Tag Archives: Home Middle

ଜୁଲାଇ ୧୬ରେ ଭାଜପାର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୨ ।୭: ଜୁଲାଇ ୧୬ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ ହେବାକୁ ଯାଉଛି । ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହୁରି ବି କୁହାଯାଉଛି କି ଏଥିରେ...

୩୫୦ କୋଟିର ହେରୋଇନ ଜବତ…

ଅହମଦାବାଦ, ୧୨।୭ : ଗୁଜୁରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ)କୁ ଏକ ବଡ଼ ସଫଳତା ମିଳିଛି। କୁଚ ଜିଲାର ମୁନ୍ଦ୍ରା ବନ୍ଦର ନିକଟରେ ଥିବା ଏକ କଣ୍ଟେରନରରୁ ପ୍ରାୟ ୭୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର...

ୟୁକ୍ରେନ୍‌ ଉପରେ ଏବେ ନାଗରିକତା ବୋମା ପକାଇଲା ରୁଷିଆ…

ମସ୍କୋ/କ୍ୱିଭ, ୧୨।୭ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଏବେ ୟୁକ୍ରେନ୍‌ ଉପରେ ନାଗରିକତା ବୋମା ପକାଇଛନ୍ତି। ୟୁକ୍ରେନ୍‌ର ସମସ୍ତ ଲୋକଙ୍କୁ ରୁଷିଆ ନାଗରିକତା ପ୍ରଦାନ ଲାଗି ପୁଟିନ୍‌ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା...

ଓ୍ବାର୍କ ଫ୍ରମ୍‌ ହୋମ୍‌କୁ ଆଇନଗତ ସ୍ବୀକୃତି…

ଆମେଷ୍ଟରଡ଼ାମ୍‌,୧୨।୭ : ନେଦରଲାଣ୍ଡରେ ରହୁଥିବା ଭାରତୀୟ ଏବେ ବେଶ୍‌ ଖୁସି। ସେମାନେ ବର୍ତ୍ତମାନ ଘରେ ରହି କାମ କରିପାରିବେ। ଏଠାରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଆଇନଗତ ଅଧିକାରରେ ଅନ୍ତର୍ଭୁକ୍ତ ହୋଇଛି। ଏହାକୁ ଡଚ ସଂସଦ ଅନୁମୋଦନ କରିଛି, ଯାହା ଖୁବ...

ନୂଆପଲ୍ଲୀରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ୍‌

ଆର୍‌.ଉଦୟଗିରି,୧୨ା୭(ଡି.ଏନ୍‌.ଏ.): କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ଧସିବା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି।...

ପୁଣି ଆତଙ୍କ ଘନେଇଲା, ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଜଙ୍ଗଲ ନଷ୍ଟରେ ରେକର୍ଡ କରୁଛି ଆମାଜନ

ବ୍ରାସିଲିଆ,୧୨ା୭: ବର୍ତ୍ତମାନ ସମୟରେ ଆମାଜନ ଜଙ୍ଗଲକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହା ପଛର କାରଣ ହେଉଛି ଜଙ୍ଗଲ ନଷ୍ଟ ହେବାର ରେକର୍ଡ ସ୍ତର ବୃଦ୍ଧି। ବ୍ରାଜିଲର ନ୍ୟାଶନାଲ ସ୍ପେସ ରିସର୍ଚ୍ଚ ଏଜେନ୍ସି (INPE) ଅନୁଯାୟୀ, ଜଙ୍ଗଲ ନଷ୍ଟ ହେବା...

ରୁଷିଆକୁ ୧୦୦ ଡ୍ରୋନ୍‌ ଯୋଗାଇବ ଇରାନ

ତେହରାନ,୧୨ା୭:ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହି ସମୟରେ ଇରାନ ରୁଷିଆକୁ ଡ୍ରୋନ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ରୁଷିଆ ଏହି ଡ୍ରୋନ୍‌ଗୁଡ଼ିକୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିବ। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ୟୁକ୍ରେନ...

ଦ୍ରୌପଦୀଙ୍କ ସପକ୍ଷରେ ଯିବା ଅର୍ଥ ନୁହେଁ ଭାଜପାକୁ ସମର୍ଥନ କରିବା: ସଞ୍ଜୟ

ମୁମ୍ବାଇ,୧୨ ।୭: ଶିବସେନାରେ ତୁତୁ ମେମେ ଜାରି ରହିଛି । ଗୋଟିଏ ପଟେ ଦଳର ୪୦ ବିଧାୟକ ପ୍ରଥମେ ଅଲଗା ହୋଇଯାଇଥିବା ବେଳେ ଏବେ ଶିବସେନା ଏମ୍‌ପିମାନେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଉଛନ୍ତି ।...

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏନେଇ ଶିବସେନା ପକ୍ଷରୁ କୌଣସି...

ଦେଶ ଛାଡିବା ଯୋଜନାରେ ଥିଲେ ରାଷ୍ଟ୍ରପତିଙ୍କ ଭାଇ, ବିମାନବନ୍ଦରରେ ଧରାପଡିଲେ

କଲମ୍ବୋ,୧୨।୭: ଶ୍ରୀଲଙ୍କାର ଅବସ୍ଥା ଅନିୟନ୍ତ୍ରିତ ହେବାରେ ଲାଗିଛି। ଦେଶରେ ଅର୍ଥନୈତିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ତାଙ୍କ ପରିବାରକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି। ସୋମବାର ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ସାନ ଭାଇ ବାସିଲ ରାଜପାକ୍ସେ...

ଦେଶର ଅଧିକାଂଶ ରାଜ୍ୟରେ ପ୍ରଳୟ୍‌ଙ୍କରୀ ବର୍ଷା, ମହାରାଷ୍ଟ୍ରରେ ୮୩, ଗୁଜରାଟରେ ୬୩ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୨ ।୭: ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମହାରାଷ୍ଟ୍ର, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ନାଟକରେ ସ୍ଥିତି ସଙ୍ଗିନ ହୋଇଯାଇଛି । ଏସବୁ ରାଜ୍ୟରେ ଆଜିବି ବର୍ଷାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri