Tag Archives: Home Middle

୧୭ ବର୍ଷ ବୟସରେ ଭୋଟ ପରିଚୟପତ୍ର ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୨୮।୭: ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଭୋଟର ତାଲିକାରେ ନିଜ ନାଁ ପଞ୍ଜୀକରଣ କରିବାକୁ ଆଉ ଅପେକ୍ଷା କରିବାକୁ ପଡ଼ିବନାହିଁ। ଯାହାଙ୍କ ବୟସ ୧୭ ବର୍ଷ ହୋଇସାରିଛି, ସେମାନେ ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ। ଭାରତୀୟ...

ମନ୍ତ୍ରୀ ପରେ ଟିଏମ୍‌ସିର ସମସ୍ତ ପଦରୁ ନିଲମ୍ବିତ ହେଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୮।୭: ଶିକ୍ଷକ ନୁଯୁକ୍ତି ଦୁର୍ନୀତିରେ ପାର୍ଥ ଚାଟାର୍ଜୀଙ୍କ ନାମ ଆସିବା ପରେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବଡ଼ ଆକ୍ସନ ନେଇଛନ୍ତି। ଗୁରୁବାର ଦ୍ୱିପ୍ରହରରେ ମନ୍ତ୍ରୀ ପଦରୁ ହଟାଯିବା ପରେ ପାର୍ଥ ଚାଟାର୍ଜୀଙ୍କୁ ଟିଏମ୍‌ସିରୁ ମଧ୍ୟ ନିଲମ୍ବିତ...

‘ମୁଁ ଚୋରଙ୍କ ସହ କଥା ହେବାକୁ ଚାହେଁ ନାହିଁ’

ଇସଲାମାବାଦ,୨୮ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବର୍ତ୍ତମାନର ସରକାରଙ୍କ ସହ କଥାବାର୍ତ୍ତାର ସମସ୍ତ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ଏକ ବିବୃତ୍ତିରେ ଇମ୍ରାନ୍‌ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌)ର ସମସ୍ତ ନେତାଙ୍କୁ ଚୋର ବୋଲି କହିଛନ୍ତି। ସେ...

ମନ୍ତ୍ରୀ ପଦରୁ ହଟିଲେ ପାର୍ଥ ଚାଟାର୍ଜୀ

କୋଲକତା,୨୮।୭: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହେବା ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଥିଲା। ଗୁରୁବାର...

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବିରୋଧ ମାମଲା, ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୮।୭ : ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ କରାଯାଇଥିବା ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଖୁବ...

ଦିଲ୍ଲୀ ନଗର ନିଗମ ନିର୍ବାଚନ, ଜବାବ ଦାଖଲ ପାଇଁ କେନ୍ଦ୍ର-ଇସିଙ୍କୁ ସମୟ ଦେଲେ ଏସ୍‌ସି…

ନୂଆଦିଲ୍ଲୀ,୨୮।୭ : ଦିଲ୍ଲୀ ନଗର ନିଗମ ନିର୍ବାଚନ ସମ୍ପର୍କରେ ଆମ ଆଦମୀ ପାର୍ଟିର ଆବେଦନ ଉପରେ ସୁପ୍ରିମକୋର୍ଟ(ଏସ୍‌ସି) କେନ୍ଦ୍ର ଏବଂ ନିର୍ବାଚନ ଆୟୋଗ(ଇସି)ଙ୍କୁ ସମୟ ଦେଇଛନ୍ତି। କେନ୍ଦ୍ର ଏବଂ ନିର୍ବାଚନ ଆୟୋଗ ଏହାର ଉତ୍ତର ଦେବାକୁ ଅଧିକ ସମୟ ମାଗିଥିଲେ।...

ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ପାଇଁ ୧୭ ବର୍ଷରୁ ଅଧିକ ବୟସ୍କ ଯୁବବର୍ଗ କରିପାରିବେ ଆବେଦନ, ଇସିଆଇଙ୍କ ଘୋଷଣା…

ନୂଆଦିଲ୍ଲୀ,୨୮।୭ : ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏଈିକି ୧୭ ବର୍ଷରୁ ଅଧିକ ବୟସ୍କ ଯୁବବର୍ଗ ଭୋଟର ତାଲିକାରେ ନାମ ଯୋଡ଼ିବାକୁ ଆବେଦନ କରିପାରିବେ। ଯୁବବର୍ଗଙ୍କୁ ଆବେଦନ କରିବାକୁ...

ପୁଣି ୩ ଏମ୍‌ପି ରାଜ୍ୟ ସଭାରୁ ନିଲମ୍ବିତ

ନୂଆଦିଲ୍ଲୀ,୨୮।୭: ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଗୁରୁବାର ଆଉ ତିନି ଜଣ ଏମ୍‌ପିଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଏମ୍‌ପିମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସୁଶୀଲ ଗୁପ୍ତା ଏବଂ ସନ୍ଦୀପ ପାଠକ...

କିମ୍‌ଙ୍କ କଡ଼ା ଚେତାବନୀ, ଆମେରିକା-ଦକ୍ଷିଣକୋରିଆ ସହ ହେବ ଆଣବିକ ଯୁଦ୍ଧ…

ପୋଙ୍ଗୟାଙ୍ଗ୍‌,୨୮।୭ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କଡ଼ା ଚେତାବନୀ ନେଇ ଏଭଳି ହୋଇଛି। କିମ୍‌ କହିଛନ୍ତି ଯେ, ଆମେରିକା...

ଜଳିଗଲା ୯୦୦ ହେକ୍ଟର ପାଇନ୍‌ ଜଙ୍ଗଲ

ପ୍ୟାରିସ୍‌,୨୮ା୭: କିଛି ସପ୍ତାହ ଧରି ୟୁରୋପୀୟ ଦେଶଗୁଡ଼ିକରେ ପ୍ରବଳ ଉତ୍ତାପ ଏବଂ ଜଙ୍ଗଲୀ ନିଆଁ ବ୍ୟାପିଛି। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆର୍ଡଚେ ଜଙ୍ଗଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ଫ୍ରାନ୍ସର ୯୦୦ ହେକ୍ଟର ପାଇନ ଜଙ୍ଗଲକୁ ନଷ୍ଟ କରିଥିବା ନିଆଁକୁ...

କହୁ କହୁ ପାଟିରୁ କଥା ଖସିଗଲା, ସଫେଇ ଦେଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୮।୭ : ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ କଂଗ୍ରେସକୁ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଅପମାନ ଜନକ ମନ୍ତବ୍ୟ ଦେଇଥିବା ନେଇ ନିସର୍ତ୍ତ କ୍ଷମା ମାଗିବାକୁ ଭାଜପା ଦାବି...

ଭାଜପା ଏମ୍‌ପିଙ୍କ ସରକାରଙ୍କୁ ପ୍ରଶ୍ନ, ବେରୋଜଗାରୀ ପାଇଁ ଦାୟୀ କିଏ ?…

ନୂଆଦିଲ୍ଲୀ,୨୮।୭ : ଭାଜପା ନେତା ତଥା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ନିଜ ଦଳର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଂସଦରେ ସରକାର ଦେଇଥିବା ଏହି ପରିସଂଖ୍ୟାନ ବେକାରୀ ପରିସ୍ଥିତିକୁ ଦର୍ଶାଉଛି ବୋଲି ସେ ଟୁଇଟ କରିଛନ୍ତି। ଗତ ୮...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri