Tag Archives: Home Middle

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ କଂଗ୍ରେସକୁ ଘେରିଲା ଭାଜପା…

ନୂଆଦିଲ୍ଲୀ,୨୮।୭ : ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ କଂଗ୍ରେସକୁ ଭାଜପା ଘେରିବା ଆରମ୍ଭ କରିଛି। ଏପରି କହି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଅପମାନ ଜନକ ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। କଂଗ୍ରେସ ଏନେଇ କ୍ଷମା...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ଗୁରୁବାର ପୂର୍ବାହ୍ନରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ପାର୍ଲାମେଣ୍ଟ ଅଧିବେଶନରେ କଂଗ୍ରେସ ଏମ୍‌ପି ଅଧୀର ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ...

ଚାଇନା ରକେଟର ଧ୍ୱଂସାବଶେଷ ପୃଥିବୀ ମୁହାଁ…

ଓ୍ବାଶିଂଟନ,୨୮।୭ : ଆସନ୍ତା କିଛି ଦିନ ମଧ୍ୟରେ ଚାଇନାର ରକେଟର ଧ୍ୱଂସାବଶେଷ ପୃଥିବୀକୁ ଖସିଯିବାକୁ ଯାଉଛି। ଏହା କେତେକଅଞ୍ଚଳକୁୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। କାଲିଫର୍ନିଆର ଏକ ଅଣ-ଲାଭ ବ୍ୟବସାୟୀ ଏରୋସ୍ପେସ କର୍ପୋରେଟ ଅନୁଯାୟୀ, ଜୁଲାଇ ୨୪ ରେ...

କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଅନିଶ୍ଚିତତା…

ମୁମ୍ବାଇ,୨୮।୭ : ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବାର ପ୍ରାୟ ଏକ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ। ଏନେଇ ସମ୍ପ୍ରସାରଣ ନେଇ ଅନିଶ୍ଚିତତା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୩୦ଜୁନ ରେ ଶପଥ ଗ୍ରହଣ କରିଥିଲେ।...

ଧାରଣା ଦେଇଥିବା ନେତାଙ୍କ ପାଇଁ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ, ରାତିରେ ମଶା ଉପଦ୍ରବ…

ନୂଆଦିଲ୍ଲୀ,୨୮।୭ : ବିରୋଧୀ ଦଳମାନେ ସଂସଦ ପରିସରରେ ପ୍ରାୟ ୫୦ ଘଣ୍ଟା ଧରି ଧାରଣାରେ ବସିଥିବା ସେମାନଙ୍କର ଖାଦ୍ୟ ଇତ୍ୟାଦିର ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ଦହିଭାତ ଠାରୁ ଆରମ୍ଭ କରି ଇଡଲି-ସମ୍ବର୍‌, ଗାଜର କା...

ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତର ୨୧୫ ଆଥଲେଟ୍‌ କରିବେ ଅଂଶଗ୍ରହଣ

ବର୍ମିଂହାମ୍‌, ୨୭।୭: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଆଜିଠାରୁ ଇଂଲଣ୍ଡର ବର୍ମିଂହାମ ଠାରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଇଂଲଣ୍ଡରେ ପହଞ୍ଚିଛନ୍ତି। ଭାରତ ୧୮ ଥରପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଛି। ବର୍ମିଂହାମ କ୍ରୀଡ଼ାରେ...

ସକ୍ରିୟ ମାମଲା ଲକ୍ଷେ ୪୬ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ପାଠପଢ଼ାରେ ଝିଅ ଆଗରେ, ପୁଅଙ୍କ ତୁଳନାରେ କମ୍‌ ଝିଅ ଅଧାରୁ ଛାଡୁଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨୮।୭ : ପାଠପଢ଼ାରେ ଝିଅମାନେ ପୁଅଙ୍କ ତୁଳନାରେ ଆଗରେ ଅଛନ୍ତି। ସ୍କୁଲକୁ ଯିବା ଏବଂ ଅଧ୍ୟୟନ ଜାରି ରଖିବା ହାର ଝିଅମାନଙ୍କ କ୍ଷେତ୍ରରେ ଅଧିକ ରହିଛି। ତେବେ ଅଧିକ ସଂଖ୍ୟକ ପୁଅ ଅଧାରୁ ସ୍କୁଲ ଛାଡୁଛନ୍ତି। ସଂସଦରେ ଏକ ପ୍ରଶ୍ନର...

୧୫ ଅଗଷ୍ଟରେ ୩ ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୮।୭ : ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥର ତିନି ପ୍ରକାରର ଗୁପ୍ତଚର ଆଲର୍ଟ ଅଛି। ଏହା ଆଧାରରେ ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଛନ୍ତି। ଅଗଷ୍ଟ...

ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା, ପୃଥକ କଲେ ମଙ୍କିପକ୍ସ ଭୂତାଣୁ…

ପୁଣେ,୨୮।୭ : କରୋନା ପରେ, ବର୍ତ୍ତମାନ ଭାରତୀୟ ବୈଜ୍ଞାନିକମାନେ ମଙ୍କିପକ୍ସ କ୍ଷେତ୍ରରେ ବେଶ୍‌ ସଫଳତା ହାସଲ କରିଛନ୍ତି। ପୁଣେ ଭିତ୍ତିକ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି  (ଏନଆଇଭି)ର ଏକ ଟିମ ମଙ୍କିପକ୍ସ ଭୂତାଣୁକୁ ସଂକ୍ରମିତଙ୍କଠାରୁ ପରୀକ୍ଷା ପାଇଁ ନିଆଯାଇଥିବା ନମୁନାରୁ...

ତାଇଓ୍ବାନ୍‌ ଯିବେ ନାନ୍ସି

ଓ୍ବାଶିଂଟନ୍‌/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା ହସ୍ତକ୍ଷେପ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସି...

ରୋଶନୀ ନାଦାର ଧନୀ ଭାରତୀୟ ମହିଳା

ମୁମ୍ବାଇ,୨୮।୭: ଏଚ୍‌ସିଏଲ୍‌ ଟେକ୍‌ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦାର ମାଲହୋତ୍ରା ଭାରତର ସର୍ବଶ୍ରେଷ୍ଠ ଧନୀ ମହିଳା ସ୍ଥାନ ବଜାୟ ରଖିଛନ୍ତି। ୨୦୨୧ରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୫୪ ପ୍ରତିଶତ ବୃଦ୍ଧି ପାଇ ୮୪,୩୩୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଚ୍‌ସିଏଲ୍‌ ପ୍ରତିଷ୍ଠାତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri