Tag Archives: Home Middle

ମୁଖ୍ୟମନ୍ତ୍ରୀ ଦୌଡ଼ରେ ହମ୍‌ଜା ଶେହବାଜ, ପରଭେଜ ଇଲାହୀ

ଇସଲାମାବାଦ,୨୨ା୭: ନିକଟରେ ପଞ୍ଜାବ ବାଇପୋଲରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ (ପିଟିଆଇ)ର ବିଜୟ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହେବ। ଡେପୁଟି ସ୍ପିକର ଦୋସ୍ତ ମଜାରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଅଧିବେଶନ ଅପରାହ୍ନ...

ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪ ଟିରେ, ୨୩୫ଟି ସମ୍ପତ୍ତି ପ୍ରକଳ୍ପରେ ୧.୩ କୋଟି ଲୋକ ଗୃହଋଣ କିସ୍ତି ପୈଠ...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୯୨.୭୧ ପ୍ରତିଶତ

ନୂଆଦିଲ୍ଲୀ,୨୨।୭: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୯୨.୭୧ ପ୍ରତିଶତ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥର ୯୪.୫୪ ପ୍ରତିଶତ ଛାତ୍ରୀ ପାସ୍‌ କରିଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୯୧.୨୫ ପ୍ରତିଶତ...

ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ପାର୍‌…

ନୂଆଦିଲ୍ଲୀ, ୨୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଭାଜପା-ଏଏପି ମୁହାଁମୁହିଁ, ପ୍ରଧାନମନ୍ତ୍ରୀ ମଧ୍ୟ କରି ପାରିବେନି ବିଦେଶ ଗସ୍ତ, କହିଲେ କେଜ୍ରିଓ୍ବାଲ…

ନୂଆଦିଲ୍ଲୀ,୨୨।୭ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ସାମ୍ବିଧାନିକ ଅଧିକାରୀଙ୍କ...

ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ସବୁଠୁ ଆଗରେ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁ ରାଜ୍ୟଠାରୁ ଆଗରେ ରହିଛି। ଗୁରୁବାର ବିଧାନସଭାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଭାଜପା ସଭ୍ୟ ଗଣେଶରାମ ସିଂ...

ଗର୍ଭନିରୋଧକ ବ୍ୟବହାର ରହିବ ଜାରି, ଆମେରିକା ସଦନରେ ବିଧେୟକ ପାରିତ…

ଓ୍ବାଶିଂଟନ,୨୨।୭ : ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଦେଶରେ ଗର୍ଭପାତ ଅଧିକାରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସଦନରେ ଏକ ବିଲ ଅନୁମୋଦିତ ହୋଇଛି। ଏହା ଗର୍ଭନିରୋଧକ ଔଷଧ ଏବଂ ଅନ୍ୟାନ୍ୟ ଉପାୟ ବ୍ୟବହାର କରିବାର ଅଧିକାରକୁ ସୁରକ୍ଷା ଦେଇଛି। ଆମେରିକାରେ...

ଲୁ ଯୋଗୁ ପ୍ରତିଦିନ ହାରାହାରି ୩୯ ହସ୍ପିଟାଲରେ ହେଉଥିଲେ ଭର୍ତ୍ତି, ଏପ୍ରିଲ୍‌-ଜୁନ୍‌ରେ ପ୍ରବଳ ତାତି ଯୋଗୁ ୭୯ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୭ : ଗତ କିଛି ମାସ ତଳେ ଭାରତ ରେକର୍ଡ ଭାଙ୍ଗୁଥିବା ଉତ୍ତାପର ସମ୍ମୁଖୀନ ହୋଇଥିବାବେଳେ ଏବେ ସ୍ପେନ, ଇଂଲଣ୍ଡ ପ୍ରବଳ ଉତ୍ତାପ ଯୋଗୁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଚଳିତ ବର୍ଷ ପ୍ରବଳ ତାତି ଯୋଗୁ...

ଭାରତରେ ଫେସବୁକ୍‌ରେ ଅଧିକ ଅଶ୍ଳୀଳତା ଯୋଗୁ ମହିଳା ୟୁଜରଙ୍କ ସଂଖ୍ୟା କମୁଛି, ମେଟା ରିପୋର୍ଟ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୭ : ଫେସବୁକ (ମେଟା) ପାଇଁ ଏକ ବଡ ବଜାର ଭାବରେ ପରିଗଣିତ ଭାରତରେ ବର୍ତ୍ତମାନ କମ୍ପାନୀ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛି। ଏହାର ସବୁଠାରୁ ବଡ କାରଣ ହେଉଛି ସୋସିଆଲ ମିଡିଆ ସାଇଟରେ ଅଶ୍ଳୀଳତା...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌: ଫାଇନାଲ୍‌ରେ ସୁନା ପୁଅ

ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପୁଣି ଜଲଓ୍ବା ଦେଖାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆମେରିକାର ଓରେଗନରେ ଆୟୋଜିତ ଏହି ଚାମ୍ପିଅନଶିପରେ...

ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ପାଇବା ସମ୍ଭାବନା ବିରୋଧରେ ବାରମ୍ବାର ସତର୍କ ସୂଚନା ଜାରି...

ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍‌କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…

ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ ମଧ୍ୟରେ ୟୁକ୍ରେନକୁ ଅଧିକ ରକେଟ ସିଷ୍ଟମ, ଗୁଳି ଏବଂ ଅନ୍ୟାନ୍ୟ ସାମରିକ ସହାୟତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri