Tag Archives: Home Middle

ଲୋକ ସଭାରେ ହଟ୍ଟଗୋଳ କରି ନିଲମ୍ବିତ ହେଲେ କଂଗ୍ରେସର ୪ଏମ୍‌ପି

ନୂଆଦିଲ୍ଲୀ,୨୫।୭: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦର ବୃଦ୍ଧି, ବେରୋଜଗାରକୁ ପ୍ରସଙ୍ଗ କରି ଗୃହରେ ହଟ୍ଟଗୋଳ ଚଳାଇଛନ୍ତି। ଇତିମଧ୍ୟରେ ସୋମବାର କଂଗ୍ରେସର ୪ଏମ୍‌ପି ହାତରେ ପ୍ଲାକାର୍ଡ ଧରି ଦରବୃଦ୍ଧି ବିରୋଧରେ ଲୋକ ସଭାରେ ବିକ୍ଷୋଭ...

ଚିଲିକା ବିଧାୟକଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ ତାଙ୍କ ଶୁଣାଣିରେ ବିଧାୟକ ଜଗଦ୍ଦେବଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ୧ ବର୍ଷ ପାଇଁ...

ଆଧାର ଭୋଟର ପରିଚୟ ପତ୍ର ଲିଙ୍କ୍‌, ସୁପ୍ରିମ୍‌କୋର୍ଟରେ ସୁର୍ଜେୱାଲାଙ୍କୁ ଝଟ୍‌କା…

ନୂଆଦିଲ୍ଲୀ,୨୫।୭ : ସୋମବାର ଆଧାର କାର୍ଡ-ଭୋଟର ପରିଚୟ ପତ୍ର ଲିଙ୍କ୍‌ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲାଙ୍କ ଆବେଦନ ଶୁଣି ସୁପ୍ରିମକୋର୍ଟ ତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ଇଲେକ୍ଟ୍ରୋନିକ ଚୟନକର୍ତ୍ତାଙ୍କ ଫଟୋ ପରିଚୟ...

ଏଲଏସିରେ ଏସ୍‌-୪୦୦ ତୋପ ମୁତୟନ କରିବ ଭାରତ…

ଲଦାଖ,୨୫।୭ : ଏଲଏସିରେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ଅଣ୍ଡା ଭିଡ଼ିଛି। ଏନେଇ ଭାରତ ଏଲଏସିରେ ଏସ୍‌-୪୦୦ ତୋପ ମୁତୟନ କରିବାକୁ ଯୋଜନା କରିଛି। ଏହା ସହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିବାକୁ ଭାରତ ପ୍ରସ୍ତୁତି ଆରମ୍ଭ...

ଗୋଟାବାୟାଙ୍କ ନାଁରେ ଯୁଦ୍ଧ ଅପରାଧ ମାମଲା

ସିଙ୍ଗାପୁର,୨୫ା୭: ଦକ୍ଷିଣ ଆଫ୍ରିକାସ୍ଥିତ ଅଧିକାର ଭିତ୍ତିକ ଗୋଷ୍ଠୀ ସିଙ୍ଗାପୁରର ଆଟର୍ନିଂ ଜେନେରାଲଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରି ଯୁଦ୍ଧ ଅପରାଧ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ଟ୍ରୁଥ୍‌ ଆଣ୍ଡ୍‌...

ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ଦ୍ରୌପଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ...

ଶାରୀରିକ ସମ୍ପର୍କ ମାଧ୍ୟମରେ ବ୍ୟାପିଥାଏ ମଙ୍କିପକ୍ସ ସଂକ୍ରମଣ, ସର୍ଭେ ରିପୋର୍ଟ…

ଲଣ୍ଡନ,୨୫।୭ : ମଙ୍କିପକ୍ସ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ୭୫ରୁ ଅଧିକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ ହଜାରକୁ ବୃଦ୍ଧି ପାଇଛି। ଭାରତରେ ମଧ୍ୟ ଚାରିଟି ମାମଲା ଚିହ୍ନଟ ହୋଇଛି। ଏହାର ଅଧିକାଂଶ ଆକ୍ରାନ୍ତ...

ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ସାନ୍‌ପେଡ୍ରୋରେ ଥିବା...

‘ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ’

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତ ଇତିହାସରେ ସୋମବାର ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଜି ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ପାର୍ଲାମେଣ୍ଟ ଭବନର ସେଣ୍ଟ୍ରାଲ ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା।...

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନେଲେ ଶପଥ…

ନୂଆଦିଲ୍ଲୀ,୨୫।୭ : ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସଂସଦର ସେଣ୍ଟାଲ ହଲରେ ଆୟୋଜିତ...

ପ୍ରମାଣପତ୍ରରେ କେବଳ ମାତାଙ୍କ ନାମ ଲେଖିପାରିବେ ସନ୍ତାନ, ପିତାଙ୍କ ନାମ ନ ଲେଖିବାର ରହିଛି ଅଧିକାର, ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌,୨୫।୭ : କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ସନ୍ତାନଙ୍କର ତାଙ୍କ ଆବଶ୍ୟକୀୟ ପ୍ରମାଣପତ୍ରରେ ପିତାଙ୍କ ନାମ ଉଲ୍ଲେଖ ନ କରିବାର ଅଧିକାର ରହିଛି ଏବଂ ସେ କେବଳ ତାଙ୍କ ମାତାଙ୍କ...

୫ ରାଜ୍ୟରେ ସ୍ଥିତି ଅଣାୟତ୍ତ…

ନୂଆଦିଲ୍ଲୀ, ୨୫।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri