Tag Archives: Home Middle

୨୩୧ ବର୍ଷର ବନ୍ଧୁକ ସଂସ୍କୃତି, ନିୟନ୍ତ୍ରଣ କରିବାରେ ସରକାର ବିଫଳ…

ଓ୍ବାଶିଂଟନ,୧୮।୭ : ଆମେରିକାରେ ଗୁଳିକାଣ୍ଡ ଥମିବାର ନା ଧରୁନି। ଦେଶରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏଭଳି ଘଟଣାରେ ବହୁ ଧନ ଜୀବନର ହାନି ଘଟୁଛି। ରାଷ୍ଟ୍ରପତି ଜୋ...

ଜୁବେରଙ୍କ ମାମଲାର ଶୀଘ୍ର ଶୁଣାଣି ନେଇ ସିଜେଆଇ କହିଲେ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବେଞ୍ଚକୁ ଯାଅ…

ନୂଆଦିଲ୍ଲୀ,୧୮।୭ : ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ ଚେକର୍‌ ମହମ୍ମଦ ଜୁବେରଙ୍କ ଏଫଆଇଆର୍‌ ରଦ୍ଦ କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି ପାଇଁ ଦାବି ହୋଇଛି। ଏହା ଉପରେ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା ଜୁବେରଙ୍କ...

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ସୋମବାର ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ସେ ଦ୍ବିତୀୟ ଥର ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟ ସଭା...

୫ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ…

ରାୟପୁର,୧୮।୭ : ଛତିଶଗଡର ଦନ୍ତେ ୱାଡା ଜିଲାରେ ବୁର୍କାପାଲ ମାଓବାଦୀ ଆକ୍ରମଣ ମାମଲାରେ ଏନଆଇଏ କୋର୍ଟ ୧୨୧ ଆଦିବାସୀଙ୍କୁ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ପାଞ୍ଚ ବର୍ଷ ଧରି ସମସ୍ତ ଆଦିବାସୀ ଜେଲରେ ଥିଲେ। ୨୪ ଏପ୍ରିଲ...

ଏଲ୍‌ଓସି ନିକଟରେ ଗ୍ରେନେଡ୍‌ ବିସ୍ଫୋରଣ, ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ୍‌…

ଶ୍ରୀନଗର,୧୮।୭ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଯବାନମାନେ ଡ୍ୟୁଟି କରୁଥିବା ସମୟରେ ହଠାତ୍‌ ଏକ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ କେତେକ...

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ରେ ଉପର...

ସୋମବାରୀ ପୂଜା ସମୟରେ ଦଳାଚକଟା, ୨ ମହିଳାଙ୍କ ମୃତ୍ୟୁ…

ସିଓ୍ବାନ,୧୮।୭ : ଶ୍ରାବଣ ମାସର ପ୍ରଥମ ସୋମବାରରେ ବିହାରରେ ଏକ ବଡ ଦୁର୍ଘଟଣା ଘଟିଛି । ଏହି ଘଟଣା ସିୱାନରେ ଏକ ମନ୍ଦିରରେ ଘଟିଥିବାବେଳେ ଏଥିରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଐତିହାସିକ ମହେନ୍ଦ୍ରନାଥ ମନ୍ଦିରରେ ସୋମବାରୀ ପୂଜା ପାଇଁ...

ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୧୮।୭(ବ୍ୟୁରୋ) : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ...

ରାଷ୍ଟ୍ରପତି ନିର୍ବାଚନ, ମତଦାନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୭ : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ...

ସଂସଦ ଏକ ତୀର୍ଥକ୍ଷେତ୍ର, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୭ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପିମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାହାରେ ଗରମ କମୁଛି। ତେବେ ଜଣାନାହିଁ ଅଧିବେଶନରେ କ’ଣ ହେବ।...

ଶୋଭାବର୍ଦ୍ଧକ ଅବା ରାଜନୈତିକ ନୁହେଁ ରାଜ୍ୟପାଳଙ୍କ ପଦବୀ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୮।୭ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଏକ ମାସ ପୂର୍ବରୁ ରାଜ୍ୟପାଳମାନଙ୍କୁ ରାଜ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ପଦବୀ ଶୋଭାବର୍ଦ୍ଧକ ଅବା...

ସକ୍ରିୟ ମାମଲା ଲକ୍ଷେ ୪୪ ହଜାର ଟପିଲା …

ନୂଆଦିଲ୍ଲୀ, ୧୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri