Tag Archives: Home Middle

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ କଂଗ୍ରେସର ପ୍ରଶ୍ନ…

ନୂଆଦିଲ୍ଲୀ,୧୭।୭ : ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟ ସଭା ଭାଜପା ନେତା...

ଭାରତକୁ ବଡ଼ ସଫଳତା: ୨୦୦ କୋଟି ଅତିକ୍ରମ କଲା ଟିକାକରଣ

ନୂଆଦିଲ୍ଲୀ,୧୭।୭: କରୋନା ଟିକାକରଣରେ ଭାରତ ବଡ଼ ସଫଳତା ହାସଲ କରିଛି। ଟିକାକରଣରେ ବର୍ତ୍ତମାନ ଭାରତ ୨୦୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପାୟ ୯୮%...

ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ, ମନ୍ଦିରରେ ଭଙ୍ଗାରୁଜା, ଫେସବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା…

ଢାକା,୧୭।୭ : ବାଂଲାଦେଶରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ନରାଇଲର ଲୋହାଗରା ଅଞ୍ଚଳରେ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ ହୋଇଥିବାବେଳେ ଗୋଟିଏ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। କୁହାଯାଉଛି ଯେ ଏକ ମନ୍ଦିରକୁ ବହୁଲୋକ ଭଙ୍ଗାରୁଜା କରିଛନ୍ତି।...

ମଧ୍ୟପ୍ରଦେଶରେ ଏଏପିର ଜୋରଦାର ଏଣ୍ଟ୍ରି…

ଭୋପାଳ,୧୭।୭ : ମଧ୍ୟପ୍ରଦେଶ ପୌରସଂସ୍ଥା ନିର୍ବାଚନରେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅଗ୍ରଗତି କରୁଛି, କଂଗ୍ରେସ ଏହାର ପ୍ରଦର୍ଶନକୁ ସୁଦୃଢ଼ କରୁଥିବା ଜଣାପଡିଛି। ଏହି ସମୟରେ, ଆମ ଆଦମୀ ପାର୍ଟି (ଏଏପ) ସିଙ୍ଗରୋଲିରେ ଏକ ଜୋରଦାର ଏଣ୍ଟ୍ରି...

ଭୁଲ ଯୋଗୁ ଜେଲରେ ବନ୍ଦ ଥିବା ଲୋକଙ୍କୁ ମିଳୁ ନିଯୁକ୍ତି, କଂଗ୍ରେସ ଏମ୍‌ପି ଲୋକ ସଭାରେ ଆଣିବେ ବିଲ୍‌ …

ନୂଆଦିଲ୍ଲୀ,୧୭।୭ : କଂଗ୍ରେସ ଏମ୍‌ପି ମହମ୍ମଦ ଜାଭେଦ ରବିବାର କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ସେ ଜଣେ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଆଗତ କରିବାକୁ ଯୋଜନା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଭୁଲ ଜେଲ ଦଣ୍ଡାଦେଶ କ୍ଷତିପୂରଣ ଏବଂ ଭୁଲ...

ମାଲଦାରେ ବୋମା ବିସ୍ଫୋରଣ…

କୋଲକାତା,୧୭।୭ : ପଶ୍ଚିମବଙ୍ଗ ମାଲଦାରେ ବୋମା ବିସ୍ଫୋରଣ ଘଟିଛି। ସ୍ଥାନୀୟ ଗୋପାଳପୁରର ମାଣିକଚୌକରେ ରବିବାର ଏହା ଘଟିଛି। ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ...

ଅଢ଼େଇ ମାସରେ ୧୬ ବିମାନରେ ଯାନ୍ତ୍ରିକ ତ୍ରୁଟି…

ନୂଆଦିଲ୍ଲୀ,୧୭।୭ : ରବିବାର ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ଜୁଲାଇ ୫ରେ ମଧ୍ୟ ସ୍ପାଇସଜେଟର ଏକ ବିମାନ କରାଚିରେ...

୧୨ ଟନ୍‌ ବିପଜ୍ଜନକ ରାସାୟନିକ ନେଇ ଯାଉଥିବା ୟୁକ୍ରେନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ…

ପଲେଖୋରି,୧୭।୭ : ଉତ୍ତର ଗ୍ରୀସର କାଭାଲା ସହର ନିକଟରେ ଏକ ୟୁକ୍ରେନ ଏୟାରଲାଇନ୍ସର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦୁଇ ଘଣ୍ଟା ଧରି ବିସ୍ଫୋରଣ ଶୁଣି...

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହା ସାମରିକ...

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧ ଜଣ ମହିଳା ସଦସ୍ୟଙ୍କ ଏକ ଗୋଷ୍ଠୀ, ମହିଳାମାନଙ୍କର ଅଧିକାର ଏବଂ ଆଇନ ପ୍ରଣାଳୀ...

ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗ,ଆଜି ୧୬ତମ କମାଣ୍ଡର ସ୍ତରୀୟ ବୈଠକ …

ଲଦାଖ,୧୭।୭ : ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ରବିବାର ଦିନ ଭାରତ ଏବଂ ଚାଇନା ମଧ୍ୟରେ ୧୬ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଶା କରାଯାଉଛି ଯେ ଡେପସାଙ୍ଗ ଏବଂ ଡେମୋକୋକରେ ସମସ୍ୟାର ସମାଧାନ...

ଲକ୍ଷେ ୪୩ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୭।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri