Tag Archives: Home Middle

ବଢ଼ିଲା ବିଦ୍ୟୁତ୍‌ ଦର, ୟୁନିଟ୍‌ ପିଛା ଦେବାକୁ ପଡ଼ିବ…

ଇସଲାମାବାଦ,୨୩ା୭: ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ବିଦ୍ୟୁତ୍‌ ଦର ମହଙ୍ଗା ହୋଇଛି। ସରକାର ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ପ୍ରାୟ ୮ ଟଙ୍କା ବୃଦ୍ଧି କରିଛନ୍ତି। ଏକ...

ବିଦାୟ ନେଲେ କୋବିନ୍ଦ…

ନୂଆଦିଲ୍ଲୀ, ୨୩।୭ : ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ,, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ବହୁ...

ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀଙ୍କ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ…

କଲମ୍ବୋ, ୨୩।୭ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାପୂର୍ବରୁ, ଦେଶରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ନେଇ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ...

ଆତଙ୍କବାଦୀ ସଂଗଠନ ଟିଟିପି ସହିତ ଶାନ୍ତି ଆଲୋଚନା କଲେ ପାକିସ୍ତାନ ସୈନ୍ୟ ଅଧିକାରୀ…

ଇସଲାମାବାଦ, ୨୩।୭ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଛନ୍ତି। ଶନିବାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥିରେ ଉଭୟ ପକ୍ଷ ବ୍ୟାପକ ସୁରକ୍ଷା ରଣନୀତି ଅନୁଯାୟୀ କାର୍ଯ୍ୟ...

ଫଡ଼ନଭିସଙ୍କ ଫୋନ୍‌ ଟାପିଂ ମାମଲାର ହେବ ସିବିଆଇ ଯାଞ୍ଚ୍‌, ଶିନ୍ଦେ ସରକାରଙ୍କ ନିର୍ଦ୍ଦେଶ…

ମୁମ୍ବାଇ, ୨୩।୭ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ରାଜ୍ୟ ପୋଲିସକୁ ଦୁଇଟି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ଫୋନ୍‌ ଟାପିଂ ମାମଲା ମଧ୍ୟ ରହିଛି।...

ଶିବପାଳ-ରାଜଭରଙ୍କୁ ଅଖିଳେଶଙ୍କ ପରାମର୍ଶ, ଯେଉଁଠି ସମ୍ମାନ ମିଳୁଛି ସେଠିକି ଯାଅ…

ଲକ୍ଷ୍ନୌ, ୨୩।୭ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ ଏବଂ ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଯେଉଁଠାରେ ତୁମେ ଅଧିକ ସମ୍ମାନ ପାଇବ...

୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ ସଂଗଠନଗୁଡ଼ିକୁ ମାନ୍ୟତା ଦେବାଲାଗି ଅଣାଯାଇଥିବା ପ୍ରସ୍ତାବ ବିରୋଧରେ ୬ ଦେଶ ଭୋଟ ଦେଇଛନ୍ତି।...

ଶ୍ରୀଲଙ୍କାର ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ପାଇଁ ୫୦୦ କୋଟି ସହାୟତା ଦାବି କଲା ଡବ୍ଲୁଏଫପି …

ଜେନେଭା/କଲମ୍ବୋ, ୨୩।୭ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କୁ ଦୁଇବେଳା ଖାଇବାକୁ ମିଳୁନି। ଦେଶରେ ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ସମସ୍ୟାର ସମାଧାନ ପାଇଁ...

ଜୀବନ-ମୃତ୍ୟୁର ୩୨ କାହାଣୀ, କରୋନା ଯୋଦ୍ଧାଙ୍କ ଉପରେ ପୁସ୍ତକ…

ନୂଆଦିଲ୍ଲୀ, ୨୩।୭ : ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କରୋନା ସଙ୍କଟ ସମୟରେ ଦେଶର ଲୋକଙ୍କୁ ସେବା କରୁଥିବା ତଥା ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ସମୟରେ ସେମାନଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧା...

ଏନଡିଏ-ନୋ ଡାଟା ଏଭଲେବୁଲ, ରାହୁଲଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୩।୭ : କଂଗ୍ରେସ ପକ୍ଷରୁ ଭାଜପା ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଏହି ମର୍ମରେ ପୂର୍ବତନ ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କରୋନା ମହାମାରୀ ସମୟରେ ଅମ୍ଳଜାନ ଅଭାବ,...

ବିନା ଯାଞ୍ଚ୍‌ରେ ମିଡ଼ିଆ ଚଳାଉଛି କଙ୍ଗାରୁ କୋର୍ଟ, ସିଜେଆଇଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ,୨୩।୭ : ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ଶନିବାର ଇଲେକ୍ଟ୍ରୋନିକ ଏବଂ ସୋସିଆଲ ମିଡିଆକୁ କଡ଼ା ସମାଲୋଚନା କରି ଗଣତନ୍ତ୍ରର କ୍ଷତି କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମ ବିନା ଯାଞ୍ଚରେ କଙ୍ଗାରୁ କୋର୍ଟ ଚଳାଉଛି।...

ଦେଢ଼ ଲକ୍ଷ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri