Tag Archives: Home Middle

ପୁଣି ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଲୋକେ ଭୟଭୀତ

ବାଲେଶ୍ୱର/ଭଦ୍ରକ,୭।୬: ବାଲେଶ୍ୱର ଓ ଭଦ୍ରକ ଜିଲାରେ ପୁଣି ଶୁକ୍ରବାର ସକାଳୁ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଭିଛି। ପ୍ରଚଣ୍ଡ ଶବ୍ଦ ପରେ ଥରି ଉଠିଛି ଆଖପାଖ ଅଞ୍ଚଳ। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଏହାପୂର୍ବରୁ ଗୁରୁବାର ମଧ୍ୟ...

ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍‌...

ବିଜେଡିର ଶୋଚନୀୟ ପରାଜୟର ବଡ଼ କାରଣ, ଜାଣିଶୁଣି ସର୍ଭେ ରିପୋର୍ଟ ଲୁଚାଉଥିଲେ କିଏ? ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୭।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ତେବେ ବିଜେଡିର ଶୋଚନୀୟ ପରାଜୟକୁ ନେଇ କାରଣ ଖୋଜା ଚାଲିଛି। କିଏ କହୁଛି ପାଣ୍ଡିଆନ୍‌ ଏହାର ମୁଖ୍ୟ କାରଣ...

ଜଣେ ଶ୍ରମିକ-ହେଲ୍‌ପର୍‌ କାମ କରିଥିବା ବ୍ୟକ୍ତିଙ୍କଠାରୁ ହାରିଯାଇଛନ୍ତି ନବୀନ ପଟ୍ଟନାୟକ, ଜାଣନ୍ତୁ ଭାଜପାର ଲକ୍ଷ୍ମଣ କିଏ…

ଭୁବନେଶ୍ୱର,୭।୬: ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ହେଲେ ନିର୍ବାଚନରେ କିଛି ଏଭଳି ପ୍ରାର୍ଥୀ ଜିତିଛନ୍ତି ଏବଂ ହାରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି...

ଫାଇନାଲ୍‌ ହେଲା ମୋଦି କ୍ୟାବିନେଟ୍‌: ଶେଷ ଡିଲ୍‌ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୭।୬:ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବାରୁ ନୂତନ ସରକାର ଗଠନକୁ ନେଇ ଆଲୋଚନା ଜାରି ରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ କ୍ୟାବିନେଟ ସମ୍ପର୍କରେ ଜୋରଦାର ଆଲୋଚନା ହେବାରେ...

ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର,୬।୬: ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଆଜି ଏ ନେଇ...

ପ୍ରେସମିଟ୍‌ କରି ସ୍ପଷ୍ଟ କଲା ବିଜେଡି, କେଉଁଠି ଅଛନ୍ତି ପାଣ୍ଡିଆନ୍‌

ଭୁବନେଶ୍ୱର,୬।୫: ବିଜେଡିର ପରାଜୟ ପରେ ପାଣ୍ଡିଆନ୍‌ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ଖବରଦାତା ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗୁରୁବାର ସୂଚନା ଦେଇ କହିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍‌...

ହରଡଗଡ଼ାରେ ଭାଜପା, ଜେଡିୟୁ-ଟିଡିପି ହାତରେ ରହିପାରେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୬।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ...

ଏଇଠି ଅଛନ୍ତି ପାଣ୍ଡିଆନ୍‌, ମିଳିଲା ବଡ଼ ସୂଚନା

ଭୁବନେଶ୍ୱର,୬।୬: ରାଜ୍ୟରେ ବିଜେଡି ପରାଜୟ ପରେ ପାଣ୍ଡିଆନ୍‌ଙ୍କ ଦେଖା ମିଳୁନାହିଁ। ସେ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଣ୍ଡିଆନ୍‌ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା...

ଗୋଟିଏ ହାତରେ ସମର୍ଥନ, ଦ୍ୱିତୀୟ ହାତରେ ବଢ଼ାଇଲେ ଟେନ୍‌ସନ…

ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ -୨୦୨୪ ର ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହେବା ସ୍ପଷ୍ଟ ହୋଇଛି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଭାଜପା ଏଥର କମ୍‌ ଆସନ ପାଇଛି, ଯେଉଁଥିଲାଗି...

କଙ୍ଗନା ରାଣାୱତଙ୍କୁ ଶକ୍ତ ଚାପୁଡା ମାରିଲେ ସିଏସ୍‌ଏଫ ଗାର୍ଡ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୬।୬: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍‌ଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ...

ଜୁନ ୮ ନୁହେଁ ଏହି ଦିନ ଶପଥ ନେବେ ମୋଦି

ନୂଆଦିଲ୍ଲୀ,୬।୬: ଦେଶରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ମୋଦି ୩.୦। ଆସନ୍ତା ୯ ତାରିଖ ସା ୬ଟାରେ ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବେ। ମୋଦିଙ୍କ ଶପଥ ନେବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri