୁକି ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। କେଣ୍ଟୁକି ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବନ୍ୟା ଯୋଗୁ ଅନେକ ଲୋକ ନିଖୋଜ...

ନିସର୍ତ୍ତ କ୍ଷମା ମାଗନ୍ତୁ ସ୍ମୃତି ଇରାନୀ, ଲୋକ ସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୩୧।୭ : ଭୁଲ ଭାବରେ ରାଷ୍ଟ୍ରପତିଙ୍କ ନାମ ନେବା ପ୍ରସଙ୍ଗ ନେଇ ବିବାଦ ଥମିବାର ନା ଧରୁନି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି...

୧୭ ବର୍ଷରେ ଇଡ଼ିରେ ୫,୪୨୨ ମାମଲା, ଦୋଷୀ ମାତ୍ର ୦.୪୬ ପ୍ରତିଶତ…

ନୂଆଦିଲ୍ଲୀ, ୩୧।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ କିଛି ଦିନ ହେବ ହେଡଲାଇନରେ ରହିଆସିଛି। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡ଼ିର ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଦଳର ନେତା ଓ କର୍ମୀମାନେ...

ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ ଆମେ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୧ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ସ୍ବାଧିନତାର ୭୫ ବର୍ଷ ପାଳନ ଅବସରରେ ଆମେ ସଭିଏଁ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ...

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରାଯିବ। ମୃତ୍ୟୁର କାରଣ ଅନ୍ୟ...

ଶାରୀରିକ ସମ୍ପର୍କ ସମୟରେ କହିବା ସତ୍ତ୍ୱେ ପୁରୁଷ ବନ୍ଧୁ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନ କରିବା ବଳାତ୍କାର ସହ ସମାନ, କାନାଡ଼ା ସୁପ୍ରିମ୍‌ କୋର୍ଟ…

ଅଟଓ୍ବା, ୩୧।୭ : କାନାଡାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନକରନ୍ତି, ତେବେ ଏହା ଯୌନ ହିଂସା ପରିସରକୁ ଆସିବ। ଅର୍ଥାତ୍‌...

ଭିଡ଼ିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ…

ଚେନ୍ନାଇ, ୩୧।୭ : ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ତାମିଲନାଡୁର ଜଣେ ଯୁବତୀଙ୍କୁ ଭର୍ଚୁଆଲ ମୋଡରେ ବିବାହ କରିବାକୁ ଅନୁମତି ଦେଇଛନ୍ତି। ଯୁବତୀ ଜଣକ ଜଣେ ଆମେରିକୀୟ ନାଗରିକଙ୍କ ସହ ସାତ ଫେରା ନେବାକୁ ଚାହୁଁଛନ୍ତି। ମଦୁରାଇ ବେଞ୍ଚରେ କନ୍ୟାକୁମାରୀ...

ଝାଡ଼ଖଣ୍ଡରେ ଅପରେଶନ୍‌ ଲୋଟସ୍‌, ସରକାର ଭାଙ୍ଗିବାକୁ ଭାଜପାର ଉଦ୍ୟମ ଅଭିଯୋଗ ଆଣିଲା କଂଗ୍ରେସ, ୩ ବିଧାୟକଙ୍କଠାରୁ ବିପୁଳ ଟଙ୍କା ଜବତ…

ରାଞ୍ଚି,୩୧।୭ : କଂଗ୍ରେସ ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଝାଡ଼ଖଣ୍ଡରେ ଭାଜପା ଅପରେଶନ ଲୋଟସ ଦ୍ୱାରା ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି। କଂଗ୍ରେସ କର୍ମୀମାନେ କହିଛନ୍ତି ଯେ ପଶ୍ଚିମବଙ୍ଗର ହାୱଡାରେ ଦଳର ୩ ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri